- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ନବୀନଙ୍କ ସମୟରେ ରାଜ୍ୟର ଜଙ୍ଗଲ ଓ ବୃକ୍ଷ ଆଚ୍ଛାଦିତ ଅଞ୍ଚଳ ବୃଦ୍ଧି କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା
22-12-2024
-ଇଣ୍ଡିଆ ଷ୍ଟେଟ ଅଫ ଫରେଷ୍ଟ ରିପୋର୍ଟର ତଥ୍ୟ ଦେଲେ କେନ୍ଦ୍ର ଜଙ୍ଗଲ ପରିବେଶ ମନ୍ତ୍ରୀ -୨୦୨୩ରେ ଜଙ୍ଗଲ ଓ ବୃକ୍ଷ ଆଚ୍ଛାଦିତ ଅଞ୍ଚଳ ବୃଦ୍ଧିରେ ଓଡିଶା ଯୁଗ୍ମ ଦ୍ଵିତୀୟ ଶ୍ରେଷ୍ଠ ରାଜ୍ୟ -ବୃକ୍ଷ ଆଚ୍ଛାଦିତ ଅଞ୍ଚଳ ବୃଦ୍ଧିରେ ଓଡ଼ିଶା ତୃତୀୟ ଶ୍ରେଷ୍ଠ ରାଜ୍ୟ ଭୁବନେଶ୍ଵର 22 ଡିସେମ୍ବର : କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରୀ ଶ୍ରୀ ଭୂପିନ୍ଦର ଯାଦବ ଆଜି ଟ୍ୱ...
ଗାଁ'ରେ ହାତୀ ଆତଙ୍କ, ସନ୍ଧ୍ୟା ପରଠୁ ପଡିଯାଉଛି ତାଟି କବାଟ
22-12-2024
ସମ୍ବଲପୁର, ୨୨ ଡିସେମ୍ବର - ସମ୍ବଲପୁର ଜିଲ୍ଲା ବାମରା ବନ୍ୟପ୍ରାଣୀ ଜମନକିରା ରେଞ୍ଜ ଅଧିନସ୍ଥ ବନ୍ଧପାଲି ବିଟ୍ ଅଞ୍ଚଳରେ ଏବେ ବଣୁଆ ହାତୀପଲଙ୍କ ଉପଦ୍ରଵ ବଢ଼ିବାରେ ଲାଗିଛି l ବନ ବିଭାଗ ପକ୍ଷରୁ ରୁଗଣ ହାତୀ ଘଉଡ଼ାଇବା ପ୍ରୟାସ ଜାରି ରହିଥିଲେ ମଧ୍ଯ ଲୋକେ ବନବିଭାଗ ଉପରେ ଭରସା କରିନପାରି ସନ୍ଧ୍ଯା ପରେ ହାତୀ ଭୟରେ ଘରର ତାଟି କବାଟ ପକାଇ ଲୋକେ ପଦାକୁ ବାହାରୁନଥିବା...
ଆସନ୍ତା ୨୫ ତାରିଖ ସୁଦ୍ଧା ସମସ୍ତ ଧାନ ମଣ୍ଡିରୁ ଧାନ ନ ଉଠିଲେ୨୬ ତାରିଖରେ ରାସ୍ତାରୋକ ସହ କୋରାପୁଟ ଜିଲା ବନ୍ଦ
22-12-2024
ଜୟପୁର, ୨୨ ଡିସେମ୍ବର - କୋରାପୁଟ ଜିଲାରେ ଆଜି ସୁଦ୍ଧା ଧାନ କ୍ରୟ କରାଯାଇନାହିଁ । ମଣ୍ଡି ଓ ଖଳାରେ ଧାନ ପଡି ରହିଛି । ଶୀତ କାକରରେ ଧାନକୁ ଜଗି ବସିଛି ଚାଷି । ଗତ ୧୧ ତାରିଖରୁ କୋରାପୁଟ ଜିଲାରେ ମଣ୍ଡି ଉଦଘାଟନ ହେଲାଣି । କିନ୍ତୁ, ୧୧ ଦିନ ବିତିଯାଇଥିଲେ ସୁଦ୍ଧା ୧ କ୍ୱିଇଣ୍ଟାଲ ଧାନ କ୍ରୟ କରାଯାଇ ନାହିଁ । ଏନେଇ ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି ଏକ ସ...
ଓଡ଼ିଶା ସାମ୍ୱାଦିକ ୟୁନିୟନର ୫୩ ତମ ପ୍ରତିଷ୍ଠା ଦିବସ ସମାରୋହ
22-12-2024
ଭୁବନେଶ୍ୱର, 22 ଡିସେମ୍ବର - ଓଡ଼ିଶା ସାମ୍ୱାଦିକ ୟୁନିୟନର ୫୩ ତମ ପ୍ରତିଷ୍ଠା ଦିବସ ସମାରୋହ ଆୟୋଜିତ ହୋଇଛି । ଏହି ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଆଇନ ମନ୍ତ୍ରୀ ପୃଥିରାଜ ହରିଚନ୍ଦନ, ବିଧାୟକ ବାବୁ ସିଂଙ୍କ ସହ ଓୟୁଜେର ସଭାପତି ଓ ସମ୍ପାଦକଙ୍କ ସହ ଅନ୍ୟ ସଦସ୍ୟ ମାନେ ଯୋଗ ଦେଇଛନ୍ତି।...