- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଦେଉଳବେଡ଼ା କୋଲିୟରୀର ୩୧ ତମ ବାର୍ଷିକ ଉତ୍ସବ
21-12-2024
ତାଳଚେର: ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଦେଉଳବେଡ଼ା କୋଲିୟରୀର ୩୧ ତମ ବାର୍ଷିକ ଉତ୍ସବ ତା ୨୦/୧୨/୨୪ ରିଖ ଶୁକ୍ରବାର ଦିନ ବଡ ସମାରୋହ ରୂପେ ପାଳିତ ହୋଇଯାଇଛି । ଉତ୍ସବର ପ୍ରଥମ ପର୍ଯ୍ୟାୟରେ ଅତିଥି ମାନଙ୍କୁ ସ୍ବାଗତ କରାଯାଇ ମଞ୍ଚ କୁ ଆମନ୍ତ୍ରଣ କରାଯାଇଥିଲା । ବାର୍ଷିକ ଉତ୍ସବର ମୁଖ୍ୟ ଅତିଥି ରୂପେ ତାଳଚେର ଉପଖଣ୍ଡ ର ଉପଜିଲ୍ଲାପାଳ ମାନନୀୟ ଶ୍ରୀଯୁକ୍ତ ସ...
ବୃଦ୍ଧାଙ୍କ ଉପରେ ମାଡିଗଲା ପାସେଞ୍ଜର ଟ୍ରେନ୍
21-12-2024
ସୁବର୍ଣ୍ଣପୁର, ୨୧ ଡିସେମ୍ବର - ସୁବର୍ଣ୍ଣପୁର ଜିଲ୍ଲା ନରସିଂହଗଡ଼ ଷ୍ଟେସନ ନିକଟରେ ରେଲୱେ ଟ୍ରାକ୍ ପାର୍ ହେବାବେଳେ ବୃଦ୍ଧାଙ୍କ ଉପରେ ମାଡିଗଲା ପାସେଞ୍ଜର ଟ୍ରେନ୍ । ମୃତ ବୃଦ୍ଧା ଜଣକ ହେଲେ ରତିକା ପୋଢ଼ । ତାଙ୍କ ଘର ନିକଟସ୍ଥ ଖମ୍ବେଶ୍ୱରୀପାଲି ଗ୍ରାମରେ ବୋଲି ଜଣାପଡିଛି । ଆଜି ସକାଳେ ବୃଦ୍ଧା ଜଣକ ରେଲୱେ ଟ୍ରାକ୍ ପାର୍ ହୋଇ ନିଜ ବିଲକୁ ଯାଉଥିଲେ । ଏହି ସମୟରେ...
ଧାନ ନଷ୍ଟ ହେଲେ ମିଳିବ କ୍ଷତିପୂରଣ
21-12-2024
ଭୁବନେଶ୍ୱର, 21 ଡିସେମ୍ବର :- ଧାନ ନଷ୍ଟ ହେଲେ ଦିଆଯିବ କ୍ଷତିପୂରଣ । ଏନେଇ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ସୂଚନା ଦେଇଛନ୍ତି । ମଣ୍ଡିରେ ଜରି ପାଲର ବ୍ୟବସ୍ଥା କରାଯାଇଛି । ମଣ୍ଡିରେ ଧାନ ଓଦା ହେବା ସମ୍ଭାବନା କମ ରହିଛି । ବିଲରେ ବର୍ଷା ଯୋଗୁଁ ଗଜା ହୋଇ ଯାଇପାରେ । ବର୍ଷା କମିଲେ ଧାନ ଶୁଖିଲା ପରେ ମଣ୍ଡିରେ କିଣାଯିବ ବୋଲି ମନ୍ତ୍ରୀ କହିଛନ୍ତି ।...
ଆଗାମୀ ୨ ଦିନ ରାଜ୍ୟର କେତେକ ସ୍ଥାନରେ ଘନ କୁହୁଡ଼ି ଦେଖାଦେବ, ୬ ଜିଲ୍ଲାକୁ ଚେତାବନୀ
21-12-2024
ଭୁବନେଶ୍ୱର, ୨୧ ଡିସେମ୍ବର - ଆଗାମୀ ୨ ଦିନ ରାଜ୍ୟର କେତେକ ସ୍ଥାନରେ ଘନ କୁହୁଡ଼ି ଦେଖାଦେବ । ଏନେଇ ପାଣିପାଗ ବିଭାଗ ପକ୍ଷରୁ ୬ ଜିଲ୍ଲାକୁ ଚେତାବନୀ ଜାରି ହୋଇଛି । ସେହି ଜିଲ୍ଲା ଗୁଡିକ ହେଲା ଝାରସୁଗୁଡ଼ା, କେନ୍ଦୁଝର, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା ଏବଂ କୋରାପୁଟ । ଏସବୁ ସ୍ଥାନରେ ଦୃଶ୍ୟମାନ ଦୂରତା ୫୦ ମିଟରରୁ ୨୦୦ ମିଟର ମଧ୍ୟରେ ରହିପାରେ । ଭୁବନେଶ୍ୱର ପାଣିପ...