- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
- ଆଉ ଦେଖିବାକୁ ମିଳୁ ନାହିଁ ହଳ, ବଳଦ
- କେରଳରେ ଲକ୍ଷ୍ୟ କେବଳ ଭୋଟ ପ୍ରତିଶତ ବୃଦ୍ଧି କରିବା ନୁହେଁ, ବିଜେପିର ଜଣେ ମୁଖ୍ୟମନ୍ତ୍ରୀ ହେବ : ଅମିତ ଶାହା
- ପ୍ରଦୂଷଣ ସାର୍ଟିଫିକେଟ ନାମରେ ଗାଡିଚାଳକଙ୍କୁ ଲୁଟ୍ କରିବା ବନ୍ଦ କର : ସିପିଆଇ
- ଆରଡି ବସଷ୍ଟାଣ୍ଡ ନାମ ପରିବର୍ତନକୁ ନେଇ ରାଜଧାନୀରୁ ଶୈବପୀଠ ସବୁଠି ବିରୋଧ
ବରୁହାଁଠାରେ ବିଜେଡିର ଜନଜାଗରଣ ଅଭିଯାନ : ବିଜେପି ଉପରେ ବର୍ଷିଲା ବିଜେଡି
14-06-2025
(FM News):-- ଯାଜପୁର ଜିଲା ବରୁହାଁ ଦଶହରା ପଡିଆରେ ଆଜି ବିଜୁ ଜନତା ଦଳର ଜନ ଜାଗରଣ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଏହି ସମାବେଶରେ ବିଜେପି ଉପରେ ବର୍ଷିଛନ୍ତି ବିଜେଡି ନେତା । ୧ ବର୍ଷର ସରକାରକୁ କଡା ସମାଲୋଚନା କରିବା ସହ ଏହାକୁ ଆଗକୁ ଆହୁରୀ ତୀବ୍ରତର କରାଯିବ ବୋଲି କହିଛି ବିଜେଡି । ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଆଜି ଆୟୋ...
୮ ବର୍ଷ ଭିତରେ ନବୀନ ମାତ୍ର ୫୨ ଥର ଅଭିଯୋଗ ପ୍ରକୋଷ୍ଠକୁ ଯାଇଥିଲେ - ପୃଥ୍ୱୀରାଜ ହରିଚନ୍ଦନ
27-05-2025
ଭୁବନେଶ୍ୱର - ମୁଖ୍ୟମନ୍ତ୍ରୀଙ୍କ ଜନ ଶୁଣାଣିକୁ ନେଇ ବିଜେଡି ବିଧାୟକ ଅରୁଣ ସାହୁ ଦେଇଥିବା ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ସେ କହିଛନ୍ତି ଯେ୨୦୦୦ ମସିହାରେ ନବୀନ ପଟ୍ଟନାୟକ ସରକାରକୁ ଆସିଲେ । ୨୦୦୦ରୁ ୨୦୦୮ ପର୍ଯ୍ୟନ୍ତ ୮ ବର୍ଷ ଭିତରେ ନବୀନ ମାତ୍ର ୫୨ ଥର ଅଭିଯୋଗ ପ୍ରକୋଷ୍ଠକୁ ଯାଇଥିଲେ । ୨୦୦୮ ପର ଠାରୁ ଆଉ ନବୀନ...
4 ରାଜ୍ୟର 5ଟି ବିଧାନସଭା ସିଟରେ ଉପନିର୍ବାଚନ ଘୋଷଣା, ଜୁନ 19ରେ ମତଦାନ
25-05-2025
ନୂଆଦିଲ୍ଲୀ, 25 ମେ-ନିର୍ବାଚନ ଆୟୋଗ ଚାରିଟି ରାଜ୍ୟ ଗୁଜରାଟ୍, କେରଳ, ପଞ୍ଜାବ ଓ ପଶ୍ଚିମବଙ୍ଗର ପାଞ୍ଚଟି ବିଧାନସଭା ଆସନ ଉପରେ ଉପନିର୍ବାଚନ କରିବାକୁ ଘୋଷଣା କରିଛି। ଏହି ଆସନଗୁଡ଼ିକରେ 19 ଜୁନ୍ ରେ ମତଦାନ ହେବ ଏବଂ 23 ଜୁନରେ ଫଳାଫଳ ଘୋଷଣା କରାଯିବ। ଆୟୋଗ ରବିବାର ଦିନ ଏକ ଔପଚାରିକ ବିଜ୍ଞପ୍ତି ଜାରି କରି ଏହି ସୂଚନା ଦେଇଛି। ଏହି ଉପନିର୍ବାଚନଗୁଡ଼ିକ, ବିଧାୟକଙ...
ଲଗାମ ଲଗାଇବାକୁ ଶୃଙ୍ଖଳା କମିଟି ଗଠନ ହେଉଛି -ସୁଧୀର ସାମଲ
25-05-2025
ଭୁବନେଶ୍ୱର, 25 ମେ - ଦଳ ଯେତେ ବେଳେ ସରକାରରେ ଥାଏ ସେତେବେଳେ ସମସ୍ତେ ଶୃଙ୍ଖଳିତ ଥାନ୍ତି। ମୁଖ୍ୟମନ୍ତ୍ରୀ ଯିଏ ଥାନ୍ତି ତାଙ୍କୁ ଶୃଙ୍ଖଳା କମିଟି ଆବଶ୍ୟକ ହୁଏନି ବୋଲି କହିଛନ୍ତି ବିଜେଡି ନେତା ସୁଧୀର ସାମଲ । ସେ କହିଛନ୍ତି ଯେ, ଯେତେବେଳେ ଦଳ ହାରି ଯାଏ ସେତେବେଳେ ଦଳ ରେ ଶୃଙ୍ଖଳା ରହେନି। ସେଥିପାଇଁ ଶୃଙ୍ଖଳା କମିଟି ଗଠନ ହୁଏ। ଦଳ ବିରୋଧୀ କାର୍ଯ୍ୟକଳାପ ଓ ବୟ...