- କଂଗ୍ରେସର ଇସ୍ତାହାର -
- କଂଗ୍ରେସ କଣ କରିଛି, ଆମେ ହିସାବ ଦେଲୁ ,ବିଜେଡି ଓ ବିଜେପି ଦୁଇ ଭାଇ କଣ କରିଛ, ହିସାବ ଦିଅ
- ମିଥ୍ୟା ଶପଥ ପାଠ ପାଇଁ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ବିଧାୟକ ପଦ ରଦ୍ଦ କରାଯାଉ- କଂଗ୍ରେସ
- ନିଶା ମାଙ୍କଡ଼ିଆ ମୃତ୍ୟୁକୁ ଗଣମାଧ୍ୟମ କାହିଁକି ଏତେ ଗୌଣ ଦେଖୁଛନ୍ତି
- ଆଗରୁ ଭୋଟ ଚୋରି କରୁଥିଲେ ଏବେ ପ୍ରାର୍ଥୀ ଚୋରି କରିଛନ୍ତି : ନବୀନ ପଟ୍ଟନାୟକ
ଗାଡିରେ ପ୍ରେସ ଲେଖିବା ମନା
20-01-2025
ପୁରୀ, ୨୦ ଜାନୁଆରୀ - ବିଶ୍ବସ୍ତରୀୟ ସହର ପୁରୀ । ପ୍ରତିଦିନ ଲକ୍ଷାଧିକ ପର୍ଯ୍ୟଟକ, ତୀର୍ଥଯାତ୍ରୀ ପୁରୀକୁ ଆସୁଛନ୍ତି । ବିଭିନ୍ନ ରାଜ୍ଯ ଓ ଦେଶ ବିଦେଶର ଲୋକ ମାନେ ପୁରୀକୁ ଆସୁଛନ୍ତି । ପୁରୀର ପ୍ରବେଶ ପଥ ହରେକୃଷ୍ଣପୁର ଛକ, ମଙ୍ଗଳାଘାଟ ଛକ ଓ ଭୂଦାନ ଛକରେ ପ୍ରେସ ଲେଖାଥିବା ଗାଡିରେ ଆସି ସହରକୁ ପ୍ରବେଶ କରିବା ପାଇଁ ସୁବିଧା ହେଉଥିବା କୁହାଯାଉଛି । ଏଭଳି ସ୍ଥିତି...
ଆସନ୍ତା 20 ତାରିଖରୁ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା
14-01-2025
ଭୁବନେଶ୍ୱର, 14 ଜାନୁଆରି - ଆସନ୍ତା 20ରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ଧାଡି ଦର୍ଶନ ବ୍ୟବସ୍ଥା । ଏନେଇ ବ୍ୟବସ୍ଥା ଚାଲିଛି । ଶୃଙ୍ଖଳିତ ଦର୍ଶନ ପାଇଁ ହେବ ଧାଡ଼ି ଦର୍ଶନ ବୋଲି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଆଉ ପରୀକ୍ଷାମୂଳକ ନୁହେଁ ସିଧାସଳଖ କାର୍ଯ୍ୟକାରୀ ହେବ ବୋଲି ମନ୍ତ୍ରୀ କହିଛନ୍ତି ।...
ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ନବାଙ୍କ ବେଶ
13-01-2025
ପୁରୀ,୧୩ ଜାନୁଆରୀ- ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ନବାଙ୍କ ବେଶ ଅନୁଷ୍ଠିତ ହୋଇଯାଇଛି । ମକର ସଂକ୍ରାନ୍ତି ପୂର୍ବଦିନ ଏହି ବେଶ କରାଯାଇଥାଏ । ସଂଧ୍ଯା ଆଳତି ସମୟରେ ଖୁଣ୍ଟିଆ ଓ ପୁଷ୍ପାଳକ ସେବକ ଠାକୁର ମାନଙ୍କୁ ମାଳ ଓ ଚୂଳ ଲାଗି କରିଥିଲେ । ବଡସିଂହାର ବେଶରେ ଜରି ଓ ସୋଲ, କଇଥ ଅଠାରେ ପ୍ରସ୍ତୁତ ଶଙ୍ଖ ଚକ୍ର ହଳ ମୂଷଳ କୁଣ୍ଡଳ ତଡଗି ତିନି ଠାକୁରକୁ ଲାଗି କରାଯାଇ...
ଉଦଯାପିତ ହେଲା ପୁରୀ ବେଳାଭୂମି ମହୋତ୍ସବ
11-01-2025
ପୁରୀ - ଆଜି ସଂଧ୍ୟାରେ ପୁରୀ ବେଳାଭୂମି ମହୋତ୍ସବ ଉଦଯାପିତ ହୋଇ ଯାଇଛି। ଉଦଯାପନୀ ମହୋତ୍ସବ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୁରୀ ବିଧାୟକ ସୁନିଲ କୁମାର ମହାନ୍ତି ଏହି ମହୋତ୍ସବ ଅତ୍ୟନ୍ତ ଶୃଙ୍ଖଳିତ ଓ ସୁନ୍ଦର ଭାବେ ପରିଚାଳିତ ହୋଇ ଥିବାରୁ ଜିଲ୍ଲା ପ୍ରଶାସନ ସହ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ପୁରୀ ଆଧ୍ୟାତ୍ମିକ ଓ ପର୍ଯ୍ୟଟନ କ୍ଷେତ୍ର ଭାବେ ସୁନାମ ଅର...