- ଖୁବଶୀଘ୍ର ରାଜ୍ୟରେ ୪୫ ହଜାର ଶିକ୍ଷକ ପଦବୀ ପୂରଣ ହେବ - ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
- ତାମିଲନାଡୁର ତ୍ରିଚିରେ ଅମିତ ଶାହ; ଆସନ ବଂଟନକୁ ନେଇ ରାଜନୈତିକ କାର୍ଯ୍ୟକଳାପ ହୋଇଛି ତୀବ୍ର
- ୨୮ତମ ସମ୍ବଲପୁର ଲୋକ ମହୋତ୍ସବର ୨ୟ ରଜନୀ: ସମ୍ବଲପୁର ମାଟିର ମହକ ଓ ମହିମା ରହିଛି : ବିଧାୟକ ସୁଦର୍ଶନ ହରିପାଲ
- କୃତୀ ଛାତ୍ରଛାତ୍ରୀଙ୍କୁ ଡ଼. ସତ୍ୟାନନ୍ଦ ପଣ୍ଡାଙ୍କ 8ମ ଶ୍ରାଦ୍ଧବାର୍ଷିକୀରେ ମେଧାବୃତ୍ତି ପ୍ରଦାନ
- ଗଡସେଙ୍କ ଅନୁଗାମୀ, ମହାତ୍ମାଗାନ୍ଧୀଙ୍କ ଦର୍ଶନକୁ ଧ୍ୱଂସ କରିବାକୁ ଚାହୁଁଛି: ସୂର୍ଯେୱାଲା
ଆଗାମୀ ୨ ଦିନ ରାଜ୍ୟର କେତେକ ସ୍ଥାନରେ ଘନ କୁହୁଡ଼ି : ଆସନ୍ତା ୨୪ ଘଂଟା ପାଇଁ ୧୪ ଜିଲ୍ଲାକୁ ଚେତାବନୀ
26-01-2025
ଭୁବନେଶ୍ୱର, ୨୬ ଜାନୁଆରୀ - ଆଗାମୀ ୨ ଦିନ ରାଜ୍ୟର କେତେକ ସ୍ଥାନରେ ଘନ କୁହୁଡ଼ି ଦେଖାଦେବାର ସମ୍ଭାବନା ରହିଛି । ଆସନ୍ତା ୨୪ ଘଂଟା ପାଇଁ ୧୪ଟି ଜିଲ୍ଲାକୁ ଚେତାବନୀ ଜାରୀ କରିଛି ପାଣିପାଗ ବିଭାଗ । ସେହି ଜିଲ୍ଲା ଗୁଡିକ ହେଲା ସୁନ୍ଦରଗଡ଼, ଯାଜପୁର, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ନୟାଗଡ଼, ଖୋର୍ଦ୍ଧା, ପୁରୀ, କନ୍ଧମାଳ, କଳାହାଣ୍ଡି, ଗଞ୍ଜାମ, ଗଜପତି, ନବରଙ୍ଗପୁ...
ଉତରକାଶୀରେ ଭୂକମ୍ପ ଝଟ୍କା ଅନୁଭୂତ
25-01-2025
ଡେରାଡୁନ, 25 ଜାନୁଆରି (FMNews):- ଉତରାଖଣ୍ଡର ଉତରକାଶୀ ଜିଲ୍ଲାରେ ପୁଣି ଥରେ ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି । ଆଜି ଭୋର 5.48 ମିନିଟ ସମୟରେ ଭୂକମ୍ପର ହାଲୁକା ଅନୁଭୂତ ହୋଇଛି । ଫଳରେ ଲୋକେ ଆତଙ୍କିତ ହୋଇଛନ୍ତି । ଅଧିକାରୀଙ୍କ ଅନୁସାରେ, ଏବେ ଜିଲ୍ଲାରେ କୌଣସି ଧନଜୀବନ ହାନି ନେଇ ସୂଚନା ମିଳିନି । ଗତ ଦୁଇଦିନରୁ ଉତରକାଶୀରେ ଚାରି ଥର ଭୂକମ୍ପ ଝଟ୍...
ଖୋଲା ଆକାଶରେ ସୁର୍ଯ୍ୟାସ୍ତ ପରେ ବିନା ଟେଲିସ୍କୋପରେ ଦେଖନ୍ତୁ......ଶନି,ଶୁକ୍ର,ନେପଚୁନ,ୟୁରେନସ,ବୃହସ୍ପତି ଏବଂ ମଙ୍ଗଳ ଗ୍ରହ
23-01-2025
(FMNews):--ଏହି ଦିନ ଖୋଲା ଆକାଶରେ ସୁର୍ଯ୍ୟାସ୍ତ ପରେ ବିନା ଟେଲିସ୍କୋପରେ ଶନି,ଶୁକ୍ର,ନେପଚୁନ,ୟୁରେନସ,ବୃହସ୍ପତି ଏବଂ ମଙ୍ଗଳ ଗ୍ରହ ଦୃଶ୍ୟମାନ ହେବ।ଏଗୁଡିକ ଦେଖିବାକୁ ଆପଣଙ୍କୁ ଦିଗ ଏବଂ ଗ୍ରହମାନଙ୍କର ଆକୃତି /ରଙ୍ଗ ବିଷୟରେ ଟିକେ ଜାଣିବାକୁ ପଡିବ।ତେବେ ଆସନ୍ତୁ ଆଜି ସନ୍ଧ୍ୟାରେ ନିଜର ଘରର ଛାତକୁ ଯାଇ ଏହି ଗ୍ରହମାନଙ୍କୁ ଦେଖିବା।ଜୀୱାଜୀ ପର୍ଯ୍ୟବେକ୍ଷଣ ଦାୟିତ...
ହୀରାକୁଦ ଜଳ ଭଣ୍ଡାରରେ ବଢୁଛି ବିଦେଶାଗତ ପକ୍ଷୀଙ୍କର ଆଗମନ
20-01-2025
(FMNews): -ହୀରାକୁଦ ଜଳଭଣ୍ଡାର ଏବେ ବିଦେଶାଗତ ପକ୍ଷୀଙ୍କ କଳରବରେ ଝୁମିଉଠିଛି । ଚଳିତ ବର୍ଷ ୩.୭୭ ଲକ୍ଷ ପକ୍ଷୀ ହୀରାକୁଦ ଜଳ ଭଣ୍ଡାରକୁ ଆସିଥିବା ପ୍ରଥମ ଆକଳନ କରାଯାଇଛି । ଏଥିରେ ସାଇବେରିଆ, ରୁଷିଆ, ଆମେରିକା, ୟୁରୋପ, ଅଷ୍ଟ୍ରେଲିଆ ସହିତ ଏସିଆର ବିଭିନ୍ନ ଅଂଚଳରୁ ଆସିଛନ୍ତି ବୋଲି ସୂଚନା ଦେଇଛନ୍ତି ହୀରାକୁଦ ବନ୍ୟପ୍ରାଣୀ ଡିଏଫଓ ଅଂଶୁପ୍ରଜ୍ଞା ଦ...