Annual sports festival held at Government College, Balangir

ସରକାରୀ ମହାବିଦ୍ୟାଳୟ, ବଲାଙ୍ଗିରର ବାର୍ଷିକ କ୍ରୀଡ଼ା ଅନୁଷ୍ଟିତ

 11-01-2025

ବଲାଙ୍ଗିର :ଆଜି ସ୍ଥାନୀୟ ସରକାରୀ ମହାବିଦ୍ୟାଳୟ, ବଲାଙ୍ଗିରର ବାର୍ଷିକ କ୍ରୀଡ଼ା ଆୟୋଜନ ହୋଇଯାଇଛି, ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର୍ ଘନଶ୍ୟାମ ବେହେରା ଏହି ଉତ୍ସବକୁ ଉଦ୍ଘାଟନ କରି କ୍ରୀଡ଼ା ଦ୍ଵାରା ଛାତ୍ର ଛାତ୍ରୀ ମାନଙ୍କ ଶାରୀରିକ ଓ ମାନସିକ ଅଭିବୃଦ୍ଧି ଘଟିବା ସହ ଶୃଙ୍ଖଳା ତଥା ସହଯୋଗୀ ମନୋଭାବ ନିର୍ମାଣ ହୋଇଥାଏ ବୋଲି କହିଥିଲେ, ସେହିପରି ମୁଖ୍ୟ ଅତିଥି ପ...

Beach sports at Puri Beach Festival

ପୁରୀ ବିଚ ଫେଷ୍ଟିଭାଲରେ ବେଳାଭୂମି କ୍ରୀଡା

 10-01-2025

ପୁରୀ, ୧୦ ଜାନୁଆରୀ- ପ୍ରବାସୀ ଭାରତୀୟ ସମ୍ମିଳନୀ ଉପଲକ୍ଷେ ପୁରୀ ବେଳାଭୂମି ଠାରେ ପୁରୀ ପ୍ରଶାସନିକ ଓ ପୁରୀ ଜିଲ୍ଲା କ୍ରୀଡା କାର୍ଯ୍ୟାଳୟ ତରଫରୁ ୦୮/୦୧/୨୦୨୫ ତାରିଖ ଠାରୁ ୧୦/୦୧/୨୦୨୫ ତାରିଖ ତିନିଦିନ ଧରି ବେଳାଭୂମି ଠାରେ କ୍ରୀଡା ଆୟୋଜନ କରାଯାଇଥିଲା। ଏହି କ୍ରୀଡା ଉତ୍ସବରେ ପୁରୀ ଜିଲ୍ଲାର ବିଭିନ୍ନ ଅନୁଷ୍ଠାନ ଭାଗ ନେଇ ପ୍ରତିଯୋଗିତା ଭିତିରେ ପୁରସ୍କାର ବିତ...

Beach sports organized on the occasion of Pravasi Bharatiya Divas

ପ୍ରବାସୀ ଭାରତୀୟ ଦିବସ ଅବସରରେ ବିଚ ସ୍ପୋର୍ଟ୍ସ ଆୟୋଜିତ

 08-01-2025

ପୁରୀ, ୮ ଜାନୁଆରି: - ପ୍ରବାସୀ ଭାରତୀୟ ଦିବସ ଅବସରରେ ପୁରୀ ଜିଲ୍ଲା ପ୍ରସାଶନ ପକ୍ଷରୁ ବିବିଧ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି।ଆଜି ପୂର୍ବାହ୍ନରେ ଭିକ୍ଟୋରିଆ ହୋଟେଲ ସମ୍ମୁଖ ସମୁଦ୍ର ବେଳାଭୂମି ଠାରେ ବାଳକ କବାଡି ପ୍ରତିଯୋଗୀତାରେ ନିତା ସ୍ପୋର୍ଟ୍ସ ଏକାଡେମୀ ଚମ୍ପିୟାନ ହୋଇଥିବା ବେଳେ ପୁରୀ ଜିଲ୍ଲା ସ୍କୁଲ ସ୍ପୋର୍ଟ୍ସ ଜୋନ ରନର୍ସଅପ ହୋଇଅଛି। ଏହି ପ୍ରତିଯୋଗିତା...

Additional Collector felicitates six players from Balangir for winning three bronze medals in national level lawn ball competition

ଜାତୀୟ ସ୍ତରୀୟ ଲନ ବଲ ପ୍ରତିଯୋଗିତାରେ ତିନୋଟି ବ୍ରୋଞ୍ଚ ପଦକ ହାସଲ କରିଥିବା ବଲାଙ୍ଗୀରର ଛଅ ଜଣ ଖେଳାଳିଙ୍କୁ ଅତିରିକ୍ତ ଜ଼ିଲ୍ଲାପାଳଙ୍କ ସମ୍ୱର୍ଦ୍ଧନା

 05-01-2025

ବଲାଙ୍ଗିର, ୫ ଜାନୁଆରୀ - ନୂଆଦିଲ୍ଲୀରେ ଅନୁଷ୍ଠିତ ୯ମ ଜାତୀୟ ଏବଂ ୨୫ ବର୍ଷରୁ କମ ୫ମ ଲନ ବଲ ଚମ୍ପିୟନସିପରେ ଓଡିଶା ପ୍ରତିଯୋଗୀମାନେ ପ୍ରଭାଵୀ ପ୍ରଦର୍ଶନ କରି ୩ଟି ବ୍ରୋଞ୍ଚ ପଦକ ହାସଲ କରିଛନ୍ତି l ଏନେଇ ଖେଳାଳି ମାନେ ବଲାଙ୍ଗୀରକୁ ପହଂଚିବା ପରେ ଆଜି ବଲାଙ୍ଗୀର ସର୍କିଟ ହାଉସରେ ଖେଳାଳି ମାନଙ୍କୁ ବଲାଙ୍ଗୀର ଅତିରିକ୍ତ ଜ଼ିଲ୍ଲାପାଳ ବିଜୟନନ୍ଦ ସେଠି ଫୁଲ ତୋଡ଼ା ଦ...