Dense fog affects flight operations at Srinagar airport

ଘନ କୁହୁଡି ଯୋଗୁଁ ଶ୍ରୀନଗର ବିମାନବନ୍ଦରରେ ବିମାନ ଚଳାଚଳ ପ୍ରଭାବିତ

 04-01-2025

ଶ୍ରୀନଗର 4 ଜାନୁଆରୀ-କାଶ୍ମୀର ଉପତ୍ୟକାର କିଛି ଅଞ୍ଚଳରେ ଘନ କୁହୁଡି ଯୋଗୁଁ ଶନିବାର ଦିନ ଶ୍ରୀନଗର ବିମାନବନ୍ଦରରେ ବିମାନ ଚଳାଚଳ ପ୍ରଭାବିତ ହୋଇଛି।ଏହାରି ମଧ୍ୟରେ ସକାଳେ ଶ୍ରୀନଗର ସମେତ କାଶ୍ମୀରରେ କୁହୁଡିର ଘନ ଚାଦର ରହିଛି। ଅଧିକାରୀ କହିଛନ୍ତି ଯେ କୁହୁଡି ଯୋଗୁଁ ଖରାପ ଦୃଶ୍ୟତା ହେତୁ ବିମାନବନ୍ଦରରେ କାର୍ଯ୍ୟ ପ୍ରଭାବିତ ହୋଇଥିଲା ଏବଂ ସକାଳେ ସମସ୍ତ ବିମା...

Fourth installment of 'Subhadra' first installment to be released after January 15

ଜାନୁଆରୀ ୧୫ ପରେ 'ସୁଭଦ୍ରା' ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା

 04-01-2025

(FMNews):--ମାର୍ଚ୍ଚ 30ରେ ଆବେଦନ କଲେ ବି ଏକା ଥରେ ମିଳିବ ସୁଭଦ୍ରାର ଦୁଇଟି କିସ୍ତି । ଗାଁର ଶେଷ ଯୋଗ୍ୟ ହିତାଧିକାରୀ ଆବେଦନ ନକଲା ଯାଏଁ ଚାଲିବ ପଞ୍ଜୀକରଣ । ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ସୂଚନା ଦେଇଛନ୍ତି । ପ୍ରଥମ କିସ୍ତି ମିଳିବାର ଶେଷ ତାରିଖ ମାର୍ଚ୍ଚ 8 ଥିଲା କିନ୍ତୁ ମାର୍ଚ୍ଚ 30 ପରେ ଆବେଦନ କଲେ ବି ମିଳିବ ପ୍ରଥମ କିସ୍ତି ଟଙ୍କା । ବ...

Price control is our demand - Sanjay Das Burma

ଦରଦାମ ନିୟନ୍ତ୍ରଣ ଆମର ଦାବି- ସଞ୍ଜୟ ଦାସ ବର୍ମା

 03-01-2025

ଭୁବନେଶ୍ୱର, 3 ଜାନୁଆରି- ଦରଦାମ ନିୟନ୍ତ୍ରଣ ଆମର ଦାବି ବୋଲି ବରିଷ୍ଠ ବିଜେଡ଼ି ନେତା ସଞ୍ଜୟ ଦାସ ବର୍ମା କହିଛନ୍ତି । ଯେତେବେଳେ ଓଡ଼ିଶାରେ ଡବଲ ଇଞ୍ଜିନ୍ ସରକାର ଓଡ଼ିଶାରେ ଆସିଲା ସେତେବେଳେ ଦରଦାମ ହୁ ହୁ ହୋଇ ବଢି ଚାଲିଛି। ପ୍ରତ୍ୟେକ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦାମ୍ ବଢିଛି। ଲୋକେ ହନ୍ତସନ୍ତ। ଓଡିଶାବାସୀଙ୍କ ସ୍ୱାର୍ଥ ଓ ସ୍ୱାଭିମାନ ପାଇଁ ଆମେ ଲଢେଇ...

ରାଜ୍ୟ ପଣ୍ୟାଗାର ନିଗମ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟ ସରକାରଙ୍କ ଲାଭାଂଶ ବାବଦରେ 4.36 କୋଟି ଟଙ୍କା ପ୍ରଦାନ

 03-01-2025

2019-20 ଓ 2020-21 ପାଇଁ ଲାଭାଂଶ ପ୍ରଦାନ ଭୁବନେଶ୍ୱର, 3 ଜାନୁଆରି:- ଓଡିଶା ରାଜ୍ୟ ପଣ୍ୟାଗାର ନିଗମ ପକ୍ଷରୁ ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ରାଜ୍ୟ ସରକାରଙ୍କ ଲାଭାଂଶ ଭାବେ 4.36 କୋଟି ଟଙ୍କାର ଚେକ୍ ପ୍ରଦାନ କରାଯାଇଛି । ଆର୍ଥିକ ବର୍ଷ 2019-20 ଏବଂ 2020-21 ନିମନ୍ତେ ଆଜି ଏହି ଲାଭାଂଶ ପ୍ରଦାନ କରାଯାଇଛି । ଏହି ଅବସ...