- ମାଲକାନଗିରି ମୋଟୁରୁ 'ଗାନ୍ଧୀ ପଥେ ପଦଯାତ୍ରା' ଆରମ୍ଭ: ମାଲକାନଗିରିରୁ ମୟୂରଭଞ୍ଜ ବର୍ଷବ୍ୟାପୀ ଚାଲିବ ଏହି ପଦଯାତ୍ରା
- ପ୍ରଥମ ପର୍ଯ୍ୟାୟ ପଦଯାତ୍ରା ଅକ୍ଟୋବର ୨ ଓ ୩ ଦୁଇଦିନ,ନୂଆପଡ଼ା ନିର୍ବାଚନ ପରେ ଦ୍ୱିତୀୟ ପଦଯାତ୍ରା
- ମୋଦୀଙ୍କ ବକ୍ତବ୍ୟକୁ କ଼଼ଡା ସମାଲୋଚନା କଲେ ପିସିସି ସଭାପତି ଭକ୍ତ ଦାସ,କହିଲେ ଓଡିଶାର ଖଣିଖାଦାନ ଲୁଟିବାରେ ମାତିଛି...
- 'ଭୋଟ୍ ଚୋର ଗାଦି ଛାଡ' ଦସ୍ତଖତ ଅଭିଯାନ ତ୍ବରାନ୍ବିତ
- କଂଗ୍ରେସର କ୍ରମବର୍ଦ୍ଧିଷ୍ଣୁ ଗ୍ରହଣୀୟତାରେ ମୋଦୀ ଭୟଭୀତ: ଭକ୍ତ ଦାସ୍

ମକରସଂକ୍ରାନ୍ତିରେ ରହିବ ପୁନର୍ବସୁ-ପୁଷ୍ୟା ନକ୍ଷତ୍ରର ଯୁଗ୍ମ ସଂଯୋଗ
10-01-2025
ଜୟପୁର10 ଜାନୁଆରୀ -ମାଘ କୁଷ୍ଣ ଚତୁର୍ଥୀ 14 ଜାନୁଆରୀରେ ସୁର୍ଯ୍ୟ ଧନୁ ରାଶିରୁ ବାହାରି ମକର ରାଶିରେ ପ୍ରବେଶ କରିବେ।ଏହି ଦିନ ଠାରୁ ସୁର୍ଯ୍ୟ ଦକ୍ଷିଣାୟନରୁ ଉତ୍ତରାୟଣରେ ଗତି କରନ୍ତି।ଉତ୍ତରାୟଣକୁ ଦେବତାଙ୍କ ଦିନ କୁହାଯାଇଥାଏ।ମକର ସଂକ୍ରାନ୍ତିରେ ଅନେକ ଭିନ୍ନ ନାମରେ ଜଣାଶୁଣା।କେତେକ ସ୍ଥାନରେ ଏହା ସଂକ୍ରାନ୍ତି ,ପୋଙ୍ଗଲ,ମାଧୀ ,ଉତ୍ତରାୟଣୀ ଏବଂ ଖିଚଡୀ ଭଳି ନାମ...

ଡକ୍ଟର ମନମୋହନ ସିଂ: ଭାରତୀୟ ଅର୍ଥନିତୀର ବିନ୍ଧାଣୀ
05-01-2025
By Jagadananda Pradhan Editor (FMNews)-- ଭାରତୀୟ ଅର୍ଥନୈତିକ ଇତିହାସରେ ଡକ୍ଟର ମନମୋହନ ସିଂଙ୍କ ପରି ଅଳ୍ପ କେତୋଟି ନାମ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଛି। ଡକ୍ଟର ମନମୋହନ ସିଂ ଅର୍ଥନୈତିକ ପତନର ପଥରେ ଥିବା ଭାରତକୁ ଏକ ରାଷ୍ଟ୍ରରୁ ବିଶ୍ୱ ଶକ୍ତିରେ ପରିଣତ କରିଥିବା ବିଶିଷ୍ଟ ଅର୍ଥନୀତିଜ୍ଞ-ରାଜନେତା । ସେ ଆଊ କେହି ନୂହଁନ୍ତି । ସେ...

Satkosia Tiger Project: ସାତକୋଶିଆରେ ଏକମାତ୍ର ମହାବଳ ବାଘୁଣୀର ଖୋଜ୍ ଖବର ନାହିଁ
24-12-2024
କୋଟି କୋଟି ଟଂକା ବ୍ୟୟ ସତ୍ତ୍ବେ ବାଘ ସୁରକ୍ଷାରେ ବନ ବିଭାଗ ବିଫଳ ଶିକାରୀ ଗୁଳିରେ ବାଘୁଣୀ ଶିକାର ହୋଇଥିବା ସନ୍ଦେହ ବନ ବିଭାଗ ବାଘୁଣୀ ସଂପର୍କରେ ସୂଚନା ଦେବାକୁ ଦାବୀ ANGUL(FMNews):ସମଗ୍ର ଦେଶରେ ୫୪ ଟି ବ୍ଯାଘ୍ର ସଂରକ୍ଷଣ ଅଂଚଳ ମଧ୍ୟରୁସାତକୋଶିଆ ଅନ୍ଯତମ । ସବୁ ବ୍ଯାଘ୍ର ସଂରକ୍ଷଣ ଅଂଚଳରେ ବାଘ ସଂଖ୍ଯା ବୃଦ୍ଧି ପାଉଥିବା ବେଳେ ସାତକ...

କବିତା ସଂକଳନ ‘ଉଦ୍ଘୋଷ’ର ଲୋକାର୍ପଣ
24-12-2024
ଭଦ୍ରକ - ଚରମ୍ପା ସାହିତ୍ୟ ସଂସ୍କୃତି ମଂଚ ଆନୁକୁଲ୍ୟରେ ଚରମ୍ପାସ୍ଥ ଲକ୍ଷ୍ମୀନାରାୟଣ ମନ୍ଦିର ପରିସରରେ କବି ନିରଞ୍ଜନ ନାୟକଙ୍କ ରଚିତ କବିତା ସଂକଳନ ଉଦ୍ଘୋଷ ଉନ୍ମୋଚିତ ହୋଇଯାଇଛି। ଉତ୍ସବରେ ପୌରୋହିତ୍ୟ କରିଥିଲେ ଶିକ୍ଷାବିତ୍ ଗଗନ ବିହାରୀ ରାଉତ, ଅତିଥି ପରିଚୟ ଓ ସଂପାଦକୀୟ ବିବରଣୀ କାର୍ଯ୍ୟକାରୀ ସମ୍ପାଦକ ବାବୁଲାଲ ଦାସ କରିଥିଲା ବେଳେଉପସ...