- କଂଗ୍ରେସ ସଂଗଠନ ସୃଜନ ଅଭିଯାନ : ତୃତୀୟ ଦିନରେ ଓଡିଶା ପହଁଞ୍ଚିଲେ ୭ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ
- 2025 ମସିହା ଶେଷକୁ ଜନଗଣନା ଆରମ୍ଭ ହେବ- ରାଜସ୍ୱ ମନ୍ତ୍ରୀ
- ‘ଭୋଟର ଅଧିକାର ଯାତ୍ରା’ ବିପ୍ଲବ ସମଗ୍ର ଦେଶକୁ ବ୍ୟାପିବ: ରାହୁଲ ଗାନ୍ଧୀ
- ନଭେମ୍ବର କିମ୍ବା ଡିସେମ୍ବରରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ
- ମୁଖ୍ୟମନ୍ତ୍ରୀ ରାହୁଲ ଗାନ୍ଧୀ ଓ କଂଗ୍ରେସ ଦଳକୁ ନିସର୍ତ କ୍ଷମା ମାଗନ୍ତୁ

ଦକ୍ଷିଣ-ପଶ୍ଚିମ ଜାପାନରେ ୬.୯ ତୀବ୍ରତାର ଭୂମିକମ୍ପ, ସୁନାମି ସତର୍କତା
13-01-2025
ଟୋକିୟୋ, ୧୩ ଜାନୁଆରୀ: -ଦକ୍ଷିଣ-ପଶ୍ଚିମ ଜାପାନରେ ୬.୯ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଛି। ଭୂମିକମ୍ପ ପରେ ଜାପାନ ପାଣିପାଗ ସଂସ୍ଥା ସୁନାମି ଚେତାବନୀ ମଧ୍ୟ ଜାରି କରିଛି। ପାଣିପାଗ ସଂସ୍ଥା ସୋମବାର କହିଛି ଯେ ରବିବାର ବିଳମ୍ବିତ ରାତିରେ ଦକ୍ଷିଣ-ପଶ୍ଚିମ ଜାପାନରେ ୬.୯ ତୀବ୍ରତାର ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି, ଯାହାର କେନ୍ଦ୍ରସ୍ଥଳ ମିଆଜାକ...

ଲସ ଏଞ୍ଜେଲେସରେ ବନାଗ୍ନିରେ ଅଦ୍ୟାବଧି ୨୪ ଲୋକଙ୍କ ମୃତ୍ୟୁ
13-01-2025
ଲସ ଏଞ୍ଜେଲେସ, ୧୩ ଜାନୁଆରୀ - ଲସ ଏଞ୍ଜେଲେସରେ ବନାଗ୍ନିରେ ଏପର୍ଯ୍ୟନ୍ତ ୨୪ ଲୋକଙ୍କ ମୃତ୍ୟୁ ଘଟିଲାଣି । ଗରମ ସାଙ୍ଗକୁ ପବନ ତେଜ୍ ହେଉଛି । ଅଧିକାରୀ ମାନେ ରବିବାର ଏନେଇ ସୂଚନା ଦେଇ କହିଛନ୍ତି ଯେ, ଲସ ଏଞ୍ଜେଲେସରେ ଲାଗିଥିବା ନିଆଁରେ ପ୍ରାୟ ୨୪ ଜଣଙ୍କ ମୃତ୍ୟୁ ଘଟିଛି । ସୋମବାର ବିଳମ୍ବିତ ରାତିରୁ ବୁଧବାର ପର୍ଯ୍ୟନ୍ତ ଅଂଚଳରେ ପବନର ଗତି ତୀବ୍ର ରହିବାର ଆଶଙ୍କା...
8 ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କଲା ଶ୍ରୀଲଙ୍କା ନୌସେନା
13-01-2025
ନୂଆଦିଲ୍ଲୀ, 13 ଜାନୁଆରି:- ଶ୍ରୀଲଙ୍କା ନୌସେନା ତାର ଜଳକ୍ଷେତ୍ରରେ ମାଛ ଧରିବା ଅଭିଯୋଗରେ 8ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛି । ଏହାସହିତ ମାଛଧରା ଦୁଇଟି ଡଙ୍ଗାକୁ ଶ୍ରୀଲଙ୍କା ନୌସେନା ଜବତ କରିଛି । ଶ୍ରୀଲଙ୍କା ନୌସେନା ପକ୍ଷରୁ ରବିବାର ଜାରି ଏକ ବିଜ୍ଞପ୍ତିରୁ ଏହି ସୂଚନା ମିଳିଛି । ବିଜ୍ଞପ୍ତିରେ କୁହାଯାଇଛି ଯେ, ଏହି ଗିରଫଦାରି ଶନିବାର ବିଳମ୍ବି...

ପାକିସ୍ତାନର ବେଲୁଚିସ୍ତାନର କୋଇଲା ଖଣିର ଦୁର୍ଘଟଣା, 2 ମୃତ
13-01-2025
ଇସଲମାବାଦ, 13 ଜାନୁଆରି - ପାକିସ୍ତାନରବେଲୁଚିସ୍ତାନ ଅଂଚଳରେ ଏକ କୋଇଲା ଖଣିରେ ହୋଇଥିବା ଦୁର୍ଘଟଣାରେ 2ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣା ରବିବାର ହରନୋଇ ଜିଲ୍ଲାର ଖୋସ୍ତ ଅଂଚଳର ଏକ କୋଇଲା ଖଣିରେ ହୋଇଛି । ଖଣିଟି ହଠାତ୍ ଦବି ଯିବା କାରଣରୁ 8ଜଣ ଶ୍ରମିକ ଦବିଯାଇଥିଲେ । ଏଥିରୁ 6ଜଣଙ୍କୁ ଉଦ୍ଧାର କରାଯାଇଛି । ଡନ୍ ସମାଚାର ପତ୍ର...