Opposition leader Naveen criticizes lack of special provisions for Odisha in Union Budget

ଓଡିଶା ପାଇଁ କେନ୍ଦ୍ରୀୟ ବଜେଟରେ ସ୍ୱତନ୍ତ୍ର ବ୍ୟବସ୍ଥା ନ ଥିବାରୁ ସମାଲୋଚନା କଲେ ବିରୋଧୀ ଦଳର ନେତା ନବୀନ

 01-02-2025

ଭୁବନେଶ୍ୱର, 1 ଫେବ୍ରୁଆରି ଆଜି ସଂସଦରେ ଆଗତ ହୋଇଥିବା ବଜେଟକୁ ନିରାଶାଜନକ ବୋଲି କହିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ । ଓଡିଶା ପାଇଁ କେନ୍ଦ୍ରୀୟ ବଜେଟରେ ସ୍ୱତନ୍ତ୍ର ବ୍ୟବସ୍ଥା ନ ଥିବାରୁ ସେ ଏହାକୁ ସମାଲୋଚନା କରିଛନ୍ତି । ଶ୍ରୀ ପଟ୍ଟନାୟକ ସୋସିଆଲ ମିଡିଆ ପୋଷ୍ଟରେ ଲେଖିଛନ୍ତି ଯେ, ଯୁବକ ମାନଙ୍କର ବେକାରୀ ସମସ୍ୟା ଓ...

Collector asks officials to ensure hassle-free Joranda mela

ବିଶ୍ବପ୍ରସିଦ୍ଧ ଯୋରନ୍ଦା ମାଘ ମେଳା ନିମନ୍ତେ ପ୍ରସ୍ତୁତି ବୈଠକ

 30-01-2025

(FMNews):--ଆଜି ପୂର୍ବାହ୍ନରେ ଯୋରନ୍ଦା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସଭା ଗୃହଠାରେ ଜିଲାପାଳ ଶ୍ରୀ ସୋମେଶ କୁମାର ଉପାଧ୍ୟାୟଙ୍କ ଅଧ୍ୟକ୍ଷତାରେ ବିଶ୍ବ ପ୍ରସିଦ୍ଧ ଯୋରନ୍ଦା ମାଘମେଳା ଆୟୋଜନ ନିମନ୍ତେ ଦ୍ୱିତୀୟ ତଥା ଶେଷ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଶ୍ଵପ୍ରସିଦ୍ଧ ମାଘମେଳା କିଭଳି ଶାନ୍ତିଶୃଙ୍ଖଳା ମଧ୍ୟରେ ଆୟୋଜିତ ହେବ ସେଥିପାଇଁ ସେ ମା...

State government is giving a new name to our scheme- Badri Patra

ଆମ ଯୋଜନାକୁ ନୂଆ ନାଁ ଦେଉଛନ୍ତି ରାଜ୍ୟ ସରକାର- ବଦ୍ରି ପାତ୍ର

 30-01-2025

ଭୁବନେଶ୍ୱର, 30 ଜାନୁଆରି : ଆମେ ଯେଉଁ ଯୋଜନା କରିଥିଲୁ, ସେହି ଯୋଜନାକୁ ନୂଆ ନାଁ ଦେଇଛନ୍ତି ଏହି ସରକାର। ଆମ ଗାଁ ଆମ ବିକାଶକୁ ସେତେବେଳେ କେନ୍ଦ୍ର ସରକାର ଓ ଜାତିସଂଘ ପୁରସ୍କାର ଦେଇଛନ୍ତି। ପୁରୁଣା ସରକାର କଥା ବାରମ୍ବାର ନ କୁହନ୍ତୁ। ନୂଆ କଣ କରିବେ କୁହନ୍ତୁ ବୋଲି କହିଛନ୍ତି ବଦ୍ରି ବିଧାୟକ ବଦ୍ରି ପାତ୍ର । ମଧ୍ୟପ୍ରଦେଶର ପନ୍ନା ଜିଲ୍ଲାରେ ସିମେଂଟ ପ୍ଲା...

Ration card e-KYC deadline extended till February 15: Supplies Minister

ରାସନ କାର୍ଡ ଇ-କେୱାଇସି ସମୟ ସୀମା ୧୫ ଫେବ୍ରୁଆରୀ ପର୍ଯ୍ୟନ୍ତ ବଢ଼ିଲା: ଯୋଗାଣ ମନ୍ତ୍ରୀ

 30-01-2025

ଭୁବନେଶ୍ୱର, 30 ଜାନୁଆରି : ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହି ସୂଚନା ଦେଇଛନ୍ତି ଯେ ରାଜ୍ୟରେ ରାସନ କାର୍ଡ ଇ-କେୱାଇସି ଅପଡେଟ୍ ସମୟ ସୀମାକୁ ୧୫ ଫେବ୍ରୁଆରୀ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି । ପୂର୍ବରୁ ସରକାର ଜାନୁଆରୀ ୩୧ ତାରିଖକୁ ଶେଷ ତାରିଖ ଭାବେ ଘୋଷଣା କରିଥିଲେ । ଯଦି ଏହି ସମୟ ସୀମା ମଧ୍ୟରେ ଇ-କେୱାଇସି କରାଯାଇନଥିଲେ, ତେବେ ସରକାର ପରବର୍ତ୍ତ...