Transfer at IAS level

ଆଇଏଏସ୍ ସ୍ତରରେ ଅଦଳବଦଳ

 02-01-2025

ଭୁବନେଶ୍ୱର, 2 ଜାନୁଆରି - ରାଜ୍ୟ ସରକାର ଭାରତୀୟ ପ୍ରଶାସନିକ ସେବା ସ୍ତରରେ ସାମାନ୍ୟ ଅଦଳ ବଦଳ କରିଛନ୍ତି । ପାଂଚ ଜଣ ଭାରତୀୟ ପ୍ରଶାସନିକ ଅଧିକାରୀଙ୍କୁ ଦାୟିତ୍ୱରେ ଅଦଳ ବଦଳ କରାଯାଇଛି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏ ନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ କାର୍ଯ୍ୟ କରୁଥିବା ୨୦୧୧ ବ୍ୟାଚର ଅଧି...

New Odisha Governor arrives in Puri, will visit Srijiu tomorrow morning

ପୁରୀରେ ପହଂଚିଲେ ଓଡ଼ିଶାର ନୂଆ ରାଜ୍ୟପାଳ, ଆସନ୍ତାକାଲି ସକାଳେ ଶ୍ରୀଜୀଉଙ୍କ ଦର୍ଶନ କରିବେ

 02-01-2025

ପୁରୀ, ୨ ଜାନୁଆରୀ - ଆଜି ଅପରାହ୍ନରେ ପୁରୀରେ ପହଂଚିଛନ୍ତି ଓଡ଼ିଶାର ନୂଆ ରାଜ୍ୟପାଳ ହରିବାବୁ କୁମ୍ଭମପତି । ସେ ପୁରୀ ରାଜଭବନରେ ରାତ୍ରୀଯାପନ କରିବେ । ଆସନ୍ତାକାଲି ସକାଳ ୭ଟାରେ ଶ୍ରୀମନ୍ଦିରକୁ ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କରିବେ । ଏହାପରେ ପୁରୀରୁ ଫେରି ଭୁବନେଶ୍ୱର ରାଜଭବନରେ ଶପଥଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି ।...

All the patient's previous data will be in one account.

ଗୋଟିଏ ଆକାଉଣ୍ଟରେ ରହିବ ରୋଗୀଙ୍କ ସମସ୍ତ ପୂର୍ବ ଡାଟା

 02-01-2025

ଭୁବନେଶ୍ୱର, 2 ଜାନୁୟାରୀ: ଏଣିକି ଆଉ ମାଳ ମାଳ ପ୍ରେସକ୍ରିପସନ ଧରିକି ରୋଗୀ ବୁଲିବେ ନାହିଁ । ଗୋଟିଏ ଆକାଉଣ୍ଟରେ ରହିବ ରୋଗୀଙ୍କ ସମସ୍ତ ପୂର୍ବ ଡାଟା । ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ଖୁବ ଶୀଘ୍ର ସରକାର ଲାଗୁ କରିବାକୁ ଯାଉଛନ୍ତି ନେସନାଲ ଡିଜିଟାଲ ହେଲଥ ମିଶନ । ନେସନାଲ ହେଲଥ ଅଥରିଟି ଅଣ୍ଡର ରେ ରହିବ ଏହି...

Jinnat is now healthy - Forest and Environment Minister

ଜିନ୍ନତ ବର୍ତ୍ତମାନ ସୁସ୍ଥ ଅଛି- ଜଙ୍ଗଲ ଓ ପରିବେଶ ମନ୍ତ୍ରୀ

 02-01-2025

ଭୁବନେଶ୍ୱର,2 ଜାନୁୟାରୀ - ଜିନ୍ନତ ବର୍ତ୍ତମାନ ସୁସ୍ଥ ଅଛି। ଜଳକ୍ରୀଡା କରୁଛି। ଖାଦ୍ୟ ଆହରଣ ବି କରୁଛି। ଏନେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଷ ରାମ ସିଂହ ଖୁଣ୍ଟିଆ । ଚହଲା ଏନକ୍ଲୋଜରରେ ଅଛି। ଶିମିଳିପାଳର ଦକ୍ଷିଣ ଭାଗରେ ଛଡ଼ାଯିବ। ଯମୁନା ବି ସେଠାରେ ରହୁଛି। ଖୁବ ଶୀଘ୍ର ଆଉ ତିନି ମହା ବଳ ବାଘ ଆସିବେ ଓଡିଶା। ଏନେଇ ବିଚାର ବିମର୍ଶ ଚାଲିଛି। ସେମାନଙ୍କୁ ଡେବ୍...