Chief Minister's advice to speed up the recruitment process

ନିଯୁକ୍ତି ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

 01-01-2025

ଭୁବନେଶ୍ୱର, 01 ଜାନୁଆରୀ - ସରକାରଙ୍କ ଲୋକବଳ ବଢିଲେ, ଜନସାଧାରଣଙ୍କୁ ଉତ୍ତମ ସେବା ଯୋଗାଇ ଦେଇପାରିବା ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନ ଠାରେ ବିଭିନ୍ନ ନିଯୁକ୍ତି ଆୟୋଗର ଅଧ୍ୟକ୍ଷ ମାନଙ୍କ ସହିତ ଆଲୋଚନାରେ କହିଛନ୍ତି । ଆଜି ବର୍ଷର ପ୍ରଥମ ଦିନରେ ରାଜ୍ୟରେ ସରକାରୀ ବିଭାଗ ଗୁଡିକରେ ଖାଲି ଥିବା ପଦବୀ ପୂରଣ ପାଇଁ ରାଜ୍ୟ ସରକାରଙ୍କ...

Dr. Hari Babu Kambhampati, the new Governor of Odisha, will take oath on January 3.

3 ଜାନୁଆରୀରେ ଶପଥ ନେବେ ଓଡ଼ିଶାର ନୂଆ ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମପତି

 01-01-2025

(FMNews):-- ଓଡ଼ିଶାର ନୂଆ ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମପତି ଗୁରୁବାର ଦିନ ଭୁବନେଶ୍ୱର ଆସିବେ। େ ୩ ତାରିଖରେ ଶପଥ ଗ୍ରହଣ କରିବେ। ମିଳିଥିବା ସୂଚନା ଅନୁସାରେ ରାଜଭବନରେ ତାଙ୍କୁ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଶପଥ ପାଠ କରାଇବେ। ସୂଚନା ଅନୁଯାୟୀ ନବନିଯୁକ୍ତ ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମପତି ଅପରାହ୍ଣ ୩ଟା ବେଳେ ଭୁବନେଶ୍ୱରରେ ପହଞ...

Passenger ferry hits bridge in Madhya river, one seriously injured, admitted to hospital

ମଝି ନଦୀରେ ବ୍ରିଜକୁ ବାଡେଇଲା ଯାତ୍ରୀ ବାହି ଘାଟ ଡ଼ଙ୍ଗା, ଜଣେ ଗୁରୁତର ଆହତ, ମେଡିକାଲ ରେ ଭର୍ତି

 01-01-2025

ଭଦ୍ରକ,୧ ଜାନୁଆରୀ - ଭଦ୍ରକ ଜିଲ୍ଲା ଆରଡ଼ି ଓ ଚାନ୍ଦବାଲି କୁ ସଂଯୋଗ କରୁଥୁବା ତିନିତର ଘାଟରେ ଦୁର୍ଘଟଣା ଗ୍ରସ୍ତ ହେଲା ଘାଟ ଡ଼ଙ୍ଗା। ଡ଼ଙ୍ଗା ରୁ ନଦୀକୁ ଜଣେ ବୃଦ୍ଧ ଗଳି ପଡିବାରୁ ଗୁରୁତର ହୋଇ ଚାନ୍ଦବାଲି ମେଡିକାଲ ରେ ଭର୍ତି ହୋଇ ଚିକିତ୍ସିଁତ ହେଉଛନ୍ତି। ଗୁରୁତର ବୃଦ୍ଧ ତେନ୍ତୁଳିଡ଼ିହି ଗାଁ ର ଉମାକାନ୍ତ ପତ୍ରି ବୋଲି ଜଣାପଡିଛି। ସୂଚନା ମୁତାବକ ଆରଡ଼ି ପଟୁ ଆର ପଟକ...

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଡ଼କ ସୁରକ୍ଷା ମାସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

 01-01-2025

ସଡକ ଦୁର୍ଘଟଣା କମାଇବା ସହିତ ମୃତ୍ୟୁ ସଂଖ୍ୟା ହ୍ରାସ କରିବା ସଂପର୍କରେ ଆଲୋଚନା ବ୍ୟାପକ ସଚେତନତା, ଚଢଉ, ସଡ଼କ ଇଂନିୟରିଂ ଯାଞ୍ଚ ଏବଂ ଦୁର୍ଘଟଣାଗ୍ରସ୍ତଙ୍କୁ ତୁରନ୍ତ ସହାୟତା ଉପରେ ଗୁରୁତ୍ଵ ଭୁବନେଶ୍ବର, 01 ଜାନୁଆରୀ - ୨୦୨୫ ଜାନୁଆରୀ ୧ ରୁ ୩୧ ତାରିଖ ପର୍ଯ୍ୟନ୍ତ ମାସେ ବ୍ୟାପୀ ସଡ଼କ ସୁରକ୍ଷା ମାସ ପାଳନ କରାଯିବା ପରିପ୍ରେକ୍ଷୀରେ ଗତକାଲି ମଙ୍ଗଳବାର...