Naveen Patnaik visits rain affected Kendrapara,Cuttack and jagatsinghpur district

ନବୀନ ପଟ୍ଟନାୟକ ପୁରୀ,ଜଗତସିଂହପୁର,କେନ୍ଦ୍ରାପଡ଼ା ଓ କଟକ ଗସ୍ତ କରି ଅଦିନିଆ ବର୍ଷା କ୍ଷତିଗ୍ରସ୍ତ ଚାଷ ଅବସ୍ଥା ବୁଲି ଦେଖିଲେ

 01-01-2025

(FMNews):- ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟନାୟକ ଆଜି ଦିନିକିଆ ପୁରୀ ଜଗତସିଂହପୁର କେନ୍ଦ୍ରାପଡ଼ା ଓ କଟକ ଜିଲ୍ଲା ଗସ୍ତ ରେ ଯାଇ ଅଦିନିଆ ବର୍ଷା କ୍ଷତିଗ୍ରସ୍ତ ପୁରୀ ର ସତ୍ୟବାଦୀ,କଟକ ର ସାଲେପୁର ଜଗତସିଂହପୁର ର ବାଲିକୁଦା ଓ କେନ୍ଦ୍ରାପଡ଼ା ର ପଟ୍ଟାମୁଣ୍ଡାଇ , ଅଂଚଳ ରେ କ୍ଷତ୍ରିଗ୍ରସ୍ତ ଚାଷ ଜମି ବୁଲି ଦେଖିଥିଲେ ଏହି ସମୟରେ ହଜାର ହଜାର ଚାଷୀ ,ମହିଳା ଶ୍...

Dhamra police station neglected

୫ବର୍ଷ ହେବ ଆଦାନୀ ହାତଟେକାରେ ଚାଲିଛି ଧାମରା ଥାନା

 01-01-2025

ଭଦ୍ରକ- ସ୍ୱାଧିନତାର ଦୀର୍ଘ ୭୬ବର୍ଷ ପରେ ମଧ୍ୟ ଆଜି ଭଳି ଦିନରେ ଧାମରାରେ ଥିବା ଗୃହ ବିଭାଗର ଥାନା ନିଜର ଅସ୍ଥିତ୍ୱ ହରାଇଛି। ବାର ଦୁଆର ଶୂଣ୍ଡି ପିଣ୍ଢା ହେବା ପରେ ମଧ୍ୟ ଆଜି ଭଳି ଦିନରେ ଧାମରା ଥାନା ନିଜର ସ୍ଥିତିବାନ ସ୍ଥାନରେ ନିଜର ଅଫିସ କରିବାରେ ସମ୍ଭବ ହୋଇ ପାରିନାହିଁ। ଫଳରେ ସାଧାରଣ ଲୋକଟିଏ ବାହାରୁ ଆସି ଧାମରା ଥାନା କେଉଁଠି ବୋଲି ପଚାରିବା ପରେ...

Minorities have been atrocities committed in Balasore, Nilagiri and Remuna districts on the orders of MP Pratap Sadhangi: Jayadev Jena

ବାଲେଶ୍ବର ସାଂସଦ ପ୍ରତାପ ଷଢ଼ଙ୍ଗୀଙ୍କ ନିର୍ଦ୍ଦେଶରେ ସଂଖ୍ୟାଲଘୁଙ୍କ ଉପରେ ଅତ୍ୟାଚାର କରାଯାଊଛି: ଜୟଦେବ ଜେନା

 31-12-2024

(FMNews):- ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ ସଭାପତି ଶ୍ରୀ ଜୟଦେବ ଜେନା ଏକ ପ୍ରେସ୍ ବିଜ୍ଞାପ୍ତିରେ କହିଛନ୍ତି ଯେ, ବାଲେଶ୍ବର ନୀଳଗିରି ଓ ରେମୁଣା ଅଂଟଳରେ ସାଂସଦ ଷଢ଼ଙ୍ଗୀଙ୍କ ନିର୍ଦ୍ଦେଶରେ ବାଦଲ ପଣ୍ଡା ସଂଖ୍ୟାଲଘୁଙ୍କ ଉପରେ ଅତ୍ୟାଚାର କରୁଛି ।ସେ କହିଛନ୍ତି ଓଡ଼ିଶାରେ ସଂଖ୍ୟାଲଘୁ ମାନେ ମୋହନ ସରକାରରେ ଆତଙ୍କିତ ଅନ୍ୟ ପକ୍ଷରେ ଆଦିବାସୀ ଓ ଦଳିତ...

Why did the minister take the vehicle to the track - Lenin Mohanty

କଣ ପାଇଁ ମନ୍ତ୍ରୀ ଟ୍ରାକକୁ ଗାଡି ନେଇଥିଲେ- ଲେନିନ ମହାନ୍ତି

 31-12-2024

ଭୁବନେଶ୍ୱର, 31 ଡିସେମ୍ବର- ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ମନ୍ତବ୍ୟର ଜବାବ୍ ରଖିଛନ୍ତି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି। କଣ ପାଇଁ ମନ୍ତ୍ରୀ ଟ୍ରାକକୁ ଗାଡି ନେଇଥିଲେ ତାହା କହିଲେ ନାହିଁ କାହିଁକି ବୋଲି ସେ ପ୍ରଶ୍ନ ପଚାରିଛନ୍ତି । ନବୀନଙ୍କ ସମୟରେ ଟ୍ରାକରେ ଖେଳାଳି ଦୌଡୁଥିଲେ। କିନ୍ତୁ ମନ୍ତ୍ରୀଙ୍କ ଗାଡି ଗଡୁଛି। ଏହାକୁ ନେଇ ସାରା ରାଜ୍ୟରେ ତୀବ୍ର ପ୍ର...