670 crores for Odisha under PM Usha Yojana

ପିଏମ ଉଷା ଯୋଜନାରେ ଓଡ଼ିଶାକୁ 670 କୋଟି

 31-12-2024

ଭୁବନେଶ୍ୱର, 31 ଡିସେମ୍ବର - ପିଏମ ଉଷାଯୋଜନାରେ ଓଡିଶାକୁ ୬୭୦ କୋଟି । କେନ୍ଦ୍ର ଶିକ୍ଷା ମନ୍ତ୍ରଳାୟରେ ପିଏମ ଉଷା ତୃତୀୟ ପ୍ରୋଜେକ୍ଟ ଆପ୍ରୁଭାଲ ବୋର୍ଡ ବୈଠକରେ ଏହି ଆର୍ଥିକ ଅନୁମୋଦନ ପାରିତ ହୋଇଛି । ୪ଟି ବର୍ଗରେ ବିଶ୍ବବିଦ୍ୟାଳୟ, ମହାବିଦ୍ୟାଳୟ ଭିତ୍ତିଭୂମି ଓ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ଏବଂ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟମାନଙ୍କରେ ଲିଙ୍ଗଗତ ସମ...

Male harassment is increasing due to Women's Commission - Balia Baba

ମହିଳା କମିଶନ ଯୋଗୁଁ ପୁରୁଷ ନିର୍ଯାତନା ବଢ଼ି ଚାଲିଛି- ବଳିଆ ବାବା

 31-12-2024

ଭୁବନେଶ୍ୱର, 31 ଡିସେମ୍ବର:- ମହିଳା କମିଶନ ସ୍ଵାଗତ ଯୋଗ୍ୟ କିନ୍ତୁ ମହିଳା କମିଶନ ଯୋଗୁଁ ପୁରୁଷ ନିର୍ଯାତନା ବଢ଼ି ଚାଲିଛି ବୋଲି କହିଛନ୍ତି ପଦ୍ମଶ୍ରୀ ବାବା ବଳିଆ । ତେଣୁ ପୁରୁଷ କମିଶନ ହେବା ନିତ୍ୟାନ୍ତ ଆବଶ୍ୟକ ।ଅବହେଳିତ ଓ ନିର୍ଯ୍ୟାତିତ ବୁଢ଼ା ବାପା ମାଆଙ୍କ ପାଇଁ ପିତୃମାତୃ କମିଶନ ମଧ୍ୟ ଆଜିର ଅତ୍ୟନ୍ତ ଜରୁରୀ। ଏଥିପାଇଁ ଆବଶ୍ୟକ ହେଲେ ଆମେ ସୁପ୍ରିମକୋ...

Restrictions on journalist access to public service buildings

ଲୋକସେବା ଭବନକୁ ସାମ୍ବାଦିକ ପ୍ରବେଶ ପାଇଁ ଉଠିଲା କଟକଣା

 31-12-2024

ଭୁବନେଶ୍ୱର, 31 ଡିସେମ୍ବର - ବିଜେଡ଼ି ସରକାର ଲଗାଇଥିବା ପ୍ରତିବନ୍ଧକକୁ ହଟାଇଲେ ବିଜେପି ସରକାର । ଲୋକସେବା ଭବନ ଭିତରକୁ ସାମ୍ବାଦିକ ପ୍ରବେଶ ପାଇଁ ଉଠିଲା କଟକଣା । ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି । ସ୍ଵୀକୃତି ପ୍ରାପ୍ତ ଏବଂ ଅଣ ସ୍ଵୀକୃତି ପ୍ରାପ୍ତ ସାମ୍ବାଦିକଙ୍କୁ ଅନୁମତି ଦିଆଯାଇଛି । ଟିଭି, ଖବରକାଗଜର ଜଣେ ଲେଖାଏଁ ସାମ୍ବାଦ...

Fire breaks out at Berhampur University ladies hostel

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଲେଡିଜ ହଷ୍ଟେଲରେ ଅଗ୍ନିକାଣ୍ଡ

 31-12-2024

(FMNews): ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଲେଡିଜ ହଷ୍ଟେଲରେ ଆଜି ମଧ୍ୟାହ୍ନରେ ଅଗ୍ନିକାଣ୍ଡ ଘଟି ଉପର ମହଲାର ସମସ୍ତ ଆସବାବପତ୍ର ଛାତ୍ରୀଙ୍କ ଖାତା ପତ୍ର ବହି ପୋଡି ଯାଇଛି। ବିଶ୍ୱବିଦ୍ୟାଳୟ ଛୁଟି ଥିବାରୁ ହଷ୍ଟେଲରେ କମ ସଂଖ୍ୟକ ଛାତ୍ରୀ ଥିଲେ । ଅଗ୍ନିକାଣ୍ଡ ଘଟିବା ସଂଗେସଂଗେ ଛାତ୍ରୀମାନେ ଭୟଭୀତ ହୋଇ ତଳକୁ ନିରାପଦ ଭାବେ ଓହ୍ଲାଇ ଆସିଛନ୍ତି। ସର୍ଟ ସର୍କିଟରୁ ଅଗ୍ନି...