Deputy Chief Minister Parvathi Parida meets farmers in Dhamnagar

ଧାମନଗରରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଚାଷୀଙ୍କୁ ଭେଟିଲେ

 29-12-2024

ଭଦ୍ରକ, ୨୯ ଡିସେମ୍ବର - ଲଗାଣ ଲଘୁ ଚାପ ଯୋଗୁଁ ଧାନ କିଆରୀରେ ବର୍ଷା ଜଳ ରେ ଧାନ ନଷ୍ଟ ହୋଇଛି। ଏ ନେଇ ବାରମ୍ୱାର ଗଣ ମାଧ୍ୟମ ରେ ଖବର ପ୍ରକାଶ ପରେ ଚାଷୀଙ୍କ ଦୁଃଖ ବୁଝିବାକୁ ଆସିଛନ୍ତି ଉପ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ରବିବାର ଧାମନଗର ବ୍ଲକ ଭଗବାନପୁର ପଂଚାୟତର ଜୟକୃଷ୍ଣପୁର, ଅନହରପୁର ଓ ପଳିକିରିରେ ପହଂଚି ଅଦିନିଆ ବର୍ଷାରେ କ୍ଷୟକ୍ଷ...

Naveen patnaik to visit agricultural field from 31 december

ଆସନ୍ତା ୩୧ତାରିଖ ରେ ନବୀନ ପଟ୍ଟନାୟକ କ୍ଷେତ ବୁଲିବେ ଚାଷୀଙ୍କୁ ଭେଟିବେ

 29-12-2024

ଭୁବନେଶ୍ବର 29 ଡିସେମ୍ବର-ତାରିଖ ଦିନ ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟନାୟକ ପୁରୀ,କଟକ,କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲା ଗସ୍ତରେ ଯିବେ.ଏହି ଗସ୍ତ ଅବସରରେ ଶ୍ରୀ ପଟନାୟକ ଅଦିନିଆ ବର୍ଷା କ୍ଷତିଗ୍ରସ୍ତ ପୁରୀ ର ସତ୍ୟବାଦୀ ,କେନ୍ଦ୍ରାପଡ଼ା ର ପଟାମୁଣ୍ଡାଇ,କଟକ ର ସାଲେପୁର ଓ ଜଗତସିଂହପୁରର ବାଲିକୁଦା ବ୍ଲକ ଆଦି ସ୍ଥାନ ମାନଙ୍କରେ କ୍ଷତିଗ୍ରସ୍ତ ଚାଷ ଅଂଚଳ ବୁଲି...

Deputy Chief Minister Smt. Parvathi Parida visits Bhadrak and Balasore to review crop damage caused by unseasonal rains

ଅଦିନିଆ ବର୍ଷା ଜନିତ ଫସଲ କ୍ଷୟକ୍ଷତି ସମୀକ୍ଷା ନେଇ ଭଦ୍ରକ ଓ ବାଲେଶ୍ୱର ଗସ୍ତରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା

 29-12-2024

ଦୁର୍ଦ୍ଦିନରେ ଚାଷୀଙ୍କ ସହ ଚଟାଣ ପରି ଠିଆ ହୋଇଛନ୍ତି ସରକାର : ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା - କ୍ଷୟକ୍ଷତି ସଂକ୍ରାନ୍ତରେ ଆସନ୍ତା 30 ତାରିଖ ସୁଦ୍ଧା ରିପୋର୍ଟ ଦାଖଲ କରାଯିବ - ଚାଷୀଙ୍କୁ ଫସଲ ନଷ୍ଟ ପାଇଁ ଉଚିତ ପରିମାଣରେ କ୍ଷତି ପୁରଣ ଦିଆଯିବ ଭୁବନେଶ୍ୱର,, 29 ଡିସେମ୍ବର - ଅଦିନିଆ ବର୍ଷା ଜନିତ ଫସଲ କ୍ଷୟକ୍ଷତି ସମୀକ୍ଷା ନେଇ ଆଜି ଭଦ୍...

3 killed in road accident in Gupteswar sukanala

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ୩ ମୃତ, ୨୦ରୁ ଉର୍ଦ୍ଧ ଗୁରୁତର

 29-12-2024

ଜୟପୁର, ୨୯ ଡିସେମ୍ବର - ଗୁପ୍ତେଶ୍ୱର ସୁକନାଳ ଠାରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା l ଅଧୁରା ରହିଲା ଗୁପ୍ତେଶ୍ୱର ଶୈବ ପୀଠ ଦର୍ଶନ l ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ଘଟିଛି, ୨୦ରୁ ଉର୍ଦ୍ଧ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି l କୋରାପୁଟ ଜିଲ୍ଲା ଗୁପ୍ତେଶ୍ୱର ପୀଠ ସୁକନାଳ ନିକଟରେ ଘଟିଛି ଏଭଳି ଅଘଟଣ l କଟକରୁ ଗୁପ୍ତେଶ୍ୱର ଯ...