- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ଓଡିଶା ର ଗ୍ରାମ୍ୟ ଉନ୍ନୟନ, ପଂଚାୟତିରାଜ ଓ ପାନୀୟ ଜଳ ବିଭାଗର ମନ୍ତ୍ରୀ ରବି ନାରାୟଣ ନାୟକ କୋରାପୁଟ ଗସ୍ତ
27-12-2024
ଜୟପୁର, ୨୭ ଡିସେମ୍ବର - ଆଜି ସ୍ଥାନୀୟ ସ୍ୱତନ୍ତ୍ର ସର୍କିଟ ହାଉସ ଠାରେ,ଓଡିଶାର ଗ୍ରାମ୍ୟ ଉନ୍ନୟନ, ପଂଚାୟତ ରାଜ୍ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାୟକଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଜିଲାର ବିଭିନ୍ନ ବିଭାଗ ର ଅଧିକାରୀଙ୍କୁ ନେଇ ଜିଲ୍ଲାର ବିଭିନ୍ନ ପ୍ରକଳ୍ପର କାର୍ଯ୍ୟ ସମ୍ପୃର୍ଣ୍ଣ ପାଇଁ କୋରପୁଟ ବିଧାୟକ ରଘୁରାମ ମାଛ, କୋଟପାଡ଼ ବିଧା...
ଓଡିଶାରେ 40 ଲକ୍ଷରୁ ଅଧିକ ଭୂତ ରାସନ୍ କାର୍ଡ ଧାରୀ ଚିହ୍ନଟ: ମନ୍ତ୍ରୀ
27-12-2024
ଭୁବନେଶ୍ୱର, 27 ଡିସେମ୍ବର: ଓଡିଶାରେ 40 ଲକ୍ଷରୁ ଅଧିକ ଭୂତ ରାସନ୍ କାର୍ଡ ଧାରୀ ଚିହ୍ନଟ ହୋଇଛନ୍ତି ବୋଲି ଖାଦ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପତ୍ର ଶୁକ୍ରବାର କହିଛନ୍ତି ସେ କହିଛନ୍ତି ଯେ, ଇ-କେଓସି ପ୍ରକ୍ରିୟା ଦ୍ୱାରା ଚିହ୍ନଟ କରାଯାଇଛି ଯେ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ 1 ଲକ୍ଷରୁ 1.5 ଲକ୍ଷ ଭୂତ ରାସନ୍ କାର୍ଡ ଧାରୀ ଅଛନ୍ତି। ଏପର୍ଯ...
ଆୟ ବର୍ହିଃଭୁତ ସମ୍ପତି ଠୁଳ ଅଭିଯୋଗ ମାମଲା ଜେଲ ଗଲେ ଏଆରଆଇ
27-12-2024
ଜୟପୁର, ୨୭ ଡିସେମ୍ବର - ବୋରିଗୁମ୍ମା ତହସିଲର କୁମୁଲି ସର୍କଲର ଏଆରଆଇ ଇନଚାର୍ଜ ଆରଆଇ ସୁରେନ୍ଦ୍ର ତନ୍ତିଙ୍କ ଘରେ ଜୟପୁର ଭିଜିଲାନ୍ସର ଗତ କାଲି ଚଢାଉ କରାଯାଇଛି । ଏନେଇ ଆଜି ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଏନେଇ ଏସପି ପ୍ରଦ୍ୟୁମ୍ନ କୁମାର ଦ୍ୱବେଦି ଆଜି ସାମ୍ବାଦିକ ସମ୍ମିଳନି କରି ସୁଚନା ଦେଇଛନ୍ତି । କୋରାପୁଟ ଜିଲାର ୮ଟି ସ୍ଥାନ ରେ ଚଡାଉ କରାଯାଇଛି...
ଆୟ ବର୍ହିଃଭୁତ ସମ୍ପତି ଠୁଳ ଅଭିଯୋଗରେ ଏଆରଆଇ ଙ୍କ ଘରେ ଭିଜିଲାନ୍ସର ଚଢାଉ
26-12-2024
ଜୟପୁର, ୨୬ ଡିସେମ୍ବର - ବୋରିଗୁମ୍ମା ତହସିଲର କୁମୁଲି ସର୍କଲର ଏଆରଆଇ ସୁରେନ୍ଦ୍ର ତନ୍ତିଙ୍କ ଘରେ ଜୟପୁର ଭିଜିଲାନ୍ସର ଚଢାଉ ହୋଇଛି । କୋରାପୁଟ ଜିଲାର ୮ଟି ସ୍ଥାନ ରେ ଚଡାଉ କରାଯାଇଛି । ଆୟ ବର୍ହିଃଭୁତ ସମ୍ପତି ଠୁଳ ଅଭିଯୋଗରେ ଚଢାଉ କରାଯାଇଛି । ଚଢାଉ ରେ ୩ ଜଣ ଡିଏସପି,୭ ଜଣ ନିରିକ୍ଷକ, ୫ ଜଣ ଏଏସଆଇ ଅନ୍ୟ ସହ କର୍ମି ମାନେ ଚଢାଉରେ ସାମିଲ ହୋଇଥିଲେ। ବୋରିଗୁମ୍ମ...