କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଇସ୍ତଫା ଦାବିରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସର ବିଶାଳ ଗଣଧାରଣା
24-12-2024
ଭୁବନେଶ୍ଵର(FMNews) : ଗତ ତା. ୧୭/୧୨/୨୦ ୨୪ ରିଖରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଡଃ ଭିମ ରାଓ ଆମ୍ବେଦକରଙ୍କ ପ୍ରତି ଅସମ୍ମାନଜନକ ମନ୍ତବ୍ୟ ଦେଇଥିବାରୁ କଂଗ୍ରେସ ଏହାର ଦୃଢ଼ ନିନ୍ଦା କରିବା ସହିତ କ୍ଷୋଭ ପ୍ରକାଶ କରିଛି । ଅତ୍କଳ ଭାରତ କଂଗ୍ରେସ କମିଟି ନିର୍ଦ୍ଦେଶକ୍ରମେ ଆଜି ଭୁବନେଶ୍ଵର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲା ସଭାପତି ଶ୍ରୀ ବ...
୮୫ ବର୍ଷରେ ପଦାର୍ପଣ କଲେ ନରସିଂହଜନ୍ମଦିନରେ ଶୁଭେଚ୍ଛା ଦେଲେ ଜନତା ଓ ବିଭିନ୍ନ ଅନୁଷ୍ଠାନ ଶୁଭେଚ୍ଛା ପ୍ରତିଉତ୍ତରରେ ଜଣାଇଲେ କୃତଜ୍ଞତାବଂଚିଥିବା ଯାଏଁ ଲୋକଙ୍କ ସେବା କରିବି - ନରସିଂହ
24-12-2024
ବଲାଙ୍ଗିର, 24 ଡିସେମ୍ବର:ଜୀବନ ଥିବା ପର୍ଯ୍ୟନ୍ତ ବଲାଙ୍ଗିର ସମେତ ରାଜ୍ୟବାସୀଙ୍କ ସେବାରେ ନିଜକୁ ନିୟୋଜିତ କରିବି । ଲୋକପ୍ରତିନିଧି ଥାଏଁ ବା ନ ଥାଏଁ କିଛି ଫରକ ପଡିବ ନାହିଁ, ନିଶ୍ଚିତ ଭାବରେ ସମାଜର ତଳ ସ୍ତର ଲୋକମାନଙ୍କର ସେବା କରିବା ପାଇଁ ସେ ଆଜିବନ ବ୍ରତି ରହିବି । ଶୁଭେଚ୍ଛୁମାନଙ୍କ ଶୁଭେଚ୍ଛା ଓ ଅଭିନନ୍ଦନ ତାଙ୍କ ଭିତରେ ଥିବା ଦାୟିତ୍ୱବେଧତାକୁ ଆହୁରି ଦ୍...
ପ୍ରଧାନମନ୍ତ୍ରୀ ସୋମବାର ୭୧ ହଜାର ଯୁବକଯୁବତୀଙ୍କୁ ବିତରଣ କରିବେ ନିଯୁକ୍ତିପତ୍ର
22-12-2024
ନୂଆଦିଲ୍ଲୀ, ୨୨ ଡିସେମ୍ବର - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ସକାଳ ପ୍ରାୟ ସାଢ଼େ ୧୦ଟାରେ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ନବନିଯୁକ୍ତି ନିମନ୍ତେ ୭୧ ହଜାରରୁ ଅଧିକ ନିଯୁକ୍ତିପତ୍ର ବିତରଣ କରିବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ସେମାନଙ୍କୁ ସମ୍ବୋଧିତ ମଧ୍ୟ କରିବେ । ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଜାରି ହୋଇଥିବା ଏକ ବୟାନ୍ ରେ କୁହାଯାଇଛି ଯେ, ରୋ...
ଆମ୍ବେଦକରଙ୍କ ଉପରେ ବୟାନରେ ଅସନ୍ତୁଷ୍ଟ ବସପା ର ଡିସେମ୍ବର ୨୪ ରେ ଦେଶବ୍ୟାପୀ ଆନ୍ଦୋଳନ
22-12-2024
ଲକ୍ଷ୍ନୌ :କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଡଃ. ଭୀମରାଓ ଆମ୍ବେଦକରଙ୍କ ଉପରେ ଦେଇଥିବା ବୟାନ୍ କୁ ନେଇ ବହୁଜନ ସମାଜ ପାର୍ଟି ପ୍ରମୁଖ ମାୟାବତୀ ଅସନ୍ତୋଷ ବ୍ୟକ୍ତ କରିବା ସହ ଦେଶବ୍ୟାପୀ ଆନ୍ଦୋଳନର ଡାକରା ଦେଇଛନ୍ତି । ମାୟାବତୀ ଶନିବାର ଏକ୍ସ ପୋଷ୍ଟ ରେ ଲେଖିଛନ୍ତି ଯେ, ଡଃ. ଆମ୍ବେଦକର ଭଗବାନଙ୍କ ଭଳି ପୂଜନୀୟ ଅଟନ୍ତି । ଅମିତ ଶାହ ତାଙ୍କର ଅସମ୍ମାନ କରି ଲୋକଙ୍...