ଜାନୁୟାରୀ ମାସ ସୁଦ୍ଧା ବିଜେପିର ସଂଗଠନ ନବକଳେବର
30-12-2024
ଭୁବନେଶ୍ୱର, 30 ଡିସେମ୍ବର- ଜାନୁୟାରୀ ମାସ ସୁଦ୍ଧା ସଂଗଠନ ନବକଳେବର ହେବ । ଜାନୁୟାରୀ ମାସ ଭିତରେ ହିଁ ନୂଆ ସଭାପତି ଦେଖିବ ରାଜ୍ୟ ବିଜେପି । ଏନେଇ ବିଜେପି ରାଜ୍ୟ ସଂଗଠନ ନିର୍ବାଚନ ଅଧିକାରୀ ପ୍ରତାପ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ନୂଆ ଟିମ ହେବ । ନୂଆ ଲୋକ ସହ ପୁରୁଣା ଟିମର କିଛି କିଛି ଲୋକ ରହିବେ। ତୃଣମୂଳ ସ୍ତରରୁ ଗାଁ ୟୁନିଟରୁ ସଂଗଠନ ବି...
ମନମୋହନ ସିଂହ ଦେଶର ଅର୍ଥ ବ୍ୟବସ୍ଥାକୁ ନୂତନ ଦିଗ ଦେଇଥିଲେ- ରାମନାଥ କୋବିନ୍ଦ
27-12-2024
କୋଲକାତା, ୨୭ ଡିସେମ୍ବର - ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶୁକ୍ରବାର ପୂର୍ବତନ ପ୍ରଧାନମନ୍ତ୍ରୀ ଡଃ. ମନମୋହନ ସିଂହଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । କୋଲକାତାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କୋବିନ୍ଦ କହିଛନ୍ତି ଯେ, ଡଃ. ସିଂହ ସେ ସମୟରେ ଦେଶର ଅର୍ଥ ବ୍ୟବସ୍ଥାକୁ ନୂତନ ଦିଗ ଦେଇଥିଲେ, ଯେତେବେଳେ ଦେଶ ଅତ୍ୟନ୍ତ ଆର୍ଥକ ସମସ୍ୟା ଦେଇ ଗ...
ଆଜି ବିଜେଡି ପାଳୁଛି 28ତମ ପ୍ରତିଷ୍ଠା ଦିବସ
26-12-2024
ଭୁବନେଶ୍ୱର, 26 ଡିସେମ୍ବର:- ୨୪ ବର୍ଷର ନିରଙ୍କୁଶ କ୍ଷମତା ହାତରୁ ଯିବା ପରେ ପ୍ରଥମ ଥର ବିନା କ୍ଷମତାରେ ଥିବା ବିଜେଡି ଆଜି ପାଳନ କରୁଛି ନିଜର ୨୮ତମ ପ୍ରତିଷ୍ଠା । ପ୍ରତି ନିର୍ବାଚନ ମଣ୍ଡଳୀରେ ଆଡମ୍ବର ସହ ପାଳନ ହେବ ପ୍ରତିଷ୍ଠା ଦିବସ । ନିଜେ ନବୀନ ଶଙ୍ଖଭବନରେ ହେବାକୁ ଥିବା ମୁଖ୍ୟ କାର୍ଯ୍ୟକ୍ରମରେ ନେତା ଓ କର୍ମୀଙ୍କୁ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ତ...
ବ୍ୟାପୀ ପାଳନ ହେବ ଅଟଳ ବିହାରୀଙ୍କ ଜନ୍ମ ଶତ ବାର୍ଷିକୀ କାର୍ଯ୍ୟକ୍ରମ
25-12-2024
ଭୁବନେଶ୍ୱର, 25 ଡିସେମ୍ବର :-ଅଟଳବିହାରୀ ବାଜପେୟୀଙ୍କ ଜନ୍ମ ଶତାବ୍ଦୀ ସମାରୋହରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଅଭିଭାଷଣ ରଖିଛନ୍ତି । ଅଟଳ ବିହାରୀଙ୍କ ଜନ୍ମ ଶତ ବାର୍ଷିକୀ କାର୍ଯ୍ୟକ୍ରମ ବର୍ଷ ବ୍ୟାପୀ ପାଳନ କରିବ ବିଜେପି । ରାଜ୍ୟସ୍ତର ଠାରୁ ଆରମ୍ଭ କରି ବୁଥ ସ୍ତର, କଲେଜ ସ୍ତର ପର୍ଯ୍ୟନ୍ତ କାର୍ଯ୍ୟକ୍ରମ କରାଯିବ । ସୁଶାସନ ଦିବସ 2014 ମସିହାରୁ ପାଳନ ହ...