- ଉପରାଷ୍ଟ୍ରପତି ନିର୍ବାଚନ: ଏନଡିଏର ସଂଖ୍ୟା, ଅସନ୍ତୋଷ ଓ ବିବେକର ପରୀକ୍ଷା
- ସରକାର ଆଉ କେତେଦିନ ନେତୃତ୍ବର ଭ୍ରୂଣହତ୍ୟା କରୁଥିବେ: ଭକ୍ତ
- ଉପରାଷ୍ଟ୍ରପତି ନିର୍ବାଚନ: ରାଜ୍ୟବାସୀଙ୍କୁ ବିଜେଡି ଲଜ୍ଜିତ କରିଛି, ବହୁମୂଲ୍ୟ ଦେବାକୁ ପଡ଼ିବ : ଭକ୍ତ
- କଂଗ୍ରେସ ସଂଗଠନ ସୃଜନ ଅଭିଯାନ : ତୃତୀୟ ଦିନରେ ଓଡିଶା ପହଁଞ୍ଚିଲେ ୭ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ
- 2025 ମସିହା ଶେଷକୁ ଜନଗଣନା ଆରମ୍ଭ ହେବ- ରାଜସ୍ୱ ମନ୍ତ୍ରୀ

ପ୍ରଧାନମନ୍ତ୍ରୀ ସୋମବାର ୭୧ ହଜାର ଯୁବକଯୁବତୀଙ୍କୁ ବିତରଣ କରିବେ ନିଯୁକ୍ତିପତ୍ର
22-12-2024
ନୂଆଦିଲ୍ଲୀ, ୨୨ ଡିସେମ୍ବର - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ସକାଳ ପ୍ରାୟ ସାଢ଼େ ୧୦ଟାରେ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ନବନିଯୁକ୍ତି ନିମନ୍ତେ ୭୧ ହଜାରରୁ ଅଧିକ ନିଯୁକ୍ତିପତ୍ର ବିତରଣ କରିବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ସେମାନଙ୍କୁ ସମ୍ବୋଧିତ ମଧ୍ୟ କରିବେ । ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଜାରି ହୋଇଥିବା ଏକ ବୟାନ୍ ରେ କୁହାଯାଇଛି ଯେ, ରୋ...

ଆମ୍ବେଦକରଙ୍କ ଉପରେ ବୟାନରେ ଅସନ୍ତୁଷ୍ଟ ବସପା ର ଡିସେମ୍ବର ୨୪ ରେ ଦେଶବ୍ୟାପୀ ଆନ୍ଦୋଳନ
22-12-2024
ଲକ୍ଷ୍ନୌ :କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଡଃ. ଭୀମରାଓ ଆମ୍ବେଦକରଙ୍କ ଉପରେ ଦେଇଥିବା ବୟାନ୍ କୁ ନେଇ ବହୁଜନ ସମାଜ ପାର୍ଟି ପ୍ରମୁଖ ମାୟାବତୀ ଅସନ୍ତୋଷ ବ୍ୟକ୍ତ କରିବା ସହ ଦେଶବ୍ୟାପୀ ଆନ୍ଦୋଳନର ଡାକରା ଦେଇଛନ୍ତି । ମାୟାବତୀ ଶନିବାର ଏକ୍ସ ପୋଷ୍ଟ ରେ ଲେଖିଛନ୍ତି ଯେ, ଡଃ. ଆମ୍ବେଦକର ଭଗବାନଙ୍କ ଭଳି ପୂଜନୀୟ ଅଟନ୍ତି । ଅମିତ ଶାହ ତାଙ୍କର ଅସମ୍ମାନ କରି ଲୋକଙ୍...

ଜେପିସିର ବିଚାର ପରେ ୱାନ ନେସନ ୱାନ ଇଲେକ୍ସନ ଉପରେ ନିଆଯିବ ନିଷ୍ପତି- ପ୍ରସନ୍ନ ଆଚାର୍ଯ୍ୟ
21-12-2024
ଭୁବନେଶ୍ୱର, 21 ଡିସେମ୍ବର - ୱାନ ନେସନ ୱାନ ଇଲେକ୍ସନ ଉପରେ ଯୁଗ୍ମ ସଂସଦୀୟ କମିଟି ବିଚାର କରିବେ । ତାପରେ ସାଂସଦ ଯାହା ନିଷ୍ପତି ନେବ ବୋଲି କହିଛନ୍ତି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ । କିନ୍ତୁ ଦୁଃଖର କଥା ଯେତେବେଳେ ସମ୍ବିଧାନ ଉପରେ ଲମ୍ବା ଭାଷଣ ଦିଆଯାଉଛି। କିନ୍ତୁ ଏଭଳି ସ୍ଥିତିରେ ସଂସଦ ଭିତରେ ଯାହା ଘଟଣା ହେଉଛି, ଏହା ଦୁର୍ଭାଗ୍ୟଜନକ । ସଂସଦ ପ...

ଟ୍ରିପଲ ଇଞ୍ଜିନ ସରକାର ଥାଇ ସମାଧାନ ହୋଇପାରୁନି ମହାନଦୀ ଜଳ ବିବାଦ-ପ୍ରସନ୍ନ ଆଚାର୍ଯ୍ୟ
21-12-2024
ଭୁବନେଶ୍ୱର, 21 ଡିସେମ୍ବର: ଟ୍ରିପଲ ଇଞ୍ଜିନ ସରକାର ଥାଇ ସମାଧାନ ହୋଇପାରୁନି ମହାନଦୀ ଜଳ ବିବାଦ ବୋଲି କହିଛନ୍ତି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ । ସେ କହିଛନ୍ତି ଯେ, ଡବଲ ଇଞ୍ଜିନ ଜାଗାରେ ଟ୍ରିପିଲ ଇଞ୍ଜିନ ଆସିଛି । ଓଡ଼ିଶା, ଛତିଶଗଡ଼ ଓ କେନ୍ଦ୍ରରେ ଗୋଟିଏ ଦଳର ସରକାର । କିନ୍ତୁ ମହାନଦୀ ଜଳ ବିବାଦର ସମାଧାନ ଆହୁରି ବିଳମ୍ବିତ ହେଉଛି । ଟ୍ରିପଲ ଇଞ୍...