- ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଅନ୍ତର୍ଗତ ଉପହାର ସାମଗ୍ରୀ ଯୋଗାଇବା ପାଇଁ ଉତ୍କଳିକାର ବୁଝାମଣାପତ୍ର ସ୍ୱାକ୍ଷରିତ
- ମିଳିଲା ବୋମା ମାଡ ଧମକ, ସମ୍ବଲପୁର କୋର୍ଟ ପରିସରରେ ଜୋରଦାର ଯାଞ୍ଚ
- ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣିଙ୍କୁ ଭେଟିଲେ ଟିଏଫଏଲର ଏମଡି
- ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ନାଲକୋ ଅବସରପ୍ରାପ୍ତ କର୍ମଚାରୀ କଲ୍ୟାଣ ସଂଘ କର୍ମକର୍ତ୍ତାଙ୍କୁ ଭେଟିଲେ
- ଖୁବଶୀଘ୍ର ରାଜ୍ୟରେ ୪୫ ହଜାର ଶିକ୍ଷକ ପଦବୀ ପୂରଣ ହେବ - ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
3 ବର୍ଷ ଭିତରେ ଆଇଟି ହବ୍ ହେବ ଓଡ଼ିଶା- ଅଶ୍ୱିନୀ ବୈଷ୍ଣବ
09-01-2025
ଭୁବନେଶ୍ୱର, 9 ଜାନୁଆରି:- ଆସନ୍ତା 2 ରୁ 3 ବର୍ଷ ଭିତରେ ଓଡ଼ିଶା ହେବ ଆଇଟି ହବ୍ । ବିରାଟ ଆଇଟି, ଇଲେକ୍ଟ୍ରୋନିକ୍ସ, ସେମିକଣ୍ଡକ୍ଟର, ଏଆଇ, ମେସିନ ଲର୍ଣ୍ଣିଂ, ଆଇଓଟି, ଇଣ୍ଡଷ୍ଟ୍ରି 4.0 କ୍ଷେତ୍ର ପାଇଁ ଯୁବକ ଯୁବତୀ ମାନଙ୍କୁ ପାରଙ୍ଗମ କରାଯିବ । ଓଡ଼ିଶାକୁ ବିରାଟ ଆଇଟି ହବରେ ପରିଣତ କରାଯିବ । ଏନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଜି ବିସ୍ତୃତ ଭାବେ ଆଲୋଚନା ହୋଇଛି ବେ...
କାଶ୍ମୀରରେ ରାତିର ତାପମାତ୍ରା-9.8 ଡିଗ୍ରୀ ସେଲସିୟସ
08-01-2025
ଶ୍ରୀନଗର,8 ଜାନୁଆରୀ :-କାଶ୍ମୀର ଉପତ୍ୟକାରେ ମଙ୍ଗଳବାର ରାତିର ତାପମାତ୍ରା ପୁଣି ହ୍ରାସ ହୋଇଛି । ଗୁଲମାର୍ଗ ଭଳି ପର୍ଯ୍ୟଟନ ସ୍ଥଳୀରେ -9.8 ଡିଗ୍ରୀ ସେଲସିୟସ ,ପହଲଗ୍ରାମରେ -8.2 ଡିଗ୍ରୀ ସେଲସିୟସ ଏବଂ ସୋନମର୍ଗରେ -10.4ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି।ପାଣିପାଗ ବିଭାଗ 15 ଜାନୁଆରୀ ପର୍ଯ୍ୟନ୍ତ ପାଗ ସାଧାରଣତଃ ଶୁଷ୍କ ରହିବ ଏବଂ ଜାମ୍ମୁର ସମତ...
ଇସ୍ରୋର ନୂଆ ମୁଖ୍ୟ ମହାକାଶ ବିଜ୍ଞାନୀ ଭି.ନାରାୟଣନ
08-01-2025
ନୂଆଦିଲ୍ଲୀ, 8 ଜାନୁଆରି ଭି ନାରାୟଣନଙ୍କୁ ଇସ୍ରୋର ନୂଆ ଅଧ୍ୟକ୍ଷ କରିଛନ୍ତି କେନ୍ଦ୍ର ସରକାର । ସେ ଜାନୁୟାରୀ 14ରେ ଏସ.ସୋମନାଥଙ୍କ ସ୍ଥାନ ନେବେ । ନାରାୟଣନଙ୍କ ନିଯୁକ୍ତି ଜାନୁୟାରୀ 14ରୁ 2 ବର୍ଷ ଅବଧି ରହିବ । ଏନେଇ ବିଜ୍ଞପ୍ତି ଜାରି ହୋଇଛି । ଇସ୍ରୋର ନୂଆ ଅଧ୍ୟକ୍ଷ ଡ. ଭି ନାରାୟଣନ ଏବେ ଲିକ୍ୱିଡ ପ୍ରୋପଲ୍ସନ ସିଷ୍ଟମ୍ସ ସେଂଟରର ନିର୍ଦ୍ଦେଶ...
ଆସାମର ଓମରାଂଗ୍ସୁ କୋଇଲା ଖଣିରୁ ସୁରକ୍ଷିତ ଭାବେ 10 ଶ୍ରମିକ ଉଦ୍ଧାର, ଏବେ ବି ଫସିଛନ୍ତି ଅନେକ
07-01-2025
ଡିମା ହସାଓ, 7 ଜାନୁଆରି:- ଆସାମର ଓମରାଂଗ୍ସୁ କୋଇଲା ଖଣିରୁ ଏବେ ସୁଦ୍ଧା 10ଜଣ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ପ୍ରଶାସନ ଅନୁସାରେ 10ରୁ ଅଧିକ ଶ୍ରମିକ ଏବେ ବି ଖଣିରେ ଫସିରହିଛନ୍ତି । ଏସଡିଆରଏଫ, ଏନଡିଆରଏଫ ଓ ଭାରତୀୟ ସେନାର ଟିମ୍ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ଡିମା ହାସାଓ ସ୍ୱାୟତ ପରିଷଦର ମୁଖ୍ୟ କାର୍ଯ୍ୟକାରୀ ଦେବୋଲାଲ ଗାର୍ଲେ...