- ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଅନ୍ତର୍ଗତ ଉପହାର ସାମଗ୍ରୀ ଯୋଗାଇବା ପାଇଁ ଉତ୍କଳିକାର ବୁଝାମଣାପତ୍ର ସ୍ୱାକ୍ଷରିତ
- ମିଳିଲା ବୋମା ମାଡ ଧମକ, ସମ୍ବଲପୁର କୋର୍ଟ ପରିସରରେ ଜୋରଦାର ଯାଞ୍ଚ
- ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣିଙ୍କୁ ଭେଟିଲେ ଟିଏଫଏଲର ଏମଡି
- ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ନାଲକୋ ଅବସରପ୍ରାପ୍ତ କର୍ମଚାରୀ କଲ୍ୟାଣ ସଂଘ କର୍ମକର୍ତ୍ତାଙ୍କୁ ଭେଟିଲେ
- ଖୁବଶୀଘ୍ର ରାଜ୍ୟରେ ୪୫ ହଜାର ଶିକ୍ଷକ ପଦବୀ ପୂରଣ ହେବ - ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
ଆଗାମୀ ୨୪ ଘଂଟା ମଧ୍ୟରେ ଘନ କୁହୁଡ଼ି ନେଇ ୫ ଜିଲ୍ଲାକୁ ୱାର୍ଣ୍ଣିଂ : ୮ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ସମ୍ଭାବନା
05-01-2025
ଭୁବନେଶ୍ୱର, ୫ ଜାନୁଆରୀ- ଆଗାମୀ ୨୪ ଘଂଟା ମଧ୍ୟରେ ଘନ କୁହୁଡ଼ି ନେଇ ୫ ଜିଲ୍ଲାକୁ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ । ସେହି ଜିଲ୍ଲା ଗୁଡିକ ହେଲା ସୁନ୍ଦରଗଡ଼, କେନ୍ଦୁଝର, କଳାହାଣ୍ଡି, କନ୍ଧମାଳ ଏବଂ କୋରାପୁଟ । ଏହି ଜିଲ୍ଲାଗୁଡ଼ିକରେ ଗୋଟିଏରୁ ଦୁଇଟି ସ୍ଥାନରେ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି । ସେସବୁ ସ୍ଥାନରେ କୁହୁଡ଼ିର ଦୃଶ୍ୟମାନ ଦୂରତା ୫୦ ମିଟରରୁ ୨...
ଭାରତର ଆଣବିକ କାର୍ଯ୍ୟକ୍ରମର ନିର୍ମାତା ଡ. ରାଜଗୋପାଲ ଚିଦାମ୍ବରମ୍ ୮୮ ବର୍ଷ ବୟସରେ ଦେହାନ୍ତ
05-01-2025
ମୁମ୍ବାଇ - ଭାରତ ସରକାରଙ୍କ ପୂର୍ବତନ ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତା ତଥା ପରମାଣୁ ବୈଜ୍ଞାନିକ ରାଜାଗୋପାଲ ଚିଦାମ୍ବରମ (୮୮) ଙ୍କ ଶନିବାର ଦିନ ୩.୨୦ ସମୟରେ ମୁମ୍ବାଇର ଜସଲୋକ ହସ୍ପିଟାଲରେ ଦେହାନ୍ତ ହୋଇଛି। ପରମାଣୁ ବୈଜ୍ଞାନିକ ଚିଦାମ୍ବରମ୍ ଗତ କିଛି ଦିନ ହେବ ଅସୁସ୍ଥ ହୋଇ ଜସଲୋକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ପରମାଣୁ ବୈଜ୍ଞାନିକ ଚିଦାମ୍ବରମ୍ ଭାର...
ଆଜି ସନ୍ଧ୍ୟାରେ ସୁର୍ଯ୍ୟଙ୍କ ନିକଟତର ହେବ ପୃଥିବୀ,ଏକ ରେଖା ଗଠନ କରୁଥିବା ଦେଖାଯିବ ଶନି-ଚନ୍ଦ୍ରମା ଏବଂ ଶୁକ୍ର
04-01-2025
(FMNews):--ଜ୍ୟୋତିର୍ବିଜ୍ଞାନରେ ଆଗ୍ରହ ରଖୁଥିବା ଲୋକଙ୍କ ପାଇଁ ଆଜି ଶନିବାର ଏକ ବିଶେଷ ଦିନ ହେବାକୁ ଯାଉଛି। ସନ୍ଧ୍ୟାରେ ଆକାଶରେ ଦୁଇଟି ଜ୍ୟୋତିର୍ବିଜ୍ଞାନ ଘଟଣା ଘଟିବ।ପ୍ରଥମ ଘଟଣାରେ ଅଣ୍ଡାକାର ପଥରେ ଘୁର୍ଣ୍ଣନ କରି ପୃଥିବୀ ଏହି ବର୍ଷ ପାଇଁ ସୁର୍ଯ୍ୟଙ୍କ ସବୁଠାରୁ ନିକଟତର ହେବ।ଦ୍ୱିତୀୟ ଘଟଣାରେ ଶନି,ଚନ୍ଦ୍ରମା ଏବଂ ଶୁକ୍ର ଆକାଶରେ ଏକ ରେଖା ଗଠନ କରୁଥିବା ଦେ...
ସମସ୍ତ ବସରେ ଲାଗିବ ସ୍ମାର୍ଟ ଡିଭାଇସ
04-01-2025
ଭୁବନେଶ୍ୱର, 4 ଜାନୁଆରି - ଜାତୀୟ ସଡ଼କ ସୁରକ୍ଷା ମାସ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା। ସମସ୍ତ ବସରେ ସ୍ମାର୍ଟ ଡିଭାଇସ ସମସ୍ତ ଲାଗିବ। ଯାହା ଫଳରେ ଆକ୍ସିଡେଣ୍ଟ କମିବ । ଆଇଆଇଟିମାଡ୍ରାସ ସହ ଅନ୍ୟମାନଙ୍କ ସାଙ୍ଗରେ ଚୁକ୍ତି ହୋଇଛି। ଡ୍ରାଇଭର ଆଖି ଟିକେ ପଡିଗଲେ କିମ୍ବା ଆଖି ଖୋଲା ଥାଇ ମଧ୍ୟ ଯଦି ଅନ୍ୟମନସ୍କ ଭାବେ ଗାଡି ଚଳାଏ ତେବେ ଏହି ସ୍ମାର୍ଟ ଡିଭାଇ...