- ଖୁବଶୀଘ୍ର ରାଜ୍ୟରେ ୪୫ ହଜାର ଶିକ୍ଷକ ପଦବୀ ପୂରଣ ହେବ - ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
- ତାମିଲନାଡୁର ତ୍ରିଚିରେ ଅମିତ ଶାହ; ଆସନ ବଂଟନକୁ ନେଇ ରାଜନୈତିକ କାର୍ଯ୍ୟକଳାପ ହୋଇଛି ତୀବ୍ର
- ୨୮ତମ ସମ୍ବଲପୁର ଲୋକ ମହୋତ୍ସବର ୨ୟ ରଜନୀ: ସମ୍ବଲପୁର ମାଟିର ମହକ ଓ ମହିମା ରହିଛି : ବିଧାୟକ ସୁଦର୍ଶନ ହରିପାଲ
- କୃତୀ ଛାତ୍ରଛାତ୍ରୀଙ୍କୁ ଡ଼. ସତ୍ୟାନନ୍ଦ ପଣ୍ଡାଙ୍କ 8ମ ଶ୍ରାଦ୍ଧବାର୍ଷିକୀରେ ମେଧାବୃତ୍ତି ପ୍ରଦାନ
- ଗଡସେଙ୍କ ଅନୁଗାମୀ, ମହାତ୍ମାଗାନ୍ଧୀଙ୍କ ଦର୍ଶନକୁ ଧ୍ୱଂସ କରିବାକୁ ଚାହୁଁଛି: ସୂର୍ଯେୱାଲା
ଜାନୁୟାରୀରେ ଶହେତମ ପ୍ରକ୍ଷେପଣ ପାଇଁ ପ୍ରସ୍ତୁତି, ଏନଭିଏସ-02 ଉପଗ୍ରହ ହେବ ଲଞ୍ଚିଂ- ଇସ୍ରୋ ମୁଖ୍ୟ ସୋମନାଥ
31-12-2024
ଶ୍ରୀହରିକୋଟା, 31 ଡିସେମ୍ବର - ସ୍ପେସ ଡକିଂଗ ଏକ୍ସପେରିମେଂଟ (ସ୍ପେଡେକ୍ସ)ରସୋମବାର ରାତିରେ ସଫଳ ଲଞ୍ଚିଂ ପରେ ଇସ୍ରୋ ମୁଖ୍ୟ ସୋମନାଥ କହିଛନ୍ତି ଯେ, ଜାନୁୟାରୀରେ ଏନଭିଏସ-02 ଉପଗ୍ରହକୁ ଜିୟୋସିଂକ୍ରୋନସ ସାଟେଲାଇଟ ଲଂଚ ଭେହିକିଲରେ ଲଂଚ କରିବାକୁ ପ୍ରସ୍ତୁତି ଚାଲୁଛି । ସ୍ପେଡେକ୍ସର ଲଞ୍ଚିଂକୁ ମାଇଲ ଖୁଂଟ କହି ସେ କହିଛନ୍ତି ଯେ, ଆସନ୍ତାବର୍ଷ ଶହେତମ ପ...
ହାତୀ ଆକ୍ରମଣରେ ଜଣେ ମୃତ
31-12-2024
(FMNews): ଚମ୍ପୁଆ କେନ୍ଦୁଝର ବନଖଣ୍ଡ ଚମ୍ପୁଆ ରେଞ୍ଜ ବାଲିବନ୍ଧ ସେକ୍ସନ ଗୁମୁରା ବିଟ୍ ଅନ୍ତର୍ଗତ ଚମକପୁର ପଂଚାୟତ ରେଭେନ୍ସାପୁର(କ) ଗ୍ରାମରେ ଦନ୍ତା ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତକ ଜଣଙ୍କ ହେଲେ ରେଭେନ୍ସାପୁର(ଖ) ଗ୍ରାମର ରଥ ମୁଣ୍ଡା(୪୫)। ଗତ ରାତି ପ୍ରାୟ ଦୁଇଟା ସମୟରେ ରଥ ପରିସ୍ରା କରିବା ପାଇଁ ଘରୁ ବାହାରକୁ ବାହାରି ଥିବାବ...
ବର୍ଷର ଶେଷ ମିଶନ ପାଇଁ ଇସ୍ରୋର ପ୍ରସ୍ତୁତି, ଆଜି ରାତିରେ ସ୍ପେଡଏକ୍ସ ମିଶନର ଲଞ୍ଚିଂ
30-12-2024
ନୂଆଦିଲ୍ଲୀ, 30 ଡିସେମ୍ବର - ଇଣ୍ଡିଆନ୍ ସ୍ପେସ ରିସର୍ଚ୍ଚ ଅର୍ଗାନାଇଜେସନ (ଇସ୍ରୋ) ସ୍ପେଡଏକ୍ସ ମିଶନର ଲଞ୍ଚିଂ ପାଇଁ ପ୍ରସ୍ତୁତ । ସୋମବାର ରାତି 9.58 ମିନିଟ ସମୟରେ ଶ୍ରୀହରିକୋଟା ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ସ୍ପେସ ଡାକିଂଗ ଏକ୍ସପେରିମେଂଟର ଲଞ୍ଚିଂ ହେବ । ଭାରତ ଏହି ମିଶନର ସଫଳତା ପରେ ଆମେରିକା, ଋଷ ଓ ଚୀନର ବିଶେଷ କ୍ଲବରେ ସାମିଲ ହେବ । ଏହି ଦେଶ...
ଜିନ୍ନତକୁ ଧରିବା ଚ୍ୟାଲେଞ୍ଜ ଥିଲା - ପିସିସିଏଫ
30-12-2024
ଭୁବନେଶ୍ୱର, 30 ଡିସେମ୍ବର: ଜିନ୍ନତକୁ ଧରିବା ଚ୍ୟାଲେଞ୍ଜ ଥିଲା ବୋଲି ପିସିସିଏଫ କହିଛନ୍ତି । ପଶ୍ଚିମବଙ୍ଗ ସରକାର ସହ ଯୋଗାଯୋଗରେ ଅଛୁ ।ଖୁବ ଶୀଘ୍ର ଶିମିଳିପାଳକୁ ଆସିବ ଜିନ୍ନତ । ପଶ୍ଚିମବଙ୍ଗର ଗୋପାଳପୁର ଗାଁରେ ଜିନ୍ନତକୁ ଟ୍ରାଙ୍କୁଲାଇଜ କରାଯାଇଛି । ପଶ୍ଚିମବଙ୍ଗର ଆଲିପୁର ଜୁ ର ଗୋଟିଏ ଏନକ୍ଲୋଜରରେ ଅଛି ଜିନ୍ନତ । ଜିନ୍ନତ ଏବେ ସୁସ୍ଥ ଅଛି । ଶିମିଳିପାଳ ଅଣ...