- କରାଚୀ ସପିଂ ପ୍ଲାଜାରେ ନିଆଁ ଲାଗି ମୃତ୍ୟୁବରଣ କରିଥିବା ଲୋକଙ୍କ ସହଖ୍ୟା 8ରେ ପହଂଚିଲା, 58ରୁ ଅଧିକ ନିଖୋଜ
- ଶିଳ୍ପପତିମାନେ ଝାରସୁଗୁଡା ସ୍ୱାର୍ଥକୁ ଅଣଦେଖା କରିଛନ୍ତି : ଭକ୍ତ
- ଯଦି କଂଗ୍ରେସ ପାଇଁ କାର୍ଯ୍ୟ କରିବା ନାହିଁ ତେବେ ତାହା ନିଜ ପ୍ରତି ବିଶ୍ୱାସଘାତକତା ହେବ- ଭକ୍ତ
- ନିର୍ମମ ବ୍ୟବହାର କରି କଣ ଆମେ ଧର୍ମ ପ୍ରସାର କରି ପାରିବା ? : ଭକ୍ତ
- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
ରେପୋ ରେଟ୍ 0.25 ପ୍ରତିଶତ ହ୍ରାସ କରି 6 ପ୍ରତିଶତ କଲା ଆରବିଆଇ
09-04-2025
ନୂଆଦିଳ୍ଲୀ, 9 ଏପ୍ରିଲ୍ :- ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ରେପୋ ରେଟ୍ରେ 0.25 ପ୍ରତିଶତ ହ୍ରାସ କରିଛି । ଆରବିଆଇ ରେପୋ ରେଟ୍ ହ୍ରାସ କରି 6 ପ୍ରତିଶତ କରିଛି, ଯାହା ପୂର୍ବରୁ 6.25 ପ୍ରତିଶତ ଥିଲା । ଆରବିଆଇ ଚଳିତ ଆର୍ଥିକ ବର୍ଷ 2025-26 ପାଇଁ ଆର୍ଥିକ ବୃଦ୍ଧି ଦର 6.7 ପ୍ରତିଶତରୁ ହ୍ରାସ କରି 6.5 ପ୍ରତିଶତ କରିଥିଲା । ରିଜର୍ଭ ବ୍ୟାଙ୍କ ଏହି ନିଷ୍ପତି...
ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାକୁ ପୂରିଲା ୧୦ ବର୍ଷ
09-04-2025
● ଦେଶର ଋଣ ପ୍ରଦାନ ବ୍ୟବସ୍ଥାରେ ଆସିଛି ବୈପ୍ଳବିକ ପରିବର୍ତ୍ତନ ● ଯୋଜନାର ସମାବେଶୀ ଦୃଷ୍ଟିକୋଣ ସମସ୍ତଙ୍କ ପାଇଁ ଋଣ ଉପଲବ୍ଧତା କରିଛି ସୁନିଶ୍ଚିତ ● ଏବେ ସୁଦ୍ଧା ୩୩ ଲକ୍ଷ କୋଟି ଟଙ୍କାର ୫୨ କୋଟି ଋଣପ୍ରଦାନ ● ମହିଳା ନେତୃତ୍ୱାଧୀନ ଉଦ୍ୟୋଗ ବିକାଶକୁ ପ୍ରୋତ୍ସାହନ ପାଇଁ ବିଶ୍ୱସ୍ତରରେ ଆଦର୍ଶ ପାଲଟିଛି ମୁଦ୍ରା ଯୋଜନା ନୂଆଦିଲ୍ଲୀ, 09ଏପ୍ରିଲ...
ମୁଖ୍ୟମନ୍ତ୍ରୀଙ୍କ ନୂଆଦିଲ୍ଲୀ ଗସ୍ତ ବେଳେ ୧୩ଟି ଏମ୍.ଓ.ୟୁ ସ୍ୱାକ୍ଷରିତ, ୧୫ଟି ନିବେଶ ପ୍ରସ୍ତାବ
09-04-2025
ସମୁଦାୟ ୧,୦୩,୦୯୦ ଟଙ୍କାର ପୁଞ୍ଜିନିବେଶ, ୯୫,୯୧୫ଟି ନିଯୁକ୍ତି ସୁଯୋଗ ଶିଳ୍ପ ଅଭିବୃଦ୍ଧି କ୍ଷେତ୍ରରେ ଆଇ.ଓ.ସି.ଏଲ୍ ସହିତ ଚୁକ୍ତିନାମା ଏକ ଯୁଗାନ୍ତକାରୀ ପଦକ୍ଷେପ ଓଡିଶାରେ ନିବେଶ କରିବାକୁ ଶିଳ୍ପପତି ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆମନ୍ତ୍ରଣ ନୂଆଦିଲ୍ଲୀ /ଭୁବନେଶ୍ୱର: -ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ନୂଆ ଦିଲ୍ଲୀରେ ଇନ୍ଭେଷ୍ଟରସ ମିଟ୍...
ଆମେରିକାର ଶୁଳ୍କ ବିବାଦ ମଧ୍ୟରେ ଷ୍ଟକ୍ ବଜାର ହ୍ରାସ, କଂଗ୍ରେସ ସରକାରଙ୍କୁ କଲା ଆକ୍ରମଣ
08-04-2025
ନୂଆଦିଲ୍ଲୀ :- ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ବିଶ୍ୱର ଅନେକ ଦେଶ ବିରୁଦ୍ଧରେ ଘୋଷଣା କରାଯାଇଥିବା ନୂତନ ଶୁଳ୍କ (ଆମଦାନୀ କର)ର ପ୍ରଭାବ ସାରା ବିଶ୍ୱରେ ଦୃଶ୍ୟମାନ ହେବାରେ ଲାଗିଛି। ଭାରତର ଷ୍ଟକ୍ ବଜାରରେ ମଧ୍ୟ ତୀବ୍ର ହ୍ରାସ ପରିଲକ୍ଷିତ ହେଉଛି। ଏହାକୁ ନେଇ ଚିନ୍ତା ପ୍ରକାଶ କରି, କଂଗ୍ରେସ ଦଳ ସୋମବାର ଦିନ କେନ୍ଦ୍ର ସରକାରଙ୍କୁ ସାରା ବିଶ୍ୱ...