Four youths return after shooting for cold, police investigating

ଥଣ୍ଡା ପାଇଁ ଗୁଳିମାଡ କରି ଫେରାର ହେଲେ ୪ ଯୁବକ, ପୁଲିସର ଛାନଭିନ

 28-04-2025

ଭଦ୍ରକ: ଭଦ୍ରକ ଜିଲା ଚାନ୍ଦବାଲି ମତୋ ଫାଣ୍ଡି ଅର୍ନ୍ତଗତ ନାଲଗୁଣ୍ଡା ବଜାର ଠାରେ ଥଣ୍ଡା ଦରକୁ ନେଇ ଗୁଳିମାଡ ହୋଇଥିବା ଜଣାଯାଇଛି। ପ୍ରାପ୍ତ ଖବରରୁ ଜଣାଯାଇଛି ନାଲଗୁଣ୍ଡା ବଜାର ଠାରେ ପଛପଡା ଗ୍ରାମର ସାଧୁଆ ବେହେରା, ନିଜର ଏକ ପାନ ଦୋକାନ କରି ଜିବୀକା ପ୍ରତିପୋଷଣ କରିଆସୁଛି। ଆଜି ସନ୍ଧ୍ୟା ୬ଟା ସମୟରେ ୨ଟି ବାଇକରେ ୪ଜଣ ଯୁବକ ସାଧୁଆଙ୍କ ଦୋକାନ ଠାରୁ କିଛି ଦୂରରେ...

4-year-old minor girl raped and murdered, accused uncle arrested

୪ ବର୍ଷିୟା ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା, ଅଭିଯୁକ୍ତ ସମ୍ପର୍କୀୟ ମାମୁଁ ଗିରଫ

 27-04-2025

ଗଞ୍ଜାମ, ୨୭ ଅପ୍ରେଲ - ଅଶ୍ଳିଳ ଭିଡ଼ିଓ ଦେଖି ୪ ବର୍ଷିୟା ନାବାଳିକାଙ୍କୁ ଦୁଷ୍କର୍ମ କରିବା ଏବଂ ପରେ ତାଙ୍କୁ ହତ୍ୟା କରିବା ମାମଲାରେ ଅଭିଯୁକ୍ତ ସମ୍ପର୍କୀୟ ମାମୁଁ କାଳିଆ ନାହାକକୁ ପାଟପୁର ଥାନା ପୋଲିସ ଗିରଫ କରିଛି । ଗତ ୨୫ ତାରିଖରେ ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ଖଲିଙ୍ଗି ଗ୍ରାମର ଏକ ପରିତ୍ୟକ୍ତ ଅଙ୍ଗନବାଡ଼ି ଗୃହରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର...

Husband lost his life trying to kill his wife

ସ୍ତ୍ରୀକୁ ମାରିବାକୁ ଯାଇ ନିଜ ଜୀବନ ହରାଇଛି ସ୍ୱାମୀ

 27-04-2025

ଖୋର୍ଦ୍ଧା, ୨୭ ଏପ୍ରିଲ୍ - ସ୍ତ୍ରୀକୁ ମାରିବାକୁ ଯାଇଥିବା ବେଳେ ନିଜ ଜୀବନ ହରାଇଛି ସ୍ୱାମୀ। ଗୁରୁତର ଅବସ୍ଥାରେ ସ୍ତ୍ରୀ ଓ ଶାଶୁ ଚିକିତ୍ସା ହେଉଛନ୍ତି।ଗତକାଲି ବିଳମ୍ବିତ ରାତିରେ ଶ୍ୱଶୁର ଘରେ ତୁମୁଳକାଣ୍ଡ ଘଟାଇଥିବା ଜ୍ୱାଇଁ ଆକ୍ରମଣର ଶିକାର ହୋଇଛି। ଚିକିତ୍ସାଧୀନ ଅବସ୍ଥାରେ ତାର ମୃତ୍ୟୁ ଘଟିଛି। ଏଭଳି ଘଟଣା ଘଟିଛି ଜଟଣୀ ନିକଟ ଇନ୍ଫୋଭ୍ୟାଲି ଥାନ...

Final verdict in the murder case of a woman suspected of being a prostitute in Bijapali village, Jharsuguda, life imprisonment for 5 accused

ଝାରସୁଗୁଡ଼ା ବିଜାପାଲି ଗାଁରେ ଗୁଣି ଗାରେଡି ସନ୍ଦେହରେ ମହିଳାଙ୍କୁ ହତ୍ୟା ମାମଲାର ଚୂଡାନ୍ତ ରାୟ ପ୍ରକାଶ,5 ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ

 26-04-2025

ଭୁବନେଶ୍ୱର, 26 ଏପ୍ରିଲ୍ - ଝାରସୁଗୁଡ଼ା ଜିଲ୍ଲା ରେଙ୍ଗାଲି ଥାନା ବିଜାପାଲି ଗାଁରେ ଗୁଣି ଗାରେଡି ସନ୍ଦେହରେ ଜଣେ ମହିଳାଙ୍କୁ ହତ୍ୟା କରାଯିବା ମାମଲାର ଚୂଡାନ୍ତ ରାୟ ପ୍ରକାଶ ପାଇଛି । ଅତିରିକ୍ତ ଜିଲ୍ଲା ବିଚାରପତି ଶ୍ରୀ ସୁବାସ ଚନ୍ଦ୍ର ଧଳ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା 5 ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ସହ 10 ହଜାର ଟଙ୍କା ଜରିମାନା ଓ ଜରିମାନା ପ...