- କରାଚୀ ସପିଂ ପ୍ଲାଜାରେ ନିଆଁ ଲାଗି ମୃତ୍ୟୁବରଣ କରିଥିବା ଲୋକଙ୍କ ସହଖ୍ୟା 8ରେ ପହଂଚିଲା, 58ରୁ ଅଧିକ ନିଖୋଜ
- ଶିଳ୍ପପତିମାନେ ଝାରସୁଗୁଡା ସ୍ୱାର୍ଥକୁ ଅଣଦେଖା କରିଛନ୍ତି : ଭକ୍ତ
- ଯଦି କଂଗ୍ରେସ ପାଇଁ କାର୍ଯ୍ୟ କରିବା ନାହିଁ ତେବେ ତାହା ନିଜ ପ୍ରତି ବିଶ୍ୱାସଘାତକତା ହେବ- ଭକ୍ତ
- ନିର୍ମମ ବ୍ୟବହାର କରି କଣ ଆମେ ଧର୍ମ ପ୍ରସାର କରି ପାରିବା ? : ଭକ୍ତ
- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
ବେଆଇନ୍ କରତକଳ ଉପରେ ଚଢାଉ, ଲକ୍ଷାଧିକ ଟଙ୍କାର କାଠ ଓ ଯନ୍ତ୍ରାଂଶ ଜବତ
30-04-2025
ଭଦ୍ରକ: ଭଦ୍ରକ ସାବରଙ୍ଗ ଥାନା ଅଧୀନସ୍ଥ ବେନ୍ତାଳ ଅଂଚଳରେ ଗତ କିଛିବର୍ଷ ଧରି ଚୋରା କରତକଳ ଚାଲିଆସୁଥିବାବେଳେ କୌଣସି ସୂତ୍ରରୁ ଖବର ପାଇ ଭଦ୍ରକ ବନ୍ୟପ୍ରାଣୀ ବିଭାଗ ଚଢାଉ କରିଛି। ଏହି ଚଢାଉରେ ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଓ କାଠ ଜବତ ହୋଇଛି। ପ୍ରାପ୍ତ ଖବରରୁ ଯାହା ଜଣାଯାଏ ବେନ୍ତାଳ ଅଂଚଳରେ ଏହି ଚୋରା କରତକଳଟି ବାରମ୍ବାର ଚାଲିଆସୁଥିବାବେଳେ ବନ୍ୟପ୍ରାଣୀ ବିଭ...
ଥଣ୍ଡା ପାଇଁ ଗୁଳିମାଡ କରି ଫେରାର ହେଲେ ୪ ଯୁବକ, ପୁଲିସର ଛାନଭିନ
28-04-2025
ଭଦ୍ରକ: ଭଦ୍ରକ ଜିଲା ଚାନ୍ଦବାଲି ମତୋ ଫାଣ୍ଡି ଅର୍ନ୍ତଗତ ନାଲଗୁଣ୍ଡା ବଜାର ଠାରେ ଥଣ୍ଡା ଦରକୁ ନେଇ ଗୁଳିମାଡ ହୋଇଥିବା ଜଣାଯାଇଛି। ପ୍ରାପ୍ତ ଖବରରୁ ଜଣାଯାଇଛି ନାଲଗୁଣ୍ଡା ବଜାର ଠାରେ ପଛପଡା ଗ୍ରାମର ସାଧୁଆ ବେହେରା, ନିଜର ଏକ ପାନ ଦୋକାନ କରି ଜିବୀକା ପ୍ରତିପୋଷଣ କରିଆସୁଛି। ଆଜି ସନ୍ଧ୍ୟା ୬ଟା ସମୟରେ ୨ଟି ବାଇକରେ ୪ଜଣ ଯୁବକ ସାଧୁଆଙ୍କ ଦୋକାନ ଠାରୁ କିଛି ଦୂରରେ...
୪ ବର୍ଷିୟା ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା, ଅଭିଯୁକ୍ତ ସମ୍ପର୍କୀୟ ମାମୁଁ ଗିରଫ
27-04-2025
ଗଞ୍ଜାମ, ୨୭ ଅପ୍ରେଲ - ଅଶ୍ଳିଳ ଭିଡ଼ିଓ ଦେଖି ୪ ବର୍ଷିୟା ନାବାଳିକାଙ୍କୁ ଦୁଷ୍କର୍ମ କରିବା ଏବଂ ପରେ ତାଙ୍କୁ ହତ୍ୟା କରିବା ମାମଲାରେ ଅଭିଯୁକ୍ତ ସମ୍ପର୍କୀୟ ମାମୁଁ କାଳିଆ ନାହାକକୁ ପାଟପୁର ଥାନା ପୋଲିସ ଗିରଫ କରିଛି । ଗତ ୨୫ ତାରିଖରେ ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ଖଲିଙ୍ଗି ଗ୍ରାମର ଏକ ପରିତ୍ୟକ୍ତ ଅଙ୍ଗନବାଡ଼ି ଗୃହରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର...
ସ୍ତ୍ରୀକୁ ମାରିବାକୁ ଯାଇ ନିଜ ଜୀବନ ହରାଇଛି ସ୍ୱାମୀ
27-04-2025
ଖୋର୍ଦ୍ଧା, ୨୭ ଏପ୍ରିଲ୍ - ସ୍ତ୍ରୀକୁ ମାରିବାକୁ ଯାଇଥିବା ବେଳେ ନିଜ ଜୀବନ ହରାଇଛି ସ୍ୱାମୀ। ଗୁରୁତର ଅବସ୍ଥାରେ ସ୍ତ୍ରୀ ଓ ଶାଶୁ ଚିକିତ୍ସା ହେଉଛନ୍ତି।ଗତକାଲି ବିଳମ୍ବିତ ରାତିରେ ଶ୍ୱଶୁର ଘରେ ତୁମୁଳକାଣ୍ଡ ଘଟାଇଥିବା ଜ୍ୱାଇଁ ଆକ୍ରମଣର ଶିକାର ହୋଇଛି। ଚିକିତ୍ସାଧୀନ ଅବସ୍ଥାରେ ତାର ମୃତ୍ୟୁ ଘଟିଛି। ଏଭଳି ଘଟଣା ଘଟିଛି ଜଟଣୀ ନିକଟ ଇନ୍ଫୋଭ୍ୟାଲି ଥାନ...