- କରାଚୀ ସପିଂ ପ୍ଲାଜାରେ ନିଆଁ ଲାଗି ମୃତ୍ୟୁବରଣ କରିଥିବା ଲୋକଙ୍କ ସହଖ୍ୟା 8ରେ ପହଂଚିଲା, 58ରୁ ଅଧିକ ନିଖୋଜ
- ଶିଳ୍ପପତିମାନେ ଝାରସୁଗୁଡା ସ୍ୱାର୍ଥକୁ ଅଣଦେଖା କରିଛନ୍ତି : ଭକ୍ତ
- ଯଦି କଂଗ୍ରେସ ପାଇଁ କାର୍ଯ୍ୟ କରିବା ନାହିଁ ତେବେ ତାହା ନିଜ ପ୍ରତି ବିଶ୍ୱାସଘାତକତା ହେବ- ଭକ୍ତ
- ନିର୍ମମ ବ୍ୟବହାର କରି କଣ ଆମେ ଧର୍ମ ପ୍ରସାର କରି ପାରିବା ? : ଭକ୍ତ
- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
3 ବର୍ଷରେ 5ଲକ୍ଷ 92257 ଅପରାଧିକ ମାମଲା ରୁଜୁ
24-03-2025
ଭୁବନେଶ୍ୱର, 24 ମାର୍ଚ୍ଚ - ବିଗତ ତିନି ବର୍ଷ ମଧ୍ୟରେ ଘଟିଥିବା ଅପରାଧର ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର । ୫ ଲକ୍ଷ ୯୨ ହଜାର ୨୫୭ ଅପରାଧୀକ ମାମଲା ପଞ୍ଜିକରଣ ହୋଇଛି । ୩୯୯୯ ହତ୍ୟା, ୯୦୬୪ ଦୁଷ୍କର୍ମ, ୪୯୫୪୯ ଚୋରୀ, ୧୩୫୨ ଡ଼କାୟତି, ୫୩୭୪ ଦଙ୍ଗା ହୋଇଛି । ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।...
ପୋଖରୀରୁ ମାଛ ଚୋରି, ଟଙ୍କା ମାଗିବାରୁ ଟାଙ୍ଗିଆରେ ହାଣି ଯୁବତୀଙ୍କୁ ହତ୍ୟା
23-03-2025
ମାଲକାନଗିରି- ପୋଖରୀରୁ ମାଛ ଚୋରି। ଟଙ୍କା ମାଗିବାରୁ ଟାଙ୍ଗିଆରେ ହାଣି ଯୁବତୀଙ୍କୁ ହତ୍ୟା। ମାଲକାନଗିରି ଜିଲ୍ଲା ମାଥିଲି ଥାନା ମହୁପଦର ଗ୍ରାମରେ ଏଭଳି ବିଭତ୍ସ ହତ୍ୟାକାଣ୍ଡ ଘଟିଛି। ହତ୍ୟା ସନ୍ଦେହରେ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ସୂଚନାନୁଯାୟୀ, ମହୁପଦର ଗ୍ରାମର ଲକ୍ଷ୍ମୀ କଲାର (୨୩ ବର୍ଷ) ଓ ଅନ୍ୟଜଣେ ବ୍ୟକ୍ତି ପୋଖରୀରେ ମାଛ ଚାଷ କରିଥିଲେ ସେହ...
ନାତିର ଟାଙ୍ଗିଆ ଚୋଟରେ ଅଜାର ମୃତ୍ୟୁ
17-03-2025
ଜୟପୁର, ୧୭ ମାର୍ଚ୍ଚ - ନାତିର ଟାଙ୍ଗିଆ ଚୋଟରେ ଅଜାର ମୃତ୍ୟୁ ହୋଇଥିବା ନେଇ ସୋମବାର ଜୟପୁର ସଦର ଥାନାରେ ଅଭିଯୋଗ ହୋଇଛି । ଜୟପୁର ସୌରାଗୁଡାର ରତ୍ନା ନାଗ ଲିଖିତ ଅଭିଯୋଗ କରିଥିଲେ । ତାଙ୍କ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଥିଲେ ଯେ, ୧୬.୩.୨୫ ତାରିଖରେ ରାତ୍ର ୮ଟାରେ ଅଭିଯୁକ୍ତ ନାତି ବିଶ୍ୱନାଥ ସୌରା ଏକ ଟାଙ୍ଗିଆରେ ଅଜା ଘନପତି ସୌରାକୁ ଆକ୍ରମଣ କରିଥିଲା । ଅଭିଯୁକ...
ମୁମ୍ବାଇ ଏୟାରପୋର୍ଟରୁ 3.67 କୋଟି ଟଙ୍କାର ସୁନା ତସ୍କରୀର ପର୍ଦ୍ଦାଫାଶ, 4 ଗିରଫ
17-03-2025
ମୁମ୍ବାଇ :- କଷ୍ଟମ ଟିମ୍ ମୁମ୍ବାଇ ଏୟାରପୋର୍ଟରୁ 2ଟି ମାମଲାରେ ପ୍ରାୟ 3.67 କୋଟି ଟଙ୍କା ମୂଲ୍ୟର ସୁନା ତସ୍କରୀର ପର୍ଦ୍ଦାଫାଶ କରିଛନ୍ତି । ଏହି ମାମଲାରେ କଷ୍ଟମ ଟିମ 4ଜଣ ଲୋକଙ୍କୁ ଗିରଫ କରିଛି । ଯେଉଁଥିରେ 3ଜଣ ଏୟାରପୋର୍ଟ କର୍ମଚାରୀ ଅଛନ୍ତି । କଷ୍ଟମ ସୂତ୍ର ମୁତାବକ ରବିବାର ତାଙ୍କ ଟିମ୍ ଏୟାରପୋର୍ଟ ସ୍ଥିତ ଏକ ଦୋକାନ କର୍ମଚାରୀ ପ୍ରଦୀପ ପାୱାରଙ୍କର...