- କରାଚୀ ସପିଂ ପ୍ଲାଜାରେ ନିଆଁ ଲାଗି ମୃତ୍ୟୁବରଣ କରିଥିବା ଲୋକଙ୍କ ସହଖ୍ୟା 8ରେ ପହଂଚିଲା, 58ରୁ ଅଧିକ ନିଖୋଜ
- ଶିଳ୍ପପତିମାନେ ଝାରସୁଗୁଡା ସ୍ୱାର୍ଥକୁ ଅଣଦେଖା କରିଛନ୍ତି : ଭକ୍ତ
- ଯଦି କଂଗ୍ରେସ ପାଇଁ କାର୍ଯ୍ୟ କରିବା ନାହିଁ ତେବେ ତାହା ନିଜ ପ୍ରତି ବିଶ୍ୱାସଘାତକତା ହେବ- ଭକ୍ତ
- ନିର୍ମମ ବ୍ୟବହାର କରି କଣ ଆମେ ଧର୍ମ ପ୍ରସାର କରି ପାରିବା ? : ଭକ୍ତ
- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
ଯୁବତୀକୁ ଅସଦାଚରଣ କରି ବୃଦ୍ଧ ଗିରଫ
18-01-2025
ଭଦ୍ରକ - ଭଦ୍ରକ ଜିଲା ତିହିଡ଼ି ଥାନା ଅଧୀନ ବୁଡ଼ଙ୍ଗ ଗ୍ରାମର ଅଭିମନ୍ୟୁ ବାରିକ (୬୫) ନାମକ ଜଣେ ବୃଦ୍ଧ ସେହି ଗ୍ରାମର ଜଣେ ଯୁବତୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ପୁଲିସ ଏ ନେଇ ୧୮/୨୫ରେ ଏକ ମକଦ୍ଦମା ରୁଜୁ କରି ଅଭିଯୁକ୍ତ ଅଭିମନ୍ୟୁକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି। ଅଭିଯୋଗରୁ ପ୍ରକାଶ ଯେ, ବୃଦ୍ଧ ଅଭିମନ୍ୟୁ ଗ୍ରାମର ଜଣେ ଯୁବତୀ ଶୋଇଥିବା...
ଏକତରଫା ପ୍ରେମ କରି ରଶିକ ପ୍ରେମିକ ଗିରଫ
15-01-2025
ଧର୍ମଶାଳା,୧୫ଜାନୁଆରୀ ଏକତରଫା ପ୍ରେମ କରି ରଶିକ ପ୍ରେମିକ ଗିରଫ । ପ୍ରେମରେ ନିରାଶ ହେବା ପରେ ପ୍ରେମିକାଙ୍କ ମୋବାଇଲ ଭାଙ୍ଗି ମାଡ ମାରିବା ସହ ଉପରକୁ ଏସିଡ ପକାଇ ଦେବା ଘଟଣା ଥାନାରେ ଅଭିଯୋଗ ପରେ ପୋଲିସ ପ୍ରେମିକକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲା ରସୁଲପୁର ବ୍ଲକ ବ୍ରହ୍ମବରଦା ଥାନା ଅଂଚଳରେ...
ପରକ୍ରିୟା ପ୍ରୀତିରୁ ଯୁବକର ମୃତ୍ୟୁ, ସନ୍ଦେହଘେରରେ ଦୁଇ ଭାଇ
14-01-2025
ଘଟଗାଁ, ୧୪ ଜାନୁଆରୀ - ପରକ୍ରିୟା ପ୍ରୀତିରୁ ଚାଲିଗଲା ଯୁବକର ଜୀବନ, ସନ୍ଦେହଘେରରେ ଦୁଇଭାଇ, ସତ୍ୟାସତ୍ୟ ପାଇଁ ପୁଲିସର ଖୋଳତାଡ। ଅନୁସନ୍ଧାନରୁ ଜଣାପଡିଛି, ଘଟଗାଁ ଥାନା ଅନ୍ତର୍ଗତ ମଶିଣାବିଲ୍ଲା ଗ୍ରାମପଞ୍ଚାୟତ ପାଣୁପୋଷି ଗ୍ରାମରେ ପରକ୍ରିୟା ପ୍ରୀତିକୁ କେନ୍ଦ୍ରକରି ଟାଙ୍ଗିଆ ଚୋଟରେ ଜଣେ ଯୁବକର ଜୀବନ ଯାଇଛି। ଉକ୍ତ ଗ୍ରାମର ସୁବ୍ରତ ମହାକୁଡ ଅନେକ ଦିନରୁ ଗ୍ରାମର...
ଲୋକସେବା ଭଵନ ଆଗରୁ ଦଲାଲ ଗିରଫ
13-01-2025
ଭୁବନେଶ୍ୱର, 13 ଜାନୁଆରି - ଲୋକସେବା ଭଵନ ଆଗରୁ ଦଲାଲ ଗିରଫ । ଦଲାଲ ବ୍ୟାସଦେବ ରଣାଙ୍କୁ ଗିରଫ କଲା କ୍ୟାପିଟାଲ ଥାନା ପୋଲିସ । ପଂଚାୟତିରାଜ ବିଭାଗରେ ଅଧିକାରୀ ଥିବା କହି ଲୋକଙ୍କୁ ଠକୁଥିଲେ । ଲୋକସେବା ଭଵନରେ ଚାକିରୀ କରାଇ ଦେବାକୁ କହି 12ଲକ୍ଷ ଟଙ୍କା ନେଇଥିଲେ । ପରେ ଧରା ଛୁଆଁ ଦେଇନଥିଲେ, କ୍ୟାପିଟାଲ ଥାନାରେ ଅଭିଯୋଗ କରିବା ପରେ ଦଲାଲକୁ ଗିରଫ କରିଛି ପୋଲି...