BIG NEWS
ଆନ୍ଧ୍ର ପ୍ରଦେଶରେ ଖାଇକୁ ଖସିଲା ବସ୍ , ୯ ଜଣ ଯାତ୍ରୀ ମୃତ, ୧୦ ଜଣଙ୍କ ଅବସ୍ଥା ଗୁରୁତର
ଏସଆଇଆରର ତଦାରଖ ନିମନ୍ତେ ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ନିର୍ବାଚନ ଆୟୋଗ
ରାହୁଲ ଗାନ୍ଧୀ ସଂସଦରେ ପ୍ରଦୂଷଣ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ପାଇଁ କଲେ ଦାବି
Bhubaneswar murder case, two more arrested

ଭୁବନେଶ୍ୱର ମର୍ଡର କେସ,ଆଉ ଦୁଇ ଗିରଫ

 09-01-2025

ଭୁବନେଶ୍ୱର, 9 ଜାନୁଆରି ବାଣୀବିହାର ଓଭର ବ୍ରିଜ ଉପରେ ସହଦେବ ନାୟକଙ୍କୁ ବିଭତ୍ସ ହତ୍ୟା ଘଟଣା । ଆଉ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ । ହତ୍ୟାକାଣ୍ଡ ଘଟଣାରେ ମୋଟ 5ଜଣଙ୍କୁ ଗିରଫ କରିଛି ସ୍ପେଶାଲ ସ୍କ୍ୱାର୍ଡ ଟିମ । ଗିରଫ ଅଭିଯୁକ୍ତ ମାନଙ୍କ ମଧ୍ୟରେ ଦୁଇଜଣ ମହିଳା ରହିଛନ୍ତି । ହତ୍ୟାକାଣ୍ଡରେ ବ୍ୟବହୃତ ଦୁଇଟି ବାଇକ ଓ ଦୁଇଟି ଖଣ୍ଡା ଜବତ ହୋଇଛି...

Three accused including woman arrested from Nayagarh in Bhubaneswar youth murder case

ଭୁବନେଶ୍ବରରେ ଯୁବକଙ୍କୁ ହତ୍ୟା ମାମଲାରେ ମହିଳା ସମେତ ୩ ଅଭିଯୁକ୍ତ ନୟାଗଡ଼ରୁ ଗିରଫ

 08-01-2025

(FMNews):--- ରାଜଧାନୀ ଭୁବନେଶ୍ବରର ରସୁଲଗଡ଼ ଓଭରବ୍ରିଜ୍ ନିକଟରେ ଆଜି ସକାଳୁ ବହୁଚର୍ଚ୍ଚିତ ସହଦେବ ସାହୁ ହତ୍ୟା ଘଟଣାରେ କମିସନରେଟ୍ ପୁଲିସକୁ ସଫଳତା ମିଳିଛି । କମିଶନରେଟ ପୋଲିସର ସ୍ଵତନ୍ତ୍ର ଟିମ୍ ତିନି ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି। ମିଳିଥିବା ସୂଚନା ଅନୁସାରେ ପୁଲିସ ଜଣେ ମହିଳା ସମେତ ୩ ଅଭିଯୁକ୍ତଙ୍କୁ ନୟାଗଡ଼ ଜିଲ୍ଲାର ଶରଣକୂଳରୁ ବୁଧବାର...

murder in Bhubaneswar shocked people

ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ

 08-01-2025

(FMNews)- ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ । ବିଚ ରାସ୍ତାରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୁତ୍ତ । ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଘଟଣା ସ୍ଥଳରେ ମଞ୍ଚେଶ୍ୱର ଥାନା ପୋଲିସ ପହଂଚି ଛାନଭିନ କରୁଛି । ଯୁବକଙ୍କ ପରିଚୟ ଜଣାପଡିନାହିଁ । ଯୁବକଙ୍କ ଘର କେଉଁଠି ତାକୁ ନେଇ ଖୋଳତାଡ କରୁଛି ପୋଲିସ । ଯୁବକଙ୍କ ବେକକୁ ଏକ ଧାରୁଆ ଅସ୍ତ୍ରରେ ହଣାଯାଇଥିବା...

MP Pradeep Panigrahi acquitted in all 5 fraud cases

ସାଂସଦ ପ୍ରଦୀପ ପାଣିଗ୍ରାହୀଙ୍କୁ 5ଟି ମାମଲାରେ ସମସ୍ତ ଠକେଇ ମାମଲାରେ ଦୋଷମୁକ୍ତ

 08-01-2025

Bhubneshwar, 8 ଜାନୁଆରି ବିଜେପି ସାଂସଦ ପ୍ରଦୀପ ପାଣିଗ୍ରାହୀଙ୍କୁ ପାଂଚଟି ମାମଲାରେ ସମସ୍ତ ଠକେଇ ଅଭିଯୋଗରୁ ଦୋଷମୁକ୍ତ କରାଯାଇଛି । ବୁଧବାର ବ୍ରହ୍ମପୁର ନ୍ୟାୟିକ ମାଜିଷ୍ଟ୍ରେଟ ପ୍ରଥମ ଶ୍ରେଣୀ ଗ୍ରାମୀଣ ଅଦାଲତ ନିଜ ନିଷ୍ପତି ଶୁଣାଇ ପ୍ରଦୀପ ପାଣିଗ୍ରାହୀଙ୍କୁ ଟାଟା ମୋଟର୍ସରେ ଠକେଇ ସହ ସଂବଧିତ ତିନି ମାମଲାରେ ଦୋଷମୁକ୍ତ କରିଦେଇଛନ୍ତି । ଗତକାଲ...