- କରାଚୀ ସପିଂ ପ୍ଲାଜାରେ ନିଆଁ ଲାଗି ମୃତ୍ୟୁବରଣ କରିଥିବା ଲୋକଙ୍କ ସହଖ୍ୟା 8ରେ ପହଂଚିଲା, 58ରୁ ଅଧିକ ନିଖୋଜ
- ଶିଳ୍ପପତିମାନେ ଝାରସୁଗୁଡା ସ୍ୱାର୍ଥକୁ ଅଣଦେଖା କରିଛନ୍ତି : ଭକ୍ତ
- ଯଦି କଂଗ୍ରେସ ପାଇଁ କାର୍ଯ୍ୟ କରିବା ନାହିଁ ତେବେ ତାହା ନିଜ ପ୍ରତି ବିଶ୍ୱାସଘାତକତା ହେବ- ଭକ୍ତ
- ନିର୍ମମ ବ୍ୟବହାର କରି କଣ ଆମେ ଧର୍ମ ପ୍ରସାର କରି ପାରିବା ? : ଭକ୍ତ
- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
ପରକିଆ ପ୍ରୀତିର କରୁଣ ପରିଣତି : ସ୍ୱାମୀର ତୀର ମାଡ଼ରେ ସ୍ତ୍ରୀ ମୃତ
02-01-2025
ଚମ୍ପୁଆ, ୦୨ ଜାନୁଆରି - ଚମ୍ପୁଆ ଉପଖଣ୍ଡସ୍ଥ ବାମେବାରି ଥାନା ଅନ୍ତର୍ଗତ ହାଣ୍ଡିଭଙ୍ଗା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଥିବା ଜଣା ପଡିଛି। ଖବର ଅନୁସାରେ ଏହି ଗାଁର ଦଶରା ମୁଣ୍ଡାଙ୍କ ସ୍ତ୍ରୀ ଚନି ମୁଣ୍ଡାଙ୍କର ଅନ୍ୟ ଜଣେ ପୁରୁଷଙ୍କ ସହ ସଫର୍କ କୁ ନେଇ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ସବୁ ବେଳେ ଝଗଡା ହେଉଥିଲା। ଗତକାଲି ବିଳମ୍ବିତ ରାତିରେ ମଧ୍ୟ ସେହି ଘଟଣାକୁ ନେଇ ଝ...
ନୂତନ ବର୍ଷରେ ଭୋଜି କରି ଯୁବକଙ୍କୁ ନିର୍ମମ ହତ୍ୟା
02-01-2025
ଜୟପୁର, ୨ ଜାନୁଆରୀ - ନୂଆ ବର୍ଷରେ ଯୁବକଙ୍କୁ ହତ୍ୟା। ଗତକାଲି ସାଙ୍ଗ ସାଥି ମିଶି ଦିନରେ ଏବଂ ରାତିରେ ପିକନିକ କଲେ। ଆଉ ଆଜି ସକାଳୁ ସକାଳୁ ଘର ବାଡ଼ି ପଟେ ଚାଷ ଜମିରେ ରକ୍ତାକ୍ତ ଅବସ୍ଥାରେ ଯୁବକଙ୍କ ଶବ ଦେଖିବାକୁ ମିଳିଛି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବିସିଂହପୁର ଥାନା ନକୁଳ ଗୁଡା ଗାଁ ରେ। ମୃତ ଯୁବକ ହେଲେ ଜଗନ୍ନାଥ ମାଝୀ। ତାଙ୍କୁ ନିର୍ମମ ହତ୍ୟା କରି ଫି...
ପୋଖରୀରୁ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର
01-01-2025
କେନ୍ଦ୍ରାପଡ଼ା, ୦୧ ଜାନୁଆରୀ - କେନ୍ଦ୍ରାପଡା ସଦରଥାନା ଅଧିନ ବିରସ୍ୱତୀ ଗ୍ରାମ ପାଟ ମଝିରେ ଥିବା ଏକ ପୋଖରୀରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ବୁଧବାର ସକାଳୁ ସ୍ଥାନୀୟ ଲୋକେ ପୋଖରୀରେ ମୃତଦେହ ଭାସୁଥିବା ଦେଖି ଗାଁ ଲୋକଙ୍କୁ ଖବର ଦେଇଥିଲେ। ମୃତ ବ୍ୟକ୍ତିଙ୍କ ନାମ କାହ୍ନୁ ଚରଣ ନାଥ (୫୨)। ସେ ବିରସତୀ ଗ୍ରାମର ବାସିନ୍ଦା। ଗତ ମଙ୍ଗଳବାର ରାତି ୧୨ଟାରେ କ...
2024ରେ ରାଜଧାନୀରେ 82କୋଟି 53ଲକ୍ଷ 56ହଜାର ସାଇବର ଠକେଇ
01-01-2025
ଭୁବନେଶ୍ୱର, 1 ଜାନୁଆରି:- 2024ରେ ରାଜଧାନୀରେ ବଢିଲା ସାଇବର ଅପରାଧ । ଗୋଟିଏ ବର୍ଷରେ 82କୋଟି 53ଲକ୍ଷ 56ହଜାର ଠକେଇ ହୋଇଛି । ଭୁବନେଶ୍ୱର ସାଇବର ଥାନାରେ 7263ଟି ଅଭିଯୋଗ ହୋଇଛି । ଯେଉଁଥିରେ 23କୋଟି 60ଲକ୍ଷ 14ହଜାର ଟଙ୍କା ଫ୍ରିଜ କରିଛି ପୋଲିସ । 2କୋଟି 50ଲକ୍ଷ ଟଙ୍କା ସାଇବର ଠକଙ୍କ ଠାରୁ ଫେରସ୍ତ କରିଛି ପୋଲିସ । 28ଜଣ ଅପାରଧୀଙ୍କୁ ଗିରଫ କରିଛି ପୋଲିସ ।...