- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ପରକ୍ରିୟା ପ୍ରୀତିରେ ଉବୁ ଟୁବୁ ସ୍ୱାମୀ, ଉଲଗ୍ନ କରି ସ୍ତ୍ରୀକୁ ମାଡ ମାରି ହତ୍ୟା କଲା ସ୍ୱାମୀ
25-12-2024
ଭଦ୍ରକ, ୨୫ ଡିସେମ୍ବର: - ସାତ କଳସ ଆଠ ଦିପ କୁ ସାକ୍ଷୀ ରଖି ବୈଦିକ ରିତି ନୀତି ରେ ବାହାଘର ପରେ ପୁଣି ସ୍ୱାମୀ ଅନ୍ୟ ନାରୀ ସହିତ ସମ୍ପର୍କ ରଖି ନିଜ ସ୍ତ୍ରୀକୁ ହତ୍ୟା। ଏପରି ଏକ ଘଟଣା କୁ ନେଇ ଧାମନଗର ଅଂଚଳ ରେ ଚର୍ଚ୍ଚାର ବିଷୟ ହୋଇଛି। ଧାମନଗର ବ୍ଲକ୍ ଧୂଷୁରୀ ଥାନା ଅନ୍ତର୍ଗତ ଭଟସାହି ପଂଚାୟତ ବାମଦେବପୁର ଗ୍ରାମର ବିଦ୍ୟାଧର ପଣ୍ଡାଙ୍କ ଝିଅ ହାସ୍ୟମୟୀ ଧାମନଗର ଥ...
ଜ୍ୱାଇଁକୁ ମାଡ଼ ମାରି ଲହୁଲୁହାଣ ପରେ କିଡନାପ କଲେ ଶଶୁର ଘର ଲୋକ
25-12-2024
ଘଟଗାଁ ୨୫ ଡିସେମ୍ବର - ଜ୍ୱାଇଁ କୁ ମାଡ଼ ମାରି ଲହୁଲୁହାଣ କରିବା ପରେ ଶଶୁର ଘର ଲୋକ କିଡନାପ କରିନେବା ପରେ ପୋଲିସ ତାଙ୍କୁ ଉଦ୍ଧାର କରିଥିବା ଜଣାପଡିଛି। ସୂଚନାରୁ ପ୍ରକାଶ ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ନୂଆଗାଁ ଗ୍ରାମର ଜଗତ ମୋହନ ବେହେରା ଙ୍କ ପୁଅ ମଳୟ କୁମାର ବେହେରା ୭ ମାସ ତଳେ ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଅନ୍ତର୍ଗତ ବାହାବଳପୂର ଗ୍ରାମରସରୋଜ କୁମାର ରା...
କୁଖ୍ୟାତ ବନ୍ଧୁକ ଚୋରା ଚାଲାଣକାରି ଗ୍ୟାଙ୍ଗକୁ ଗିରଫ କଲା କମିସନରେଟ ପୋଲିସ
25-12-2024
ଭୁବନେଶ୍ୱର, 25 ଡିସେମ୍ବର: କୁଖ୍ୟାତ ବନ୍ଧୁକ ଚୋରା ଚାଲାଣକାରି ଗ୍ୟାଙ୍ଗକୁ ଗିରଫ କଲା କମିସନରେଟ ପୋଲିସ । 5ଜଣ ଅଭିଯୁକ୍ତ ଗିରଫ । ସେମାନଙ୍କ ଠାରୁ 5ଟି ବନ୍ଧୁକ, 15ଟି ଜୀବନ୍ତ ଗୁଳି, 7ଟି ମୋବାଇଲ ଏବଂ 84ହଜାର ଟଙ୍କା ଜବତ କରିଛି କମିସନରେଟ ପୋଲିସ । ଏହାସହ ଗୋଟିଏ ଚାରି ଚକିଆ ଗାଡି ମଧ୍ୟ ଜବତ ହୋଇଛି । ଗିରଫ ଅଭିଯୁକ୍ତ ମାନେ ହେଲେ ଭବାନୀ ପ୍ରସାଦ ମହାନ୍ତି...
ରାଜଧାନୀରେ ଚାଞ୍ଚଲ୍ୟ, ଯୁବକଙ୍କୁ ହାଣିଲେ, ଯୁବତୀଙ୍କୁ ଅପହରଣ
23-12-2024
ଭୁବନେଶ୍ୱର, 23 ଡିସେମ୍ବର - ରାଜଧାନୀରେ ଚାଞ୍ଚଲ୍ୟ । ଗୋଡେଇ ଗୋଡେଇ ଯୁବକଙ୍କୁ ହାଣିଲେ । ସାଙ୍ଗରେ ଥିବା ବାନ୍ଧବୀଙ୍କୁ ଅପହରଣ କରିନେଲେ । ଏଭଳି ଘଟଣା ଘଟିଛି ମୈତ୍ରୀ ବିହାର ଥାନା ଅଞ୍ଚଳରେ । ଗୁରୁତର ଅବସ୍ଥାରେ ଆକାଶ ସିଂ ନାମକ ଯୁବକକୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରାଯାଇଛି । ଯୁବତୀଙ୍କୁ ଅପହରଣ କରି ନେଇଥିବା 4 ଯୁବକ ଏବେ ଆକାଶଙ୍କ ଫୋନକୁ କଲ କରି ଯୁବତ...