- ମିଥ୍ୟା ଶପଥ ପାଠ ପାଇଁ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ବିଧାୟକ ପଦ ରଦ୍ଦ କରାଯାଉ- କଂଗ୍ରେସ
- ନିଶା ମାଙ୍କଡ଼ିଆ ମୃତ୍ୟୁକୁ ଗଣମାଧ୍ୟମ କାହିଁକି ଏତେ ଗୌଣ ଦେଖୁଛନ୍ତି
- ଆଗରୁ ଭୋଟ ଚୋରି କରୁଥିଲେ ଏବେ ପ୍ରାର୍ଥୀ ଚୋରି କରିଛନ୍ତି : ନବୀନ ପଟ୍ଟନାୟକ
- ବିଜେଡି ନିଜ ପାର୍ଟିର ହୋଇ ପାରିଲାନି କି ମାଟିର ମଧ୍ୟ ହେଲାନି : କଂଗ୍ରେସ
- ବୈଷ୍ଣବ ଓ ପାଣ୍ଡିଆନ ଯୋଡିଙ୍କ ଖେଳ : ନୂଆପଡା ଉପନିର୍ବାଚନ ପାଇଁ ନୂଆଦିଲ୍ଲୀରେ ହୋଇଥିଲା ଡିଲ
ଫେବୃୟାରୀ 5ରେ ଦିଲ୍ଲୀରେ ଭୋଟିଂ, 8ରେ ଭୋଟ ଗଣତି
07-01-2025
(FMNews):--ନିର୍ବାଚନ ଆୟୋଗ ମଙ୍ଗଳବାର ଦିଲ୍ଲୀ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିଛନ୍ତି । ଦିଲ୍ଲୀ ନିର୍ବାଚନ ଗୋଟିଏ ପର୍ଯ୍ୟାୟରେ ହିଁ ହେବ ।ଫେବୃୟାରୀ 5ରେ ହିଁ ସମସ୍ତ 70ଟି ଆସନ ପାଇଁ ଭୋଟ ପଡିବ । ଫେବୃୟାରୀ 8ରେ ଫଳାଫଳ ଆସିବ । ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ନିଜ ସହଯୋଗୀ କମିଶନରଙ୍କ ସହ ମଙ୍ଗଳବାର ଏଠାରେ ବିଜ୍ଞାନ ଭବନରେ ଆୟୋଜିତ...
ଜମ୍ମୁ-କଶ୍ମୀର, ଓଡ଼ିଶା ଓ ତେଲେଙ୍ଗାନାକୁ ରେଳ ପ୍ରକଳ୍ପ ଭେଟି ଦେଲେ ପିଏମ ମୋଦି
06-01-2025
ନୂଆଦିଲ୍ଲୀ, 6 ଜାନୁୟାରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଭିସି ଜରିଆରେ ଜମ୍ମୁ କଶ୍ମୀର, ଓଡ଼ିଶା ଓ ତେଲେଙ୍ଗାନାକୁ ବିଭିନ୍ନ ରେଳ ପ୍ରକଳ୍ପ ଭେଟି ଦେଇଛନ୍ତି । ଏଥିରେ ନୂଆ ଜମ୍ମୁ ରେଲୱେ ମଣ୍ଡଳ ଓ ତେଲେଙ୍ଗାନାରେ ଚରଲାପଲ୍ଲୀ ସ୍ଥିତ ନୂଆ ଟର୍ମିନାଲ ଷ୍ଟେସନର ଉଦଘାଟନ ତଥା ଇଷ୍ଟକୋଷ୍ଟ ରେଲୱେର ରାୟଗଢା ରେଲୱେ ମଣ୍ଡଳ ଭବନର ଶିଳାନ୍ୟାସ କରିଛନ୍ତ...
ଗୁଜରାଟରୁ ମିଳିଲା ଏଚଏମପିଭି ଭାଇରସର ପ୍ରଥମ ମାମଲା, ଦୁଇ ମାସର ଶିଶୁ ଠାରେ ଲକ୍ଷଣ
06-01-2025
ଅହମଦାବାଦ, 6 ଜାନୁୟାରୀ :- ଦେଶରେ ଏଚଏମପିଭିରେ ସଂକ୍ରମିତ ରୋଗ ସାମ୍ନାକୁ ଆସିବାରେ ଲାଗିଛି । କର୍ଣ୍ଣାଟକ ପରେ ଏବେ ଗୁଜରାଟରେ ଏକ ଦୁଇମାସର ଶିଶୁ ଏଚଏମପିଭି ପଜିଟିଭ ଚିହ୍ନଟ ହୋଇଛି । ଅହମଦାବାଦର ଚାନ୍ଦଖେଡାର ଘରୋଇ ହସ୍ପିଟାଲରେ ପିଲାଟିକୁ ଭର୍ତ୍ତି କରାଯାଇଛି । ତେବେ ଶିଶୁଟିର ଅବସ୍ଥା ସ୍ଥିର ରହିଛି । ତେବେ ଭୟ କରିବାର କୌଣସି ଆବଶ୍ୟକତା ନଥିବା ହସ...
ଛତିଶଗଡରେ କୁଟରୁ-ବେଦରେ ରାସ୍ତାରେ ଯବାନଙ୍କ ଗାଡି ଉଡାଇଲେ ନକ୍ସଲ,9 ଜଣଙ୍କ ମୃତ୍ୟୁ
06-01-2025
ବିଜାପୁର, 6 ଜାନୁୟାରୀ:- ଛତିଶଗଡର ନକ୍ସଲ ପ୍ରଭାବିତ ବିଜାପୁର ଜିଲ୍ଲାର କୁଟରୁ ମାର୍ଗର ବେଦରେରେ ଯବାନଙ୍କୁ ନେଇ ଯାଉଥିବା ଗାଡିକୁ ସୋମବାର ନକ୍ସଲମାନେ ଟାର୍ଗେଟ କରିଛନ୍ତି । ଏଥିରେ ଅନେକ ଯବାନ ସହିଦ ହୋଇଛନ୍ତି । ବସ୍ତର ଆଇଜି ସୁନ୍ଦରରାଜ ପି. ଏନେଇ ସୂଚନା ଦେଇଛନ୍ତି ।ନକ୍ସଲମାନେ ଆଜି ସକାଳେ ଆଇଇଡି ବିସ୍ଫୋରଣ କରି ଯବାନଙ୍କ ଗାଡିକୁ ଉଡାଇ ଦେଇଛନ୍ତି । ଏଥି...