BIG NEWS
କେନ୍ଦ୍ରୀୟ ବଜେଟ୍ ଉପସ୍ଥାପିତ : ଅଣ-ଋଣ ପ୍ରାପ୍ତି ଏବଂ ମୋଟ ବ୍ୟୟ ଯଥାକ୍ରମେ 36.5 ଲକ୍ଷ କୋଟି ଟଙ୍କା ଏବଂ 53.5 ଲକ୍ଷ କୋଟି ଟଙ୍କା ଆକଳନ
ବଜେଟ୍‌ ଗରିବ ବିରୋଧି : କଂଗ୍ରେସ
କର୍ପୋରେଟ ଜଗତ ପାଇଁ ଏହି ବଜେଟ, ସାଧାରଣ ଜନତା ଉପେକ୍ଷିତ: ଭକ୍ତ
Five killed in Maharasthra's Nasik road accident

ମହାରାଷ୍ଟ୍ରର ନାସିକ ଜିଲ୍ଲାରେ ସଡକ ଦୁର୍ଘଟଣା ,ପାଞ୍ଚଜଣ ଯୁବକଙ୍କ ମୃତ୍ୟୁ

 13-01-2025

ମୁମ୍ବାଇ 13 ଜାନୁଆରୀ-ମହାରାଷ୍ଟ୍ରର ନାସିକ ଜିଲ୍ଲାରେ ନାସିକ -ମୁମ୍ବାଇ ରାଜପଥରେ ଗତ ରାତିରେ ଟେମ୍ପୋ ଟ୍ରକ ଧକ୍କାରେ ପାଞ୍ଚ ଯୁବକଙ୍କ ମୃତ୍ୟୁ ଘଟିଛି ଏବଂ ଅନ୍ୟ 13ଜଣ ଆହତ ହୋଇଛନ୍ତି।ଆହତ ସମସ୍ତ ଯୁବକଙ୍କୁ ନାସିକ ସିୱିଲ ହସ୍ପିଟାଲରେ ଭର୍ତ୍ତୀ କରାଯାଇଛି।ଏହି ସୁଚନା ଭଦ୍ରକାଳୀ ପୋଲିସ ଦେଇଛି।ଦୁର୍ଘଟଣାର ସୁଚନା ପାଇବା ମାତ୍ରେ ମନ୍ତ୍ରୀ ଗିରୀଶ ମହାଜନ ଆ...

The great festival of religion and spirituality has begun with the Poush Purnima bath.

ପୌଷ ପୂର୍ଣ୍ଣିମା ସ୍ନାନସହିତ ଆରମ୍ଭ ହୋଇଛି ଧର୍ମ ଓ ଆଧ୍ୟାତ୍ମ୍ୟର ମହାକୁମ୍ଭ

 13-01-2025

ମହାକୁମ୍ଭ ନଗର, 13 ଜାନୁଆରି- ପୌଷ ପୂର୍ଣ୍ଣିମା ଅବସରରେ ରାତିରୁ ଛାଇ ରହିଥିବା କୁହୁଡି ସତ୍ତ୍ୱେ ସଙ୍ଗମ ଓ ମହାକୁମ୍ଭ ମେଳା ଅଂଚଳରେ ସ୍ନାନାର୍ଥୀଙ୍କ ଭିଡ ଜମିଛି । ହର ହର ଗଙ୍ଗେ ଘୋଷ ସହିତ ସ୍ନାନ କରିବା ପାଇଁ ଲୋକଙ୍କ ଉତ୍ସା ଦେଖିବାକୁ ମିଳିଥିଲା । ବ୍ରହ୍ମ ମୂହୁର୍ତ୍ତରେ ସ୍ନାନାର୍ଥୀମାନୋ ଗଙ୍ଗେ ଯମୁନା ଓ ଅଦୃଶ୍ୟ ସରସ୍ୱତରର ପବିତ୍ର ସଙ୍ଗମର ଜଳରେ ସ୍ନାନ କ...

Three Naxals killed in firing in Chhattisgarh's Bijapur

ଛତିଶଗଡର ବିଜାପୁରରେ ଗୁଳି ବିନିମୟରେ ତିନି ନକ୍ସଲ ନିହତ

 12-01-2025

ବିଜାପୁର, 12 ଜାନୁଆରି- ଛତିଶଗଡର ବିଜାପୁର ଜିଲ୍ଲା ମଦ୍ଦଡ ଥାନା ଅନ୍ତର୍ଗତ ବନ୍ଦେପାରା-କୋରଂଜେଡ ନ୍ୟାସନାଲ ପାର୍କ ଏରିଆରେ ରବିବାର ସକାଳେ ସୁରକ୍ଷାବଳ ଓ ନକ୍ସଲଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ତିନିଜଣ ପୋଷାକଧାରୀ ନକ୍ସଲ ନିହତ ହୋଇଛନ୍ତି । ସର୍ଚ୍ଚିଂରେ ଏବେ ସୁଦ୍ଧା ତିନି ଜଣଙ୍କ ମୃତଦେହ ଜବତ ହୋଇଛି । ମୃତ୍ୟୁବରଣ କରିଥିବା ନକ୍ସଲଙ୍କ ଶବ ସହିତ ଘଟ...

Tight security in Gagangiri and Sonmarg areas ahead of PM's visit to Jammu and Kashmir

ପ୍ରଧାନମନ୍ତ୍ରୀଙ୍କ ଜମ୍ମୁ-କଶ୍ମୀର ଗସ୍ତ ପୂର୍ବରୁ ଗଗନଗିରି ଓ ସୋନମାର୍ଗ ଅଂଚଳରେ ଅଭେଦ୍ୟ ସୁରକ୍ଷା ବ୍ୟବସ୍ଥା

 11-01-2025

ଶ୍ରୀନଗର, 11 ଜାନୁଆରି:- ଜମ୍ମୁ କଶ୍ମୀରର ଗାନ୍ଦରବଲ ଜିଲ୍ଲାରେ ଜେଡ-ମୋଡ ସୁଡଙ୍ଗର ଉଦଘାଟନ କରିବ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତର ଦୁଇଦିନ ପୂର୍ବରୁ ଶନିବାର ଗଗନଗିରି ଓ ସୋନମାର୍ଗ ଅଂଚଳରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଏହି ସୁଡଙ୍ଗର ନିର୍ମାଣ 2400 କୋଟି ଟଙ୍କା ମୂଲ୍ୟରେ କରାଯାଇଛି । ଏହା ଥରେ କାର୍ଯ୍ୟକ୍ଷମ ହେବା ପରେ ରେ...