- କରାଚୀ ସପିଂ ପ୍ଲାଜାରେ ନିଆଁ ଲାଗି ମୃତ୍ୟୁବରଣ କରିଥିବା ଲୋକଙ୍କ ସହଖ୍ୟା 8ରେ ପହଂଚିଲା, 58ରୁ ଅଧିକ ନିଖୋଜ
- ଶିଳ୍ପପତିମାନେ ଝାରସୁଗୁଡା ସ୍ୱାର୍ଥକୁ ଅଣଦେଖା କରିଛନ୍ତି : ଭକ୍ତ
- ଯଦି କଂଗ୍ରେସ ପାଇଁ କାର୍ଯ୍ୟ କରିବା ନାହିଁ ତେବେ ତାହା ନିଜ ପ୍ରତି ବିଶ୍ୱାସଘାତକତା ହେବ- ଭକ୍ତ
- ନିର୍ମମ ବ୍ୟବହାର କରି କଣ ଆମେ ଧର୍ମ ପ୍ରସାର କରି ପାରିବା ? : ଭକ୍ତ
- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
ପଂଜାବ-ଗୁଳି ବାଜିବା କାରଣରୁ ଆପ୍ ବିଧାୟକଙ୍କ ମୃତ୍ୟୁ, ଘରେ ଲାଇସେନ୍ସ ପିସ୍ତଲ ସଫା କରିବା ସମୟରେ ଅଘଟଣ
11-01-2025
ଚଣ୍ଡିଗଡ, 11 ଜାନୁଆରି:- ପଂଜାବର ଲୁଧିଆନା ଜିଲ୍ଲାରେ ଆମ୍ ଆଦମୀ ପାର୍ଟିରୁ ବିଧାୟକ ଗୁରପ୍ରୀତ ସିଂହ ବସ୍ତି ଓରଫ୍ ଗୋଗିଙ୍କୁ ଗୁଳି ବାଜିବା କାରଣରୁ ମୃତ୍ୟୁ ହୋଇଛି । ଗୋଗି ଲୁଧିଆନା ୱେଷ୍ଟ ବିଧାନସଭା କ୍ଷେତ୍ରରୁ ବିଧାୟକ ଥିଲେ । ଶୁକ୍ରବାର ରାତି 12ଟା ବେଳେ ଏହି ଘଟଣା ଘଟିଥିଲା । ଗୋଗି ଏକ କାର୍ଯ୍ୟକ୍ରମରୁ ଫେରିବା ପରେ ନିଜ ଲାଇସେନ୍ସ ପିସ୍ତଲ ସଫା କର...
ସୀମାରେ ବାଡ଼ ଦେବାକୁ ନେଇ ବିଏସଏଫ ଏବଂ ବିଜିଜି ମଧ୍ୟରେ ବିବାଦ
11-01-2025
କୋଲକାତା - ମାଲଦା ପରେ, ଏବେ କୁଚବିହାରର ମେଖଲିଗଞ୍ଜରେ ଭାରତ-ବାଂଲାଦେଶ ସୀମାରେ ବାଡ଼ ଦେବାକୁ ନେଇ ବିବାଦ ଦେଖାଦେଇଛି। ଶୁକ୍ରବାର ଅପରାହ୍ନରେ ବାଗଡୋକରା ଫୁଲକଡାରୀ ଗ୍ରାମପଂଚାୟତର ଦହଗ୍ରାମ ଅଂଚଳରେ ସୀମାର ଅସୁରକ୍ଷିତ ଅଂଶରେ କଂଟା ତାରବାଡ ଲଗାଇବା ପାଇଁ କାମ ଚାଲିଥିଲା। କୁହାଯାଉଛି ଯେ ଗାଁ ଲୋକେ ବିଏସଏଫର ତତ୍ୱାବଧାନରେ ଏହି କାମ କରୁଥିଲେ। ବାଂଲାଦେଶ ସୀମା ସୁ...
କାଲିଘାଟର କାକୁଙ୍କ ସ୍ୱର ନମୁନା ନେବା ପାଇଁ ସିବିଆଇକୁ ଦିଆଗଲା ଅନୁମତି
11-01-2025
କୋଲକାତା: ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ, ସ୍ୱତନ୍ତ୍ର କୋର୍ଟ କାଳିଘାଟ କାକୁ ନାମରେ ଜଣାଶୁଣା ସୁଜୟ କୃଷ୍ଣ ଭଦ୍ରଙ୍କ ସ୍ୱର ନମୁନା ନେବାକୁ ସିବିଆଇକୁ ଅନୁମତି ଦେଇଛନ୍ତି। ଜାନୁଆରୀ ୨୧ ତାରିଖରେ କୋର୍ଟରୁ ସମ୍ମତି ପାଇବା ପରେ ସିବିଆଇ ଏହି ନମୁନା ନେଇପାରିବ। ଏହା ବ୍ୟତୀତ, କୋର୍ଟ ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଜ୍ୱାଇଁ କଲ୍ୟାଣମୟ...
ତୃଣମୂଳ କଂଗ୍ରେସ ସାନ୍ତନୁ ସେନ ଏବଂ ଆରବୁଲ ଇସଲାମଙ୍କୁ କଲା ନିଲମ୍ବିତ
11-01-2025
କୋଲକାତା :- ଅନୁଶାସନହୀନତା ଅଭିଯୋଗରେ ତୃଣମୂଳ କଂଗ୍ରେସ (ଟିଏମସି) ଏହାର ଦୁଇ ବରିଷ୍ଠ ନେତା ଡକ୍ଟର ଶାନ୍ତନୁ ସେନ ଏବଂ ଆରାବୁଲ ଇସଲାମଙ୍କୁ ନିଲମ୍ବିତ କରିଛି। ଏହା ଦ୍ୱିତୀୟ ଥର ଯେତେବେଳେ ଭାଙ୍ଗଡର ନୂତନ ନେତା ଭାବରେ କୁହାଯାଉଥିବା ଆରାବଲ ଇସଲାମଙ୍କୁ ଦଳରୁ ନିଲମ୍ବନ କରାଯାଇଛି। ଏହି ନେତାମାନଙ୍କ ବିରୋଧରେ ଅନୁଶାସନହୀନତାର ଅଭିଯୋଗର ମୂଲ୍ୟାଙ୍କନ...