BIG NEWS
ଆନ୍ଧ୍ର ପ୍ରଦେଶରେ ଖାଇକୁ ଖସିଲା ବସ୍ , ୯ ଜଣ ଯାତ୍ରୀ ମୃତ, ୧୦ ଜଣଙ୍କ ଅବସ୍ଥା ଗୁରୁତର
ଏସଆଇଆରର ତଦାରଖ ନିମନ୍ତେ ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ନିର୍ବାଚନ ଆୟୋଗ
ରାହୁଲ ଗାନ୍ଧୀ ସଂସଦରେ ପ୍ରଦୂଷଣ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ପାଇଁ କଲେ ଦାବି
AAP leaders' views outside the Chief Minister's residence at Civil Lines

ମୁଖ୍ୟମନ୍ତ୍ରୀଙ୍କ ସିଭିଲ୍ ଲାଇନ ସ୍ଥିତ ବାସଭବନ ବାହାରେ ଆପ୍ ନେତାଙ୍କ ଧାରଣା

 08-01-2025

ନୂଆଦିଲ୍ଲୀ, 8 ଜାନୁଆରି - ଦିଲ୍ଲୀରେ ବିଧାନସଭା ନିର୍ବାଚନ ଘୋଷଣା ହେବା ପରେ ରାଜଧାନୀରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ପ୍ରସଙ୍ଗକୁ ନେଇ ରାଜନୀତି ଜୋର ଧରିଛି । ବଜେପି ଲଗାତର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ କାଚମହଲ ଉପରେ କୋଟି କୋଟି ଟଙ୍କା ଖର୍ଚ୍ଚ କରିବାକୁ ନେଇ ଟାର୍ଗେଟ କରିଛି । ଅନ୍ୟପଟେ ଆପ୍ ମୁଖ୍ୟମନ୍ତ୍ରୀ ଆତିଶି ବଙ୍ଗଲା ଖାଲି କରିବା...

PM Modi to present projects worth Rs 2 lakh crore to Andhra today

ଆଜି ଆନ୍ଧ୍ରକୁ 2ଲକ୍ଷ କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେବେ ପିଏମ ମୋଦି

 08-01-2025

ନୂଆଦିଲ୍ଲୀ, 8 ଜାନୁଆରି-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଆନ୍ଧ୍ରପ୍ରଦେଶ ଗସ୍ତରେ ବିଶାଖାପାଟନରେ ଦୁଇଲକ୍ଷ କୋଟି ଟଙ୍କାର ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ । ଏଥିରେ ସବୁଜ ହାଇଡ୍ରୋଜେନ କେନ୍ଦ୍ର ଓ ୱଷଧି ପାର୍କ ପ୍ରମୁଖତା ସାମିଲ ରହିଛି । ଏହି ପ୍ରକଳ୍ପ ବିକାଶ, ଶିଳ୍ପ ବିକାଶ ଓ ଭିତ୍ତିଭୂମି ଢାଂଚାରେ ବୃଦ୍ଧି ପାଇଁ ସରକାରଙ୍କ ଗୁରୁତ୍ୱର ଏକ ବ...

Foreign Minister visits Raghurajpur village

ରଘୁରାଜପୁର ଗାଁ ବୁଲିଲେ ବୈଦେଶିକ ମନ୍ତ୍ରୀ

 07-01-2025

ଭୁବନେଶ୍ୱର, 7 ଜାନୁଆରି- ରଘୁରାଜପୁର ଗାଁ ବୁଲିଲେ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର । ପ୍ରବାସୀ ଭାରତୀୟ ଦିବସ ପାଇଁ ପ୍ରସ୍ତୁତ ଐତିହାସିକ ଗାଁ ରଘୁରାଜପୁର। ଓଡ଼ିଶାର ଚିତ୍ରକଳା,ସଂସ୍କୃତି ଓ ପରମ୍ପରା ସହ ଜଡ଼ିତ ଏହି ଗାଁ ଆଜି ପ୍ରବାସୀ ଭାରତୀୟ ଦିବସ ପାଇଁ ଖୁବ୍ ଚଳଚଞ୍ଚଳ। ଓଡ଼ିଶାକୁ ଆସିଥିବା ଅତିଥି ପ୍ରବାସୀ ମାନଙ୍କୁ ଖୁସି କରିବା ପାଇଁ ରଘୁରାଜପୁର ଗାଁରେ ଆୟୋ...

Jailed pro-Khalistan MP Amritpal's father placed under house arrest by police

ଜେଲରେ ବନ୍ଦ ଖଲିସ୍ତାନ ସମର୍ଥକ ସାଂସଦ ଅମୃତପାଲଙ୍କ ପିତାଙ୍କୁ ଘରେ ନଜରବନ୍ଦ ରଖିଲା ପୋଲିସ

 07-01-2025

ଚଣ୍ଡିଗଡ, 7 ଜାନୁଆରି:- ପଂଜାବ ପୋଲିସ ମଙ୍ଗଳବାର ସକାଳେ ଅମୃତସର ଜିଲ୍ଲାର ଗାଁ ଜଲ୍ଲୁପୁର ଖେଡାରେ ଘେରାବନ୍ଦୀ କରି ଖଲିସ୍ତାନୀ ସମର୍ଥକ ସାଂସଦ ତଥା ଆସାମ ଜେଲରେ ବନ୍ଦ ଅମୃତପାଲଙ୍କ ପିତାଙ୍କୁ ଘରେ ନଜରବନ୍ଦ କରିଛି । ଅମୃତପାଲଙ୍କ ପିତା ଆଜି ମୋହାଲିରେ ବନ୍ଦୀ ଶିଖଙ୍କ ମୁକ୍ତିକୁ ନେଇ ଚାଲୁଥିବା ଧାରଣାରେ ସାମିଲ ହେବାକୁ ଘୋଷଣା କରିଥିଲେ । ଅମୃତପାଲଙ୍କ ଅନୁପସ...