ଆଜି ଆନ୍ଧ୍ରକୁ 2ଲକ୍ଷ କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେବେ ପିଏମ ମୋଦି
08-01-2025
ନୂଆଦିଲ୍ଲୀ, 8 ଜାନୁଆରି-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଆନ୍ଧ୍ରପ୍ରଦେଶ ଗସ୍ତରେ ବିଶାଖାପାଟନରେ ଦୁଇଲକ୍ଷ କୋଟି ଟଙ୍କାର ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ । ଏଥିରେ ସବୁଜ ହାଇଡ୍ରୋଜେନ କେନ୍ଦ୍ର ଓ ୱଷଧି ପାର୍କ ପ୍ରମୁଖତା ସାମିଲ ରହିଛି । ଏହି ପ୍ରକଳ୍ପ ବିକାଶ, ଶିଳ୍ପ ବିକାଶ ଓ ଭିତ୍ତିଭୂମି ଢାଂଚାରେ ବୃଦ୍ଧି ପାଇଁ ସରକାରଙ୍କ ଗୁରୁତ୍ୱର ଏକ ବ...
ରଘୁରାଜପୁର ଗାଁ ବୁଲିଲେ ବୈଦେଶିକ ମନ୍ତ୍ରୀ
07-01-2025
ଭୁବନେଶ୍ୱର, 7 ଜାନୁଆରି- ରଘୁରାଜପୁର ଗାଁ ବୁଲିଲେ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର । ପ୍ରବାସୀ ଭାରତୀୟ ଦିବସ ପାଇଁ ପ୍ରସ୍ତୁତ ଐତିହାସିକ ଗାଁ ରଘୁରାଜପୁର। ଓଡ଼ିଶାର ଚିତ୍ରକଳା,ସଂସ୍କୃତି ଓ ପରମ୍ପରା ସହ ଜଡ଼ିତ ଏହି ଗାଁ ଆଜି ପ୍ରବାସୀ ଭାରତୀୟ ଦିବସ ପାଇଁ ଖୁବ୍ ଚଳଚଞ୍ଚଳ। ଓଡ଼ିଶାକୁ ଆସିଥିବା ଅତିଥି ପ୍ରବାସୀ ମାନଙ୍କୁ ଖୁସି କରିବା ପାଇଁ ରଘୁରାଜପୁର ଗାଁରେ ଆୟୋ...
ଜେଲରେ ବନ୍ଦ ଖଲିସ୍ତାନ ସମର୍ଥକ ସାଂସଦ ଅମୃତପାଲଙ୍କ ପିତାଙ୍କୁ ଘରେ ନଜରବନ୍ଦ ରଖିଲା ପୋଲିସ
07-01-2025
ଚଣ୍ଡିଗଡ, 7 ଜାନୁଆରି:- ପଂଜାବ ପୋଲିସ ମଙ୍ଗଳବାର ସକାଳେ ଅମୃତସର ଜିଲ୍ଲାର ଗାଁ ଜଲ୍ଲୁପୁର ଖେଡାରେ ଘେରାବନ୍ଦୀ କରି ଖଲିସ୍ତାନୀ ସମର୍ଥକ ସାଂସଦ ତଥା ଆସାମ ଜେଲରେ ବନ୍ଦ ଅମୃତପାଲଙ୍କ ପିତାଙ୍କୁ ଘରେ ନଜରବନ୍ଦ କରିଛି । ଅମୃତପାଲଙ୍କ ପିତା ଆଜି ମୋହାଲିରେ ବନ୍ଦୀ ଶିଖଙ୍କ ମୁକ୍ତିକୁ ନେଇ ଚାଲୁଥିବା ଧାରଣାରେ ସାମିଲ ହେବାକୁ ଘୋଷଣା କରିଥିଲେ । ଅମୃତପାଲଙ୍କ ଅନୁପସ...
ଫେବୃୟାରୀ 5ରେ ଦିଲ୍ଲୀରେ ଭୋଟିଂ, 8ରେ ଭୋଟ ଗଣତି
07-01-2025
(FMNews):--ନିର୍ବାଚନ ଆୟୋଗ ମଙ୍ଗଳବାର ଦିଲ୍ଲୀ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିଛନ୍ତି । ଦିଲ୍ଲୀ ନିର୍ବାଚନ ଗୋଟିଏ ପର୍ଯ୍ୟାୟରେ ହିଁ ହେବ ।ଫେବୃୟାରୀ 5ରେ ହିଁ ସମସ୍ତ 70ଟି ଆସନ ପାଇଁ ଭୋଟ ପଡିବ । ଫେବୃୟାରୀ 8ରେ ଫଳାଫଳ ଆସିବ । ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ନିଜ ସହଯୋଗୀ କମିଶନରଙ୍କ ସହ ମଙ୍ଗଳବାର ଏଠାରେ ବିଜ୍ଞାନ ଭବନରେ ଆୟୋଜିତ...