BIG NEWS
କେନ୍ଦ୍ରୀୟ ବଜେଟ୍ ଉପସ୍ଥାପିତ : ଅଣ-ଋଣ ପ୍ରାପ୍ତି ଏବଂ ମୋଟ ବ୍ୟୟ ଯଥାକ୍ରମେ 36.5 ଲକ୍ଷ କୋଟି ଟଙ୍କା ଏବଂ 53.5 ଲକ୍ଷ କୋଟି ଟଙ୍କା ଆକଳନ
ବଜେଟ୍‌ ଗରିବ ବିରୋଧି : କଂଗ୍ରେସ
କର୍ପୋରେଟ ଜଗତ ପାଇଁ ଏହି ବଜେଟ, ସାଧାରଣ ଜନତା ଉପେକ୍ଷିତ: ଭକ୍ତ
First case of HMPV virus found from Gujarat, symptoms in two-month-old baby

ଗୁଜରାଟରୁ ମିଳିଲା ଏଚଏମପିଭି ଭାଇରସର ପ୍ରଥମ ମାମଲା, ଦୁଇ ମାସର ଶିଶୁ ଠାରେ ଲକ୍ଷଣ

 06-01-2025

ଅହମଦାବାଦ, 6 ଜାନୁୟାରୀ :- ଦେଶରେ ଏଚଏମପିଭିରେ ସଂକ୍ରମିତ ରୋଗ ସାମ୍ନାକୁ ଆସିବାରେ ଲାଗିଛି । କର୍ଣ୍ଣାଟକ ପରେ ଏବେ ଗୁଜରାଟରେ ଏକ ଦୁଇମାସର ଶିଶୁ ଏଚଏମପିଭି ପଜିଟିଭ ଚିହ୍ନଟ ହୋଇଛି । ଅହମଦାବାଦର ଚାନ୍ଦଖେଡାର ଘରୋଇ ହସ୍ପିଟାଲରେ ପିଲାଟିକୁ ଭର୍ତ୍ତି କରାଯାଇଛି । ତେବେ ଶିଶୁଟିର ଅବସ୍ଥା ସ୍ଥିର ରହିଛି । ତେବେ ଭୟ କରିବାର କୌଣସି ଆବଶ୍ୟକତା ନଥିବା ହସ...

Naxals blow up jawan's vehicle on road in Chhattisgarh's Kutru-Veda, 9 killed

ଛତିଶଗଡରେ କୁଟରୁ-ବେଦରେ ରାସ୍ତାରେ ଯବାନଙ୍କ ଗାଡି ଉଡାଇଲେ ନକ୍ସଲ,9 ଜଣଙ୍କ ମୃତ୍ୟୁ

 06-01-2025

ବିଜାପୁର, 6 ଜାନୁୟାରୀ:- ଛତିଶଗଡର ନକ୍ସଲ ପ୍ରଭାବିତ ବିଜାପୁର ଜିଲ୍ଲାର କୁଟରୁ ମାର୍ଗର ବେଦରେରେ ଯବାନଙ୍କୁ ନେଇ ଯାଉଥିବା ଗାଡିକୁ ସୋମବାର ନକ୍ସଲମାନେ ଟାର୍ଗେଟ କରିଛନ୍ତି । ଏଥିରେ ଅନେକ ଯବାନ ସହିଦ ହୋଇଛନ୍ତି । ବସ୍ତର ଆଇଜି ସୁନ୍ଦରରାଜ ପି. ଏନେଇ ସୂଚନା ଦେଇଛନ୍ତି ।ନକ୍ସଲମାନେ ଆଜି ସକାଳେ ଆଇଇଡି ବିସ୍ଫୋରଣ କରି ଯବାନଙ୍କ ଗାଡିକୁ ଉଡାଇ ଦେଇଛନ୍ତି । ଏଥି...

Prime Minister Narendra Modi will lay the foundation stone of Rayagada Railway Division and inaugurate several railway infrastructure projects today.

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାୟଗଡା ରେଳ ମଣ୍ଡଳର ଶିଳାନ୍ୟାସ କରିବା ସହ କେତେକ ରେଳ ଭିତ୍ତିଭୂମି ପ୍ରକଳ୍ପର କରିବେ ଉଦ୍ଘାଟନ

 06-01-2025

ଭୁବନେଶ୍ୱର, 06 ଜାନୁଆରୀ - ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାୟଗଡା ରେଳ ମଣ୍ଡଳ ପାଇଁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଭିତ୍ତି ପ୍ରସ୍ତର ସ୍ଥାପନ କରିବା ସହ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ରେଳ ଭିତ୍ତିଭୂମି ପ୍ରକଳ୍ପର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନୂତନ ଜାମ୍ମୁ ରେଳ ରେଳ ମଣ୍ଡଳ ଏବଂ ଚର୍ଲାପଲ୍...

Lok Sabha Speaker to inaugurate Parliament 2.0 from Panchayats at Constitution Hall today

ଆଜି ସମ୍ବିଧାନ ସଦନରେ ପଂଚାୟତରୁ ପାର୍ଲିଆମେଂଟ 2.0ର ଉଦଘାଟନ କରିବେ ଲୋକସଭା ଅଧ୍ୟକ୍ଷ

 06-01-2025

(FMNews):--ଲୋକସଭା ଅଧ୍ୟକ୍ଷ ଓମ୍ ବିର୍ଲା ଆଜି ସମ୍ବିଧାନ ସଦନର କେନ୍ଦ୍ରୀୟ କକ୍ଷରେ ଆୟୋଜିତ ଏକ ଦିବସୀୟ ପଂଚାୟତରୁ ପାର୍ଲିଆମେଂଟ 2.0 କାର୍ଯ୍ୟକ୍ରମର ଉଦଘାଟନ କରିବେ ଏବଂ ପ୍ରତିନିଧିମାନଙ୍କୁ ସଂବୋଧିତ କରିବେ । ବିର୍ଲାଙ୍କ ନେତୃତ୍ୱରେ ସମସ୍ତ ପ୍ରତିନିଧି ଭାରତର ସମ୍ବିଧାନର ପ୍ରସ୍ତାବନା ପାଠ କରିବେ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରୀୟ ମହିଳା ଏବଂ...