ଜୟପୁରରେ ଫାଟିଲା କେମିକାଲ ଟ୍ୟାଙ୍କର, 11 ମୃତ
20-12-2024
ଜୟପୁର, 20 ଡିସେମ୍ବର - ରାଜସ୍ଥାନର ରାଜଧାନୀ ଜୟପୁରର ଭାଙ୍କରୋଟା ଥାନା ଅଂଚଳର ଆଜମେର ରୋଡ ସ୍ଥିତ ପୁଷ୍ପରାଜ ପେଟ୍ରୋଲ ପମ୍ପ ନିକଟରେ ଆଜି ସକାଳେ କେମିକାଲ ଟ୍ୟାଙ୍କର ଫାଟିଛି । ଫଳରେ ଭୟାବହ ନିଆଁ ଲାଗିଥିଲା । ଏହି ଦୁର୍ଘଟଣାରେ 11 ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ସଂଖ୍ୟା ନେଇ ଔପଚାରିକ ସୂଚନା ମିଳିନି । ନିଆଁରେ ପୋଡିଯାଇ 24 ଜଣଗୁରୁତର ଆ...
ହଙ୍ଗାମା ମଧ୍ୟରେ ରାଜ୍ୟସଭା ଅନିଶ୍ଚିତ କାଳ ଯାଏ ସ୍ଥଗିତ
20-12-2024
ନୂଆଦିଲ୍ଲୀ, 20 ଡିସେମ୍ବର - ଆମ୍ବେଦକର ଓ ସାଂସଦଙ୍କ ମଧ୍ୟରେ ହୋଇଥିବା ଠେଲାପେଲା ପ୍ରସଙ୍ଗକୁ ନେଇ ହଙ୍ଗାମା ମଧ୍ୟରେ ଶୁକ୍ରବାର ରାଜ୍ୟସଭା ଅନିଶ୍ଚିତକାଳ ଯାଏ ସ୍ଥଗିତ ରଖାଯାଇଛି । ଶୁକ୍ରବାର ସକାଳେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀମାନେ ହଙ୍ଗାମା କରିଥିଲେ । ସଭାପତି ଜଗଦୀପ ଧନଖଡ ପ୍ରଥମେ ଗୃହକୁ ମଧ୍ୟାହ୍ନ 12ଟା ଯାଏ ସ୍ଥଗିତ ରଖିଥିଲେ । ଏହାପରେ ଗ...
ଯୁଗ୍ମ ସଂସଦୀୟ କମିଟିକୁ ପଠାଗଲା ଗୋଟିଏ ଦେଶ ଗୋଟିଏ ନିର୍ବାଚନ ସହିତ ଜଡିତ ବିଧେୟକ,ଲୋକସଭା ଅନିଶ୍ଚିତ କାଳ ଯାଏ ସ୍ଥଗିତ
20-12-2024
ନୂଆଦିଲ୍ଲୀ, 20 ଡିସେମ୍ବର - ସଂସଦର ଶୀତକାଳୀନ ଅଧିବେଶନ ଅବସରରେ ଆଜି ଲୋକସଭାରେ ବିରୋଧୀଙ୍କ ହଙ୍ଗାମା ମଧ୍ୟରେ ଗୋଟିଏ ଦେଶ ଗୋଟିଏ ନିର୍ବାଚନ ସହିତ 129ତମ ସମ୍ବିଧାନ ସଂଶୋଦନ ବିଧେୟକ ଯୁଗ୍ମ ସଂସଦୀୟ କମିଟି ନିକଟକୁ ପଠାଇ ଦିଆଯାଇଛି । ଏହାପରେ ଲୋକସଭାକୁ ଅନିଶ୍ଚିତ କାଳ ଯାଏ ସ୍ଥଗିତ କରାଯାଇଛି । ଲୋକସଭାର କାର୍ଯ୍ୟ ସକାଳ 11ଟା ବେଳେ ଆରମ୍ଭ ହେବା ମାତ...
ହରିୟାଣାର ପୁର୍ବତନ ମୁଖ୍ୟମନ୍ତ୍ରୀ ଓମପ୍ରକାଶ ଚୌଟାଲାଙ୍କ ଦେହାନ୍ତ
20-12-2024
ଗୁରୁଗ୍ରାମ20 ଡିସେମ୍ବର -ହରିୟାଣାର ପୁର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଇଣ୍ଡିୟନ ନ୍ୟାସନାଲ ଲୋକଦଳ (ଇନେଲୋ)ସୁପ୍ରିମୋ ଓମପ୍ରକାଶ ଚୌଟାଲାଙ୍କ ଶୁକ୍ରବାର ଦିନ 93 ବର୍ଷ ବୟସରେ ଦେହାନ୍ତ ହୋଇଛି।ଘରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାରୁ ତାଙ୍କୁ ଶୀଘ୍ର ଗୁରୁଗ୍ରାମର ମୋଡିସିଟୀ ହସ୍ପିଟାଲ ନିଆଯାଇଥିଲା,ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ତାଙ୍କ ଦେହାନ୍...