- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
କେନ୍ଦ୍ର ଓ ରାଜ୍ଯ ବଜେଟ ଲୋକାଭିମୁଖୀ - ପୁରୀ ସାଂସଦ
02-03-2025
ପୁରୀ- ଚଳିତବର୍ଷ କେନ୍ଦ୍ର ଓ ରାଜ୍ଯ ସରକାରଙ୍କ ଦ୍ବାରା ପ୍ରସ୍ତୁତ ବଜେଟ ଲୋକାଭିମୁଖୀ ,ଲୋକପ୍ରିୟ ଓ ସବୁବର୍ଗର ଜନତାଙ୍କ ପାଇଁ ଆଦୃତ ହୋଇଛି ବୋଲି ପୁରୀ ସାଂସଦ ଡ.ସମ୍ବିତ ପାତ୍ର ମତବ୍ୟକ୍ତ କରିଛନ୍ତି । ଶନିବାର ପୂର୍ବାହ୍ନରେ ଚକ୍ରତୀର୍ଥ ରୋଡ ସ୍ଥିତ ସଂସ୍କୃତି ଭବନ ଠାରେ ବିକଶିତ ଭାରତ ପାଇଁ କେନ୍ଦ୍ର ଓ ରାଜ୍ଯ ବଜେଟ ସଂପର୍କରେ ଏକ ସାମ୍ବାଦିକ ସମ୍ମିଳନୀ ଜିଲ୍ଲା...
ଟ୍ରକ କୁ ପଛପଟୁ ଧକ୍କାଦେଲା ସ୍କର୍ପିଓ : ୩ ମୃତ, ୨ ଗୁରୁତର
02-03-2025
ବରଗଡ଼, ୧ ମାର୍ଚ୍ଚ - ମେଲଛାମୁଣ୍ଡା ଥାନା ଘେଁସ ସାନଝୋର ଠାରେ ଘଟିଥିବା ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ମୃତକମାନଙ୍କ ମଧ୍ୟରେ ମାଆ ଲିଲି ବେହେରା (୨୨), ପୁଅ ଅଂଶୁମାନ ବେହେରା (୯) ଏବଂ ଡ୍ରାଇଭର ଉଦୟ ସିଂ ସିଦାର (୪୦) ବୋଲି ଜଣାପଡିଛି । ସେହିପରି ମୃତା ଲିଲି ବେହେରାଙ୍କ ସ୍ୱାମୀ ନ...
2025-26 ଆର୍ଥିକ ବର୍ଷ ନିମନ୍ତେ 2 ଲକ୍ଷ 90 ହଜାର କୋଟି ଟଙ୍କାର ବାର୍ଷିକ ବଜେଟ ବିଧାନସଭାରେ ଉପସ୍ଥାପିତ
18-02-2025
ଭିତ୍ତିଭୂମି, ନଗର ଉନ୍ନୟନ, କୃଷି ଓ ଜଳସେଚନ, ପୁଞ୍ଜି ନିବେଶ, ବନ୍ଦର ଭିତ୍ତିକ ବିକାଶ, ଶିଳ୍ପାୟନ ଏବଂସାର୍ବଜନୀନ କ୍ରୀଡା ଭଳି କ୍ଷେତ୍ର ଉପରେ ଗୁରୁତ୍ୱ ଭୁବନେଶ୍ୱର 17 ଫେବୃଆରୀ - ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ 2025-26 ଆର୍ଥିକ ବର୍ଷ ନିମନ୍ତେ 2 ଲକ୍ଷ 90 ହଜାର କୋଟି ଟଙ୍କାର ବାର୍ଷିକ ବଜେଟ ବିଧାନସଭାରେ ଅନୁମୋଦନ ପାଇଁ ଉପସ୍ଥାପନକରିଛନ୍ତି। ଏହି ଜନକଲ୍...
ଓଡିଶା ବଜେଟ 2025-26ର ଗୁରୁତ୍ବପୂର୍ଣ୍ଣ କ୍ଷେତ୍ର
17-02-2025
ଭୁବନେଶ୍ୱର, 17ଫେବୃୟାରୀ - 2025-26 ରେ ସ୍ବାସ୍ଥ୍ୟ ସେବା କ୍ଷେତ୍ର ନିମନ୍ତେ 23,635 କୋଟି ଟଙ୍କାର ବଜେଟ ଅଟକଳ ହୋଇଛି । ଯାହା ମୋଟ ବଜେଟର 8.2 ପ୍ରତିଶତ ଏବଂ ଜିଏସଡ଼ିପିର 2.2 ପ୍ରତିଶତ ଅଟେ ।ସେହିପରି ବଜେଟରେ ଶିକ୍ଷାକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି । 2025-26ରେ ଶିକ୍ଷା କ୍ଷେତ୍ର ନିମନ୍ତେ 41,273 କୋଟି ଟଙ୍କାର ବଜେଟ ଅଟକଳ ହୋଇଥିବା ବେଳେ ଏହା ମୋଟ ବଜେଟର...