- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ନବଦାସଙ୍କ ହତ୍ୟା ଏକ ଷଡଯନ୍ତ୍ର- ସନ୍ତୋଷ ସିଂ ସାଲୁଜା
18-01-2025
ଭୁବନେଶ୍ୱର, 18 ଜାନୁଆରି - ନବଦାସଙ୍କ ହତ୍ୟା ଏକ ଷଡଯନ୍ତ୍ର । ହତ୍ୟା ପଛରେ ବଡ ଲୋକଙ୍କ ହାତ ଅଛି ବୋଲି କହିଛନ୍ତି କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା । ଗୋପାଳକୁ ମୋହରା ବନାଯାଇଛି । ଡ୍ରାମା ଫ୍ରେମ କରି ଗୋପାଳକୁ ଗିରଫ କରାଯାଇଛି । ସିବିଆଇ ତଦନ୍ତ କରାଯାଉ । ଯିଏ ବି ଷଡ଼ଯନ୍ତ୍ରରେ ଅଛନ୍ତି ଗିରଫ କରାଯାଉ ବୋଲି ସେ ଦାବି କରିଛନ୍ତି ।...
ଦୀପାଳି ଏବେ ଆଳୁ ଖୋଳୁଛନ୍ତି- ଯୋଗାଣ ମନ୍ତ୍ରୀ
18-01-2025
ଭୁବନେଶ୍ୱର, 18 ଜାନୁଆରି :- ନବ ଦାସ ହତ୍ୟାକାଣ୍ଡ ଘଟଣା ଉପରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପ୍ରତିକ୍ରିୟା ଦେଇଛନ୍ତି । ଦୀପାଳି ଏବେ ଆଳୁ ଖୋଳୁଛନ୍ତି । ଦେଖିବା ଏବେ ମହାଦେବ ବାହାରୁଛନ୍ତି କି ନାହିଁ । ସେତେବେଳେ ଏମଏଲଏ ଟିକେଟ ପାଇଁ ଚୁପ ରହିଲେ । ଏମଏଲଏହେବା ପରେ ମଧ୍ୟ ନିରବ ରହିଲେ । ନବ ଦାସଙ୍କ ହତ୍ୟା ପଛରେ ଷଡ଼ଯନ୍ତ୍ର କଣ ରହିଥିଲା ତାହା ବାହାରିବ...
ନବୀନଙ୍କ କାମକୁ ନୂତନ ଅଧ୍ୟାୟର ଶୁଭାରମ୍ଭ ବୋଲି କୁହାଯାଉଛି: ବିଜେଡି
18-01-2025
-ସିଙ୍ଗାପୁର ସହ ସହଭାଗିତା ନବୀନଙ୍କ ସମୟରେ ଆରମ୍ଭ ହୋଇଥିଲା -ବିଶ୍ୱ ଦକ୍ଷତା କେନ୍ଦ୍ର ଓ ଭାରତ ବାୟୋଟେକ ଭାକସିନ୍ ନବୀନଙ୍କ ସମୟରେ ହୋଇଥିଲା -ଡବଲ୍ ଇଞ୍ଜିନ୍ ଓ ଡବଲ ଡେକର ବସ୍ ଫେଲ୍ ଭୁବନେଶ୍ଵର : ସିଙ୍ଗାପୁର ରାଷ୍ଟ୍ରପତିଙ୍କ ଓଡିଶା ଆଗମନକୁ ବିଜୁ ଜନତା ଦଳ ସ୍ୱାଗତ କରିଥିବା ବେଳେ ନବୀନଙ୍କ ଦୂରଦର୍ଶୀ ନେତୃତ୍ୱ ଯୋଗୁଁ ସିଙ୍ଗାପୁର ରାଷ୍ଟ୍ର ସହ ସହଭାଗ...
ଲିଖିତ ଭାବେ ସିବିଆଇ ତଦନ୍ତ ପାଇଁ ଦିଅନ୍ତୁ ଦୀପାଲୀ, ମୁଖ୍ୟମନ୍ତ୍ରୀ ନିଷ୍ପତି ନେବେ – ପୃଥ୍ୱୀରାଜ ହରିଚନ୍ଦନ
16-01-2025
ଭୁବନେଶ୍ୱର, 16 ଜାନୁଆରି:- ନବ ଦାସ ହତ୍ୟା ମାମଲାରେ ଦୀପାଳିଙ୍କ ବୟାନକୁ ନେଇ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖିଛନ୍ତି । ଖାଲି ଗଣମାଧ୍ୟମ ଆଗରେ କହି ଦେଲେ ହେବନି । ଯଦି ପୂର୍ବ ସରକାର ତଦନ୍ତରେ ସେମାନେ ସନ୍ତୁଷ୍ଟ ନୁହଁନ୍ତି । ଲିଖିତ ଭାବେ ଜଣାଇଲେ ସରକାର ନିଷ୍ପତ୍ତି ନେବେ । ମୁଖ୍ୟମନ୍ତ୍ରୀ ବିଚାର କରିବେ ସିବିଆଇ ତଦନ୍ତ ହେବ କି ନାହିଁ । ଆମେ...