- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ବିଜେଡି ବର୍ତ୍ତମାନ ଧୀରେ ସୁସ୍ଥେ ଗତି କରୁଛି- ମନ୍ମଥ ରାଉତରାୟ
25-01-2025
ଭୁବନେଶ୍ୱର, 25 ଜାନୁଆରି - ସବୁ ଦଳରେ ସମାନ ଚିନ୍ତାଧାରା ବ୍ୟକ୍ତି ବିଶେଷ ମାନେ ଏକାଠି ହେବେ |ବୟସ ଓ ଅନୁଭବ ହିସାବରେ ଏକାଠି ହେବେ | ବିଜେଡି ବର୍ତ୍ତମାନ ଧୀରେ ସୁସ୍ଥେ ଗତି କରୁଛି | ସ୍ଲୋ ଏଣ୍ଡ ଷ୍ଟଡି ରେ ଗତି କରୁଛି ବିଜେଡି ବୋଲି କହିଛନ୍ତି ବିଜେଡି ନେତା ମନ୍ମଥ ରାଉତରାୟ |ଭୁଲ ହେଇଛି ଆଉ ଭୁଲ ହେବନି |ଏତେ ଭଲ କାମ କଲା ପରେ ବି ଏମିତି ରିଜଲ୍ଟ | କଣ ଭୁଲ,...
ରାଜ୍ୟସଭା ସଦସ୍ୟତାରୁ ଇସ୍ତଫା ଦେଲେ ବିଜୟସାଇ ରେଡ୍ଡୀ
25-01-2025
ନୂଆଦିଲ୍ଲୀ, 25 ଜାନୁଆରି - ରାଜନୈତିକ ଜୀବନରୁ ସନ୍ନ୍ୟାସ ନେବା ଘୋଷଣାର ଦିନକ ପରେ ଶନିବାର ୱାଇଏସଆରସିପି ନେତା ଭି ବିଜୟସାଇ ରେଡ୍ଡୀ ରାଜ୍ୟସଭାର ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି । ରେଡ୍ଡୀ ସୋସିଆଲ ମିଡିଆରେ ଏକ ପୋଷ୍ଟରେ ଲେଖିଛନ୍ତି ଯେ, ମୁଁ କୌଣସି ରାଜନୈତିକ ପାର୍ଟିରେ ସାମିଲ ହେଉନାହିଁ । ମୁଁ କୌଣସି ରାଜନୈତିକ ଫାଇଦା, ପଦ କିମ୍ବା ଆର୍ଥିକ ଫାଇଦା ପାଇଁ ଇ...
ଦାଣ୍ଡରେ ପଡ଼ିଲା ସୁରଙ୍କ ଘର କଳି ବଡ଼ ଭାଇଙ୍କ ଉପରେ ବର୍ଷିଲେ ସାନ ଭାଇ ମନ୍ମଥ
25-01-2025
ଭୁବନେଶ୍ୱର, 25 ଜାନୁଆରି:- ଦାଣ୍ଡରେ ପଡ଼ିଲା ସୁରଙ୍କ ଘର କଳି । ବଡ଼ ଭାଇଙ୍କ ଉପରେ ବର୍ଷିଲେ ସାନ ଭାଇ ମନ୍ମଥ । ନିଜ ଭାଇଙ୍କ ବିରୁଦ୍ଧରେ ବିଷୋଦଗାର କଲେ ସୁରଙ୍କ ସାନ ପୁଅ ମନ୍ମଥ ରାଉତରାୟ । କହିଲେ ସୁର ରାଉତରାୟଙ୍କ ଘରେ ଜଣେ ବ୍ୟକ୍ତି ବାରମ୍ବାର ନବୀନ ଓ ପାଣ୍ଡିଆନଙ୍କୁ ଗାଳି କରୁଛନ୍ତି । ଦିନେ ସହି ବ୍ୟକ୍ତି ବାରମ୍ବାର ଯାଇକି ନବୀନ ଓ ପାଣ୍ଡିଆନଙ୍କୁ ଦେଖା କ...
ଓଡିଶାର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଦ୍ଧପରିକର : ପ୍ରତାପ ଷଡଙ୍ଗୀ
25-01-2025
ଭଗବାନ ବିର୍ସା ମୁଣ୍ଡା ଏବଂ ସର୍ଦ୍ଦାର ପଟେଲଙ୍କ ୧୫୦ତମ ଜୟନ୍ତୀ, ସମ୍ବିଧାନ ଗୈାରବ ଅଭିଯାନ, ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଶତବାର୍ଷିକୀକୁ ମହାଆଡମ୍ବରରେ ପାଳନ କରିବା ପାଇଁ କମିଟି ଗଠିତ ଭୁବନେଶ୍ୱର, 25ଜାନୁଆରି (FMNews):-- ପୂର୍ବୋଦୟର ବିକାଶରେ ବିକଶିତ ଭାରତ ବର୍ଷ ଗଠନ ସମ୍ଭବ । ଓଡିଶାର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍...