- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ହଟ୍ଟଗୋଳ କରାଯିବାକୁ ନେଇ ବିଜେଡି ବିଧାୟକଙ୍କୁ ଘେରିଲେ ଜୟ ନାରାୟଣ
15-02-2025
କହିଲେ ପାଣ୍ଡିଆନଙ୍କ ନିର୍ଦେଶରେ ବିଜେଡି ବିଧାୟକ ମାନେ କରୁଛନ୍ତି ଗୃହକ ସମୟ ନଷ୍ଟ ଭୁବନେଶ୍ୱର, 15 ଫେବୃଆରୀ - ଚାଷୀ ମାନଙ୍କ ସମସ୍ୟାକୁ ନେଇ ମୁଖ୍ୟ ବିରୋଧୀ ଦଳ ବିଜେଡି ବିଧାୟକ ମାନଙ୍କ ଦ୍ୱାରା ହଟ୍ଟଗୋଳ କରାଯିବାକୁ ନେଇ ଟାର୍ଗେଟ କରିଛନ୍ତି ଶାସକ ଦଳର ବରିଷ୍ଠ ବିଧାୟକ ଜୟ ନାରାୟଣ ମିଶ୍ର । ଶ୍ରୀ ମିଶ୍ର ଆଜି ବିଧାନସଭାରେ କହିଥିଲେ ଯେ, ଗତ କାଲି ମୁଖ୍ୟ...
ବିଜେଡିର ବିଧାୟକ ଦଳ ବୈଠକରେ ସରକାରକୁ ଘେରିବାକୁ ରଣନୀତି
13-02-2025
ଭୁବନେଶ୍ୱର: ବିଧାନସଭାରେ ଶାସକ ଦଳକୁ ଘେରିବ ବିଜେଡି। ବିଭିନ୍ନ ପ୍ରସଙ୍ଗରେ ଉଠାଇ ବିଧାନସଭାରେ ଶାସକ ଦଳକୁ ଘେରିବା ପାଇଁ ବିରୋଧୀ ବିଜେଡି ରଣନୀତି ପ୍ରସ୍ତୁତ କରିଛି। ଆଜି ଏହାକୁ ନେଇ ବିଜେଡି ବିଧାୟକ ଦଳ ବୈଠକ ଶଙ୍ଖ ଭବନରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଅଧ୍ୟକ୍ଷତାରେ ବସିଥିଲା। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ। ନାରୀ ନିର୍ଯ୍ୟାତନା ବଢୁଛ...
ଐତିହାସିକ, ଭବିଷ୍ୟନ୍ମୋଖୀ, ସନ୍ତୁଳିତ ବଜେଟ- ଧର୍ମେନ୍ଦ୍ର ପ୍ରଧାନ
01-02-2025
ଭୁବନେଶ୍ୱର, 1 ଫେବ୍ରୁଆରି କେନ୍ଦ୍ରୀୟ ବଜେଟକୁ ପ୍ରଶଂସା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ବିକଶିତ ଭାରତର ସଂକଳ୍ପକୁ ସମର୍ପିତ ଐତିହାସିକ, ଭବିଷ୍ୟନ୍ମୋଖୀ ଓ ସନ୍ତୁଳିତ ବଜେଟ ଅଟେ । ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦେଶର ଗରିବ, ମହିଳା, ଚ...
ନବ ଦାସଙ୍କ ହତ୍ୟାକାଣ୍ଡରେ ବହୁ ମୁଣ୍ଡ ସମ୍ପୃକ୍ତ- ଜୟ ନାରାୟଣ ମିଶ୍ର
30-01-2025
ଭୁବନେଶ୍ୱର, 30 ଜାନୁଆରି -ନବ ଦାସ ହତ୍ୟାକାଣ୍ଡ ନେଇ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ବଡ଼ ବୟାନ । ନବ ଦାସଙ୍କ ହତ୍ୟାକାଣ୍ଡରେ ବହୁ ମୁଣ୍ଡ ସମ୍ପୃକ୍ତ । ତେଣୁ ରାଜ୍ୟ ସରକାରଙ୍କ ତଦନ୍ତ ଲୋକଙ୍କୁ ସନ୍ତୁଷ୍ଟ କରିପାରିବ ନାହିଁ ବୋଲି ଜୟ ନାରାୟଣ ମିଶ୍ର କହିଛନ୍ତି । ସେ କହିଛନ୍ତି ସରକାର ସ୍ଵମୋଟୋ ତଦନ୍ତ କରିପାରିବେ କି ନାହିଁ ବିଚାର ଚାଲିଛି । ଆଇନ ଅନୁଯାୟ...