- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ରାଜ୍ୟରେ ମେଡିକାଲ ପଦବୀ ପୂରଣ ଦାବି କଂଗ୍ରେସର ଦାବି
13-01-2025
ଭୁବନେଶ୍ୱର, 13 ଜାନୁୟାରୀ - ରାଜ୍ୟରେ ମେଡିକାଲ ପଦବୀ ପୂରଣ ଦାବି କଂଗ୍ରେସ ଦାବି କରିଛି । ରାଜ୍ୟରେ ଆୟୁଷ୍ମାନ ଯୋଜନା ଲାଗୁ ହେବା ନେଇ ଚୁକ୍ତିନାମାକୁ ଆମେ ସ୍ୱାଗତ କରୁଛୁ । କାରଣ ଏହାଦ୍ବାରା ସ୍ୱାସ୍ଥ୍ୟ ସେବାରେ ଓଡ଼ିଶା ବାସୀ ଙ୍କୁ ଅଧିକ ଲାଭ ମିଳିବ । କିନ୍ତୁ ଖାଲି ପଡିଥିବା ମେଡ଼ିକାଲ ପଦବୀ ପୂରଣ କରନ୍ତୁ ଓ ଭିତ୍ତିଭୂମିକୁ ପ୍ରଥମେ ରାଜ୍ୟ ସରକାର ସୁଧାରନ୍ତ...
ମହାକୁମ୍ଭର ଶୁଭକାମନା ଜଣାଇଲେ କଂଗ୍ରେସ ଅଧ୍ୟକ୍ଷ ଖଡଗେ
13-01-2025
ନୂଆଦିଲ୍ଲୀ, 13 ଜାନୁଆରି:- କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ପ୍ରୟାଗରାଜ ମହାକୁମ୍ଭର ମହାପର୍ବର ଶୁଭାରମ୍ଭ ଅବସରରେ ସୋମବାର ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭକାମନା ଜଣାଇଛନ୍ତି । ଖଡଗେ ଜାରି ଏକ ବାର୍ତ୍ତାରେ କହିଛନ୍ତି ଯେ, ଆଜି ବିଶ୍ୱର ପ୍ରାଚୀନତମ ସଂସ୍କୃତି ସଙ୍ଗମ ତୀର୍ଥରାଜ ପ୍ରୟାଗରାଜରେ ମହାକୁମ୍ଭର ଶୁଭାରମ୍ଭ ହୋଇଛି । ଏହା ଭାରତର...
ହଂସିତାଙ୍କ ସହ ବିଜେଡି ନେତାଙ୍କର ରହିଛି ସମ୍ପର୍କ-ବିଜେପି
12-01-2025
ଭୁବନେଶ୍ୱର, 12 ଜାନୁଆରି - ହଂସିତାଙ୍କ ସହ ବିଜେଡି ନେତାଙ୍କର ରହିଛି ସମ୍ପର୍କ । କଳାହାଣ୍ଡିର ବିଜେଡି ନେତା ତଥା ତତ୍କାଳୀନ ଶିଳ୍ପ ମନ୍ତ୍ରୀଙ୍କ ସହ ହଂସିତାଙ୍କ ସମ୍ପର୍କ ଥିବାର ଅଭିଯୋଗ ଆଣିଲେ ବିଜେପି ସାଂସଦ ପ୍ରଦୀପ ପୁରୋହିତ । ପ୍ରଦୀପ ପୁରୋହିତ କହିଛନ୍ତି ଶିଳ୍ପ ବିଭାଗ ନୀତି ନିୟମ ବାହାରେ ଅନେକ କାମ ହଂସିତାଙ୍କୁ ଦିଆଯାଇଛି । ଏଥିରେ ଶହ ଶହ କୋଟି ଟଙ୍କାର...
ସିଜିଏ ରିପୋର୍ଟକୁ ନେଇ ବର୍ଷିଲା ବିଜେପି, କହିଲା- ଆପଦାର ଲୁଟ୍ ମଡେଲ ସାମ୍ନାକୁ ଆସିଲା
11-01-2025
ନୂଆଦିଲ୍ଲୀ, 11 ଜାନୁଆରି :- ଦିଲ୍ଲୀ ମଦ ନୀତିକୁ ନେଇ ଶନିବାର ନିୟନ୍ତ୍ରକ ଓ ମହାଲେଖା ପରୀକ୍ଷକର ରିପୋର୍ଟକୁ ନେଇ ବିଜେପି ବଡ ଘୋଟାଲା ହୋଇଥିବା ଦାବି କରିଛି । ବିଜେପି ଅନୁସାରେ ଏହି ରିପୋର୍ଟରେ 10ଟି ତ୍ରୁଟି ଦେଖିବାକୁ ମିଳିଛି। ବିଜେପି ଦାବି କରିଛି ଯେ ଏହାକୁ ନେଇ ସରକାରୀ କୋଷରେ 2,026 କୋଟି ଟଙ୍କା କ୍ଷତି ହୋଇଛି । ପାର୍ଟି ସଭାପତି ଜେପି ନଡ୍ଡା...