- ଆରମ୍ଭ ହେଲା ମାଟ୍ରିକ୍ ପରୀକ୍ଷା
- ଅର୍ଥନୈତିକ ସର୍ଭେ ରିପୋର୍ଟ : ରାଜ୍ୟରେ ଉତ୍ପାଦନ କ୍ଷେତ୍ର ୮.୩ ପ୍ରତିଶତ ହାରରେ ବୃଦ୍ଧି ପାଇବ
- ଚଳିତ ଆର୍ଥିକ ବର୍ଷର ୧୦ ମାସ ପରେ ମଧ୍ୟ ଓଡ଼ିଶା ସରକାର ୫୦ ପ୍ରତିଶତରୁ ଅଧିକ ବଜେଟ ରାଶି ଖର୍ଚ୍ଚ କରିପାରିନାହାନ୍ତି : କ...
- ଶିଳ୍ପ ସଂସ୍ଥାଙ୍କ ଠାରୁ ଦେଢ଼ଲକ୍ଷ କୋଟି ଟଙ୍କା ସରକାର ଅସୁଲ କରୁନାହିଁ କାହିଁକି? : ଭକ୍ତ
- କେନ୍ଦ୍ରୀୟ ବଜେଟ୍ ଉପସ୍ଥାପିତ : ଅଣ-ଋଣ ପ୍ରାପ୍ତି ଏବଂ ମୋଟ ବ୍ୟୟ ଯଥାକ୍ରମେ 36.5 ଲକ୍ଷ କୋଟି ଟଙ୍କା ଏବଂ 53.5 ଲକ୍ଷ ...
ୟୁକ୍ରେନ ରୁଷର କୁର୍ସ୍କରେ ହୋଇଥିବା ଯୁଦ୍ଧରେ ଉତ୍ତର କୋରିୟାର ଅନେକ ଶହ ସୈନିକଙ୍କୁ ନିହତ କରିଛି,ଆମେରିକୀୟ ଅଧିକାରୀଙ୍କ ଦାବି
18-12-2024
ୱାଶିଂଟନ 18 ଡିସେମ୍ବର :-ୟୁକ୍ରେନର ସୈନ୍ୟମାନେ ରୁଷର କୁସ୍କ ଅଞ୍ଚଳରେ ଆରମ୍ଭ ହୋଇଥିବା ଯୁଦ୍ଧରେ ଉତ୍ତର କୋରିୟାର ଅନେକ ଶହ ସୈନିକଙ୍କୁ ନିହତ କରିଛନ୍ତି।ଏହି ଦାବି ଏକ ବରିଷ୍ଠ ଆମେରିକୀୟ ସୈନ୍ୟ ଅଧିକାରୀ କରିଛନ୍ତି।ରୁଷ ପାଇଁ ଏହା ଏକ ବଡ ଝଟକା ବୋଲି ବିବେଚନା କରାଯାଉଛି।ଉତ୍ତର କୋରିୟାର ପ୍ରାୟ 10,000 ସୈନିକ ୟୁକ୍ରେନ ବିରୋଧରେ ଲଢେଇରେ ରୁଷର ସେନାକୁ ସମର୍ଥନ...
ପାକିସ୍ଥାନର ଡୀଆଇ ଖାନ ଏବଂ ଶାଙ୍ଗଲାରେ ଆତଙ୍କୀ ଆକ୍ରମଣ,ପାଞ୍ଚ ସୁରକ୍ଷାକର୍ମୀ ନିହତ
18-12-2024
ଇସଲାମାବାଦ :ପାକିସ୍ଥାନର ଖୈବର ପଖ୍ତୁନଖ୍ୱା ପ୍ରଦେଶର ଡେରା ଇସ୍ମାଇଲ ଖାନ (ଡ୍ଆଇ ଖାନ )ଏବଂ ଶାଙ୍ଗଲାରେ 24 ଘଣ୍ଟା ମଧ୍ୟରେ ଦୁଇଟି ପୃଥକ ପୃଥକ ଆତଙ୍କବାଦୀ ଆକ୍ରମଣରେ ପାଞ୍ଚ ସୁରକ୍ଷାକର୍ମୀ ପ୍ରାଣ ହରାଇଛନ୍ତି।ଆତଙ୍କବାଦୀମାନେ ଡେରା ଇସ୍ମାଇଲ ଖାନରେ ଏକ ଆଇଇଡୀ ବିସ୍ଫୋରଣ ଏବଂ ଶାଙ୍ଗଳା ଜିଲ୍ଲାରେ ଏକ ପୋଲିସ ପୋଷ୍ଟ ଉପରେ ଆକ୍ରମଣ କରିଥିଲେ। ଡନ ଖବରକାଗଜ ଅନୁଯ...
ଦୁଇ ଦିନିଆ ଗସ୍ତରେ ପ୍ରଧାନମନ୍ତ୍ରୀ ଯିବେ କୁଏତ
18-12-2024
ନୂଆଦିଲ୍ଲୀ, ୧୮ ଡିସେମ୍ବର - କୁଏତର ଆମୀର ଶେଖ ମେଶଲ ଅଲ-ଅହମ୍ମଦ ଅଲ-ଜବର ଅଲ-ସବାଙ୍କ ନିମନ୍ତ୍ରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡିସେମ୍ବର ୨୧-୨୨ ରେ କୁଏତ ଗସ୍ତ କରିବେ। ୪୩ ବର୍ଷ ମଧ୍ୟରେ କୁଏତକୁ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ଗସ୍ତ ହେବ। ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ କୁଏତର ନେତୃତ୍ୱ ସହ ଆଲୋଚନା କରିବେ। କୁଏତରେ ଭାରତୀୟ...
ଇସ୍ରାଏଲର ଆକ୍ରମଣରେ ଥରିଲା ସିରିଆ
17-12-2024
ତେଲ ଅଭିବ: ଏଚଟିଏସ ବିଦ୍ରୋହୀମାନଙ୍କ ଦ୍ବାରା ସିରିଆ ଦଖଲ ହେବା ପରେ ଇସ୍ରାଏଲର ଏକ ସଦ୍ୟତମ ଆକ୍ରମଣରେ ଉତ୍ତର-ପଶ୍ଚିମ ସିରିଆର ଟାର୍ଟସ୍ ସହରକୁ ଇସ୍ରାଏଲ୍ ବାୟୁସେନା ଟାର୍ଗେଟ କରିଥିଲା। କୁହାଯାଉଛି ଯେ, ଗତ ୧୨ ବର୍ଷ ମଧ୍ୟରେ ସିରିଆରେ ଏହା ହେଉଛି ସବୁଠାରୁ ବଡ଼ ଇସ୍ରାଏଲ ଆକ୍ରମଣ। ଏହାଯୋଗୁ ଏକ ଭୂକମ୍ପ ସୃଷ୍ଟି ହୋଇଛି। ରିକ୍ଟର ସ୍କେଲରେ ଏହାର ତୀ...