- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ଭାରତ-ପାକିସ୍ତାନ ପରସ୍ପର ଜେଲରେ ଥିବା କଏଦୀଙ୍କ ସୂଚୀ ପ୍ରକାଶ କଲେ- ବୈଦେଶିକ ମନ୍ତ୍ରାଳୟ
01-01-2025
ନୂଆଦିଲ୍ଲୀ, 1 ଜାନୁଆରି:- ଭାରତ ଓ ପାକିସ୍ତାନ ବୁଧବାର ପରସ୍ପରର ଜେଲରେ ବନ୍ଦ ନାଗରିକ କଏଦୀଙ୍କ ତାଲିକା ଆଦାନ ପ୍ରଦାନ କରିଛନ୍ତି । ଭାରତ 81 ମତ୍ସ୍ୟଜୀବୀଙ୍କ ସହିତ 462 ପାକିସ୍ତାନ କଏଦୀ ଓ ପାକିସ୍ତାନ 217 ମତ୍ସ୍ୟଜୀବୀଙ୍କ ସହିତ 266 ଭାରତୀୟ କଏଦୀଙ୍କ ତାଲିକା ବାଂଟିଛନ୍ତି । ବୈଦେଶିକ ମନ୍ତ୍ରାଳୟ ଏକ ବୟାନରେ କହିଛି ଯେ, 2008ରେ ହୋଇଥିବା ଦ୍ୱିପାକ୍ଷିକ...
ମୃତ୍ୟୁଦଣ୍ଡ ସମାପ୍ତ କଲା ଜିମ୍ବାୱେ, ରାଷ୍ଟ୍ରପତି ମନାଂଗାଗ୍ୱା ଆଇନକୁ ଦେଲେ ମଂଜୁରୀ
01-01-2025
ହରାରେ, 1 ଜାନୁଆରି - ଜିମ୍ବାୱେ ମୃତ୍ୟୁଦଣ୍ଡ ସମାପ୍ତ କରିଛି । ଏହା ସେହି ଦେଶରେ ବ୍ୟାପକ ଭାବେ ଅପେକ୍ଷିତ ପଦକ୍ଷେପ ଥିଲା, ଯେଉଁଥିରେ ପ୍ରାୟ ଦୁଇ ଦଶନ୍ଧି ପୂର୍ବେ ଶେଷ ଥର ପାଇଁ ସଜା ଦିଆଯାଇଥିଲା । 1960ର ଦଶନ୍ଧିରେ ସ୍ୱାଧୀନତା ସଂଗ୍ରାମ ସମୟରେ ରାଷ୍ଟ୍ରପତି ଏମର୍ସନ ମନାଂଗଗ୍ୱାଙ୍କୁ ମୃତ୍ୟୁ ଦଣ୍ଡର ସାମ୍ନା କରିବାକୁ ପଡିଥିଲା । ସଂସଦରେ ଏକ ବିଧେୟକ ପାରିତ...
ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜିମି କାର୍ଟରଙ୍କ ଶହେ ବର୍ଷ ବୟସରେ ବିୟୋଗ
30-12-2024
ୱାଶିଂଟନ, 30 ଡିସେମ୍ବର- ଆମେରିକାର 39ତମ ରାଷ୍ଟ୍ରପତି ଜିମି କାର୍ଟରଙ୍କର ଶହେ ବର୍ଷ ବୟସରେ ରବିବାର ବିୟୋଗ ହୋଇଛି । ସେ ଆମେରିକାର ସବୁଠୁ ଦୀର୍ଘ ସମୟ ଯାଏ ଜୀବିତ ରହିଥିବା ରାଷ୍ଟ୍ରପତି ଅଟନ୍ତି । ଜିମି କାର୍ଟର ଗରିବ ଓ ବଂଚିତଙ୍କ ସେବା ଓ ସେମାନଙ୍କ ଅଧିକାରର ଓକିଲାତି କରିଥିବା ମାନବବାଦୀ ନେତା ଭାବେ ଜଣାଶୁଣା । ଜିମି କାର୍ଟରଙ୍କ ବିୟୋଗରେ ରାଷ୍ଟ୍ରପତ...
ଡା.ମନମୋହନ ସିଂହଙ୍କ ଦେହାନ୍ତରେ ନେପାଳର ରାଷ୍ଟ୍ରପତି ,ପ୍ରଧାନମନ୍ତ୍ରୀ ସମେତ ପ୍ରମୁଖ ନେତାମାନେ ଦୁଃଖପ୍ରକାଶ କରିଛନ୍ତି
27-12-2024
କାଠମାଣ୍ଡୁ 27 ଡିସେମ୍ବର-ଭାରତର ପୁର୍ବତନ ପ୍ରଧାନମନ୍ତ୍ରୀ ଡା.ମନମୋହନ ସିଂହଙ୍କ ଦେହାନ୍ତରେ ନେପାଳର ରାଷ୍ଟ୍ରପତି ,ପ୍ରଧାନମନ୍ତ୍ରୀ ,ଅନେକ ପୁର୍ବତନ ପ୍ରଧାନମନ୍ତ୍ରୀ ସମେତ ପ୍ରମୁଖ ଦଳର ନେତାମାନେ ଦଃଖପ୍ରକାଶ କରିଛନ୍ତି। ଏହି ସମସ୍ତ ନେତାମାନେ ସ୍ୱର୍ଗତ ମନମୋହନ ସିଂହଙ୍କ ସହ ନିଜର ସ୍ମୃତି ବାଣ୍ଟିଥିଲେ। ନେପାଳର ରାଷ୍ଟପତି ରାମଚନ୍ଦ୍ର ପେଡୋଲ ଏକ ବିବୃତ୍ତି...