- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ପାକିସ୍ତାନର ଆଫଗାନିସ୍ଥାନରେ ଏୟାରଷ୍ଟ୍ରାଇକ : 15ଜଣଙ୍କ ମୃତ୍ୟୁ
25-12-2024
କାବୁଲ, 25 ଡିସେମ୍ବର ଆଫଗାନିସ୍ତାର ପକ୍ତିକା ଅଂଚଳର ବରମଲ ଜିଲ୍ଲାରେ ପାକିସ୍ତାନର ଏୟାରଷ୍ଟ୍ରାଇକରେ ମହିଳା ଓ ଶିଶୁଙ୍କ ସହିତ ଅତିକମରେ 15ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ସଂଖ୍ୟା ବଢିବାର ଆଶଙ୍କା କରାଯାଉଛି । ଏହି ଆକ୍ରମଣରେ ଆଫଗାନିସ୍ତାନ କ୍ରୋଧିତ ହେବା ସହ ପାକିସ୍ତାନକୁ ଜବାବ ଦେବାକୁ ଧମକ ଦେଇଛି । ସ୍ଥାନୀୟ ମିଡିଆ ମୁତାବକ ପାକିସ୍ତା...
ନେପାଳ ଚୀନ ମଧ୍ୟରେ ପ୍ରସ୍ତାବିତ ରେଳଲାଇନ ଉପରେ ଆନ୍ଦୋଳନ ତୀବ୍ର
23-12-2024
କାଠମାଣ୍ଡୁ 23 ଡିସେମ୍ବର-ନେପାଳ ଏବଂ ଚୀନ ମଧ୍ୟରେ ବେଲ୍ଟ ଏଣ୍ଡ ରୋଡ ଇନିସିଏଟିବ ନିୟୋଜନ ଚୁକ୍ତିନାମା ସ୍ୱାକ୍ଷର ହେବା ପରେ ଦୁଇ ଦେଶ ମଧ୍ୟରେ ରେଳଲାଇନ ନିର୍ମାଣକୁ ନେଇ ଆନ୍ଦୋଳନ ତୀବ୍ର ହୋଇଛି।ଏହି ଚୁକ୍ତିରେ ଚୀନର ସୀମା କରୁଙ୍ଗରୁ କାଠମାଣ୍ଡୁକୁ ସଂଯୋଗ କରିବା ପାଇଁ ରେଳଲାଇନ ନିର୍ମାଣ ପ୍ରକଳ୍ପକୁ ଅନ୍ତର୍ଭୁକ୍ତ କରାଯାଇଛି।ଉଭୟ ଦେଶର ବିଭିନ୍ନ ମନ୍ତ୍ରାଳୟ ସହ ଜ...
ବାପା ଡୋନାଲ୍ଡ ଟ୍ରମ୍ପଙ୍କ ନୂଆ ସରକାରରେ ନଜର ଆସିବେ ନାହିଁ ଇଭାଙ୍କା
23-12-2024
ରାଜନୀତିକୁ ଅଲ୍ବିଦା କହିଲେ ଇଭାଙ୍କା ଟ୍ରମ୍ପ । ଏବେ ସେ ତାଙ୍କ ବାପା ଡୋନାଲ୍ଡ ଟ୍ରମ୍ପଙ୍କ ନୂଆ ସରକାରରେ ନଜର ଆସିବେ ନାହିଁ। ସେ ଏବେ ତାଙ୍କ ସ୍ବାମୀଙ୍କ ସହ ଫ୍ଲୋରିଡାରେ ରହୁଛନ୍ତି । ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ବାରା ନିଆଯାଇଥିବା ନିଷ୍ପତ୍ତି ପାଇଁ ଇଭାଙ୍କାଙ୍କୁ ଅନେକ ସମୟରେ ଲଗାତର ଯାଞ୍ଚ ଓ ସମାଲୋଚନାର ଶିକାର ହେବାକୁ ପଡିଥିଲା । ଏହାକୁ ନିୟନ୍ତ୍ରିତ କର...
ବ୍ରାଜିଲରେ 10 ଯାତ୍ରୀଙ୍କୁ ନେଇଯାଉଥିବା ବିମାନ ଦୁର୍ଘଟଣାଗ୍ରସ୍ତ
23-12-2024
ବ୍ରାସିଲିୟା, 23 ଡିସେମ୍ବର - ଦକ୍ଷିଣ ବ୍ରାଜିଲର ପର୍ଯ୍ୟଟକ ସହର ଗ୍ରୈମାଡୋରେ 10 ଯାତ୍ରୀଙ୍କୁ ନେଇକରିଯାଉଥିବା ଛୋଟ ବିମାନ ଦୋକାନରେ ମାଡ ହେବା ପରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ନାଗରିକ ଓ ପ୍ରତିରକ୍ଷା ଅଧିକାରୀମାନେ ସମସ୍ତ ଯାତ୍ରୀ ମୃତ୍ୟୁବରଣ କରିଥିବା ନେଇ ଆଶଙ୍କା କରୁଛନ୍ତି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ରିୟୋ ଗ୍ରାଣ୍ଡେ...