BIG NEWS
ବଲାଙ୍ଗିରରେ ନିଶା କାରବାର, ଗୋଷ୍ଠି ସଂଘର୍ଷରେ ଜଣେ ଗୁରୁତର
ଗୁଜରାଟ- ଘରେ ନିଆଁ ଲାଗି ଗୋଟିଏ ପରିବାରର 4ଜଣଙ୍କ ମୃତ୍ୟୁ
ସୂଚନା କମିଶନରଙ୍କ ବହିଷ୍କାର ଦାବୀରେ ସୂଚନା ଅଧିକାର କର୍ମୀଙ୍କ ବିକ୍ଷୋଭ ପ୍ରଦର୍ଶନ
Blast in Turbat, Balochistan, Pakistan, four killed, 32 injured

ପାକିସ୍ଥାନର ବେଲୁଚିସ୍ଥାନର ତୁରବତରେ ବିସ୍ଫୋରଣ ,ଚାରି ମୃତ,32 ଆହତ

 05-01-2025

ଇସ୍ଲାମାବାଦ 5 ଜାନୁଆରୀ:-ପାକିସ୍ଥାନର ବେଲୁଚିସ୍ଥାନର ତୁରବତ ସହରରେ ଶନିବାର ହୋଇଥିବା ବିସ୍ଫୋରଣରେ ଅତି କମରେ ଚାରିଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ 32ଜଣ ଆହତ ହୋଇଛନ୍ତି।ସେମାନଙ୍କ ମଧ୍ୟରୁ ପାଞ୍ଚ ଜଣଙ୍କ ଅବସ୍ଥା ଗୁରୁତର ରହିଛି।ଆହତମାନଙ୍କ ମଧ୍ୟରୁ ଜଣେ ବରିଷ୍ଠ ପୋଲିସ ଅଧିକାରୀ ଏବଂ ତାଙ୍କ ପରିବାରର ଛଅ ସଦସ୍ୟ ମଧ୍ୟ ସାମିଲ ଅଛନ୍ତି।ନିଷିଦ୍ଧ ବେଲୁଚିସ୍ଥାନ...

Decision on US President-elect Donald Trump's attire to be made on January 10

ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସଜା ଉପରେ ଜାନୁୟାରୀ 10ରେ ନିଷ୍ପତି

 04-01-2025

ନ୍ୟୁୟର୍କ, 4 ଜାନୁଆରି:- ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହସ୍ ମନି କେସରେ ଜାନୁୟାରୀ 10ରେ କୋର୍ଟଙ୍କ ସମ୍ମୁଖରେ ହାଜର ହେବେ । ଜଷ୍ଟିସ ଜୁଆନ ଏମ.ମର୍ଚନ ଏହି କେସରେ ସଜା ଉପରେ ନିଷ୍ପତି ଶୁଣାଇବା ପାଇଁ ଏହି ତାରିଖ ଧାର୍ଯ୍ୟ କରିଛନ୍ତି । କୋର୍ଟ ଶୁକ୍ରବାର ଜଣେ ପର୍ନ ଷ୍ଟାରଙ୍କୁ ଚୁପ ରହିବା ପାଇଁ ରକମ ଦେଇଥିବା ଅଭିଯୋଗରେ ଟ୍ରମ୍ପଙ୍କ...

Two killed, 18 injured after plane crashes into warehouse in US city of Fullerton

ଆମେରିକାର ପୁଲର୍ଟନ ସହରରେ ବିମାନ ଗୋଦାମକୁ ଧକ୍କା ଦେଇ ଦୁଇଜଣଙ୍କର ମୃତ୍ୟୁ ଘଟିଛି,18ଜଣ ପୋଡି ଯାଇଛନ୍ତି

 03-01-2025

ୱାଶିଂଟନ3 ଜାନୁଆରୀ (FMNews)-ଦକ୍ଷିଣ କାର୍ଲିଫନିୟାର ଫୁଲର୍ଟନ ସହରରେ ଗୁରୁବାର ହୋଇଥିବା ବିମାନ ଦୁର୍ଘଟଣାରେ ଦୁଇଜଣଙ୍କର ମୃତ୍ୟୁ ଘଟିଛିଏବଂ ଅତିକମରେ 18ଜଣ ପୋଡି ଯାଇଛନ୍ତି।କୁହାଯାଉଛି ଯେ ଏକ ଛୋଟ ବିମାନ ବ୍ୟବସାୟିକ ଗୋଦାମର ଛାତରେ ଧକ୍କା ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।ଏହି ସମୟରେ ନିଆଁ ଲାଗିଯାଇଥିଲା।ଗୋଦାମରୁ 100 ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା...

India and Pakistan release list of prisoners in each other's jails - Ministry of External Affairs

ଭାରତ-ପାକିସ୍ତାନ ପରସ୍ପର ଜେଲରେ ଥିବା କଏଦୀଙ୍କ ସୂଚୀ ପ୍ରକାଶ କଲେ- ବୈଦେଶିକ ମନ୍ତ୍ରାଳୟ

 01-01-2025

ନୂଆଦିଲ୍ଲୀ, 1 ଜାନୁଆରି:- ଭାରତ ଓ ପାକିସ୍ତାନ ବୁଧବାର ପରସ୍ପରର ଜେଲରେ ବନ୍ଦ ନାଗରିକ କଏଦୀଙ୍କ ତାଲିକା ଆଦାନ ପ୍ରଦାନ କରିଛନ୍ତି । ଭାରତ 81 ମତ୍ସ୍ୟଜୀବୀଙ୍କ ସହିତ 462 ପାକିସ୍ତାନ କଏଦୀ ଓ ପାକିସ୍ତାନ 217 ମତ୍ସ୍ୟଜୀବୀଙ୍କ ସହିତ 266 ଭାରତୀୟ କଏଦୀଙ୍କ ତାଲିକା ବାଂଟିଛନ୍ତି । ବୈଦେଶିକ ମନ୍ତ୍ରାଳୟ ଏକ ବୟାନରେ କହିଛି ଯେ, 2008ରେ ହୋଇଥିବା ଦ୍ୱିପାକ୍ଷିକ...