- ଆରମ୍ଭ ହେଲା ମାଟ୍ରିକ୍ ପରୀକ୍ଷା
- ଅର୍ଥନୈତିକ ସର୍ଭେ ରିପୋର୍ଟ : ରାଜ୍ୟରେ ଉତ୍ପାଦନ କ୍ଷେତ୍ର ୮.୩ ପ୍ରତିଶତ ହାରରେ ବୃଦ୍ଧି ପାଇବ
- ଚଳିତ ଆର୍ଥିକ ବର୍ଷର ୧୦ ମାସ ପରେ ମଧ୍ୟ ଓଡ଼ିଶା ସରକାର ୫୦ ପ୍ରତିଶତରୁ ଅଧିକ ବଜେଟ ରାଶି ଖର୍ଚ୍ଚ କରିପାରିନାହାନ୍ତି : କ...
- ଶିଳ୍ପ ସଂସ୍ଥାଙ୍କ ଠାରୁ ଦେଢ଼ଲକ୍ଷ କୋଟି ଟଙ୍କା ସରକାର ଅସୁଲ କରୁନାହିଁ କାହିଁକି? : ଭକ୍ତ
- କେନ୍ଦ୍ରୀୟ ବଜେଟ୍ ଉପସ୍ଥାପିତ : ଅଣ-ଋଣ ପ୍ରାପ୍ତି ଏବଂ ମୋଟ ବ୍ୟୟ ଯଥାକ୍ରମେ 36.5 ଲକ୍ଷ କୋଟି ଟଙ୍କା ଏବଂ 53.5 ଲକ୍ଷ ...
ଶେଖ୍ ହସିନାଙ୍କ ବିରୁଦ୍ଧରେ ଦ୍ୱିତୀୟ ୱାରେଂଟ ଜାରି କଲା ଆଇସିଟି
07-01-2025
ଢାକା, 7 ଜାନୁଆରି:- ବାଂଲାଦେଶର ଅନ୍ତର୍ଜାତୀୟ ଅପରାଧିକ ନ୍ୟାୟାଧିକରଣ ଅପଦସ୍ତ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଓ 11ଅନ୍ୟ ଲୋକଙ୍କ ବିରୁଦ୍ଧରେ ସୋମବାର ଗିରଫଦାରି ୱାରେଂଟ ଜାରି କରିଛି । ଆଇସିଟି ଯେଉଁ ଲୋକଙ୍କ ବିରୁଦ୍ଧରେ ୱାରେଂଟ ଜାରି କରିଛି, ସେଥିରେ ପୂର୍ବତନ ଜେନେରାଲ ଓ ଜଣେ ପୂର୍ବତନ ପୋଲିସ ମୁଖ୍ୟଙ୍କ ସମେତ 11ଜଣଙ୍କ ନାମ ରହିଛି । ଶେଖ୍ ହସିନାଙ୍କ ବିର...
କାନାଡାର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଜଷ୍ଟିନ ଟ୍ରୁଡୋ
07-01-2025
ଓଟାୱା, 7 ଜାନୁଆରି:-କିଛି ଦିନ ଧରି ଚାଲିଥିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ସୋମବାର ରାତିରେ କ୍ଷମତାସୀନ ଲିବରାଲ ପାର୍ଟିର ନେତା ଓ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ଦେଶକୁ ସଂବୋଧିତ କରି ଟ୍ରୁଡୋ କହିଛନ୍ତି ଯେ, କାର୍ଯ୍ୟାଳୟରେ ସେବା କରିବା ପାଇଁ କୃତଜ୍ଞତା ଜଣାଉଛି । ତେବେ ଆଗାମୀ ନିର୍ବାଚନ ପାଇଁ...
ନେପାଳ-ତିବେତ୍ ରେ ଭୂକମ୍ପ, 95 ଜଣଙ୍କ ମୃତ୍ୟୁ,130 ଆହତ
07-01-2025
କାଠମାଣ୍ଡୁ, 7 ଜାନୁଆରି :- ନେପାଳ-ତିବେତ୍ ରେ ପୁଣି ଥରେ ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ 7.1 ରେକର୍ଡ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ,ଭୂକମ୍ପରେ ବର୍ତ୍ତମାନ ସୁଧା 95 ଜଣଙ୍କର ମୃତ୍ୟୁ ହୋଇଥିଲାବେଳେ ଏଥିରେ 130 ଜଣ ଆହତ ହୋଇଛନ୍ତି। ଭୂକମ୍ପ ମାପନ କେନ୍ଦ୍ର ମୁତାବକ ନେପାଳରେ ପ୍ରଥମ ଝଟ୍କା ପରେ ପୁ...
ଚୀନରେ ବଢୁଛି ଏଚଏମପିଭି ରୋଗୀଙ୍କ ସଂଖ୍ୟା, ଭାରତରେ ଶ୍ୱାସଜନିତ ରୋଗରେ ହୋଇନି ବୃଦ୍ଧି- ସ୍ୱାସ୍ଥ୍ୟ ସଚିବ
07-01-2025
ନୂଆଦିଲ୍ଲୀ, 7 ଜାନୁଆରି କେନ୍ଦ୍ର ସ୍ୱାସ୍ଥ୍ୟସଚିବ ପୁଣ୍ୟ ସଲିଳା ଶ୍ରୀବାସ୍ତବ ମଙ୍ଗଳବାର ଭିସି ଜରିଆରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳ ସହ ବୈଠକର ଅଧ୍ୟକ୍ଷତା କରିଛନ୍ତି । ଏହି ବୈଠକରେ ଦେଶରେ ଶ୍ୱାସ ଜନିତ ରୋଗୀର ସମୀକ୍ଷା କରାଯାଇଛି । ବୈଠକରେ ଚୀନରେ ହ୍ୟୁମାନ ମେଟାନ୍ୟୁମୋ ଭାଇରସ ମାମଲାରେ ବୃଦ୍ଧି ନେଇ ମିଡିଆ କବର ପରେ ଦେଶରେ ଏଚଏମପିଭି ମାମଲାର ସ...