- କରାଚୀ ସପିଂ ପ୍ଲାଜାରେ ନିଆଁ ଲାଗି ମୃତ୍ୟୁବରଣ କରିଥିବା ଲୋକଙ୍କ ସହଖ୍ୟା 8ରେ ପହଂଚିଲା, 58ରୁ ଅଧିକ ନିଖୋଜ
- ଶିଳ୍ପପତିମାନେ ଝାରସୁଗୁଡା ସ୍ୱାର୍ଥକୁ ଅଣଦେଖା କରିଛନ୍ତି : ଭକ୍ତ
- ଯଦି କଂଗ୍ରେସ ପାଇଁ କାର୍ଯ୍ୟ କରିବା ନାହିଁ ତେବେ ତାହା ନିଜ ପ୍ରତି ବିଶ୍ୱାସଘାତକତା ହେବ- ଭକ୍ତ
- ନିର୍ମମ ବ୍ୟବହାର କରି କଣ ଆମେ ଧର୍ମ ପ୍ରସାର କରି ପାରିବା ? : ଭକ୍ତ
- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହଙ୍କ ବିୟୋଗରେ କେନ୍ଦ୍ର କ୍ୟାବିନେଟର ଶୋକ ପ୍ରକାଶ : ୭ ଦିନ ପାଇଁ ରାଷ୍ଟ୍ରୀୟ ଶୋକ ଘୋଷଣା
27-12-2024
ନୂଆଦିଲ୍ଲୀ, 27 ଡିସେମ୍ବର - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କ ବିୟୋଗରେ ଶୋକ ସଂକଳ୍ପ ପାରିତ ହୋଇଛି। ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରି ମନମୋହନ ସିଂହଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲା କ୍ୟାବିନେଟ୍ । ଏଥିସହିତ ୧ ଜାନୁଆରୀ ୨୦୨୫ ପର୍ଯ୍ୟନ୍ତ ୭ ଦ...
କାଲି ସକାଳ ସାଢେ 9ଟାରେ କଂଗ୍ରେସ ମୁଖ୍ୟାଳୟରୁ ଆରମ୍ଭ ହେବ ଡ.ମନମୋହନ ସିଂହଙ୍କ ଅନ୍ତିମ ଯାତ୍ରା- କେସି ବେଣୁଗୋପାଳ
27-12-2024
ନୂଆଦିଲ୍ଲୀ, 27 ଡିସେମ୍ବର- ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ପାର୍ଥିକ ଶରରର ଶନିବାର ସକାଳ 8ଟା ବେଳେ ଏଆଇସିସି ମୁଖ୍ୟାଳୟ ଅଣାଯିବ, ଏଠାରେ ସାଧାରଣ ଲୋକେ ଓ କଂଗ୍ରେସର କାର୍ଯ୍ୟକର୍ତ୍ତା ସକାଳ ସାଢେ 8ଟାରୁ ସାଢେ 9ଟା ଯାଏ ଶ୍ରଦ୍ଧାଂଜଳି ଅର୍ପଣ କରିବେ । ତାଙ୍କ ଅନ୍ତିମ ଯାତ୍ରା କାଲି ସକାଳ ସାଢେ 9ଟାରୁ ଏଆଇସିସି ମୁଖ୍ୟାଳୟରୁ ଆରମ୍ଭ ହେବ । କଂଗ୍...
କର୍ଣ୍ଣାଟକରୁ ଦିଲ୍ଲୀ ଫେରିଲେ ଖଡଗେ, ରାହୁଲ ଓ ବେଣୁଗୋପଳ,ଡ.ମନମୋହନଙ୍କ ପରିଜନଙ୍କୁ ଭେଟିଲେ
27-12-2024
ନୂଆଦିଲ୍ଲୀ, 27 ଡିସେମ୍ବର:- କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ଲୋକସଭାରେ ବିରୋଧୀ ଦଳ ନୋ ରାହୁଲ ଗାନ୍ଧୀ ଓ ପାର୍ଟିର ମହାସଚିବ କେସି ବେଣୁଗୋପାଳ ଆଜି ଭୋର ସମୟରେ ବେଲଗାମରୁ ଦିଲ୍ଲୀରେ ପହଂଚିଛନ୍ତି । ଏବଂ ଦିବଂଗତ ପୂର୍ବତନ ପ୍ରଧାନମନ୍ତ୍ରୀ ଡ.ମନମୋହନ ସିଂହଙ୍କ ବାସଭବନକୁ ଯାଇଛନ୍ତି । ସେଠାରେ ସେ ଡ.ସିଂହଙ୍କୁ ଶ୍ରଦ୍ଧାଂଜଳି ଅର୍ପଣ କ...
7ଦିନ ଯାଏ ସମସ୍ତ କାର୍ଯ୍ୟକ୍ରମ ରଦ୍ଦ କଲା କଂଗ୍ରେସ
27-12-2024
ନୂଆଦିଲ୍ଲୀ, 27 ଡିସେମ୍ବର -ଦିବଂଗତ ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂଙ୍କ ସମ୍ମାନରେ କଂଗ୍ରେସର ସ୍ଥାପନା ଦିବସ ସମାରୋହ ସହିତ ସମସ୍ତ ଔପଚାରିକ କାର୍ଯ୍ୟକ୍ରମ ଆଗାମୀ 7ଦିନ ଯାଏ ରଦ୍ଦ କରାଯାଇଛି । କଂଗ୍ରେସ ପାର୍ଟିର ରାଷ୍ଟ୍ରୀୟ ମହାସଚିବ କେସି ବେଣୁଗୋପାଳ ଗତକାଲି ରାତିରେ ଏହି ସୂଚନା ଦେଇଛନ୍ତି । କେସି ବେଣୁଗୋପାଳ କହିଛନ୍ତି ଯେ, ରଦ୍ଦ କରାଯାଇ...