ସୁରଟର ହଜିରାରେ ଆର୍ସେଲର ମିତ୍ତଲ ଷ୍ଟିଲ ପ୍ଲାଂଟରେ ଭୟାବହ ଅଗ୍ନିକାଣ୍ଡ, 4 ମୃତ
01-01-2025
ସୁରଟ, 1 ଜାନୁଆରି - ଗୁଜରାଟର ସୁରଟର ହଜିରା ସ୍ଥିତ ଆର୍ସେଲର ମିତ୍ତଲ ନିପୋନ ଷ୍ଟିଲ କଂପାନୀର ପ୍ଲାଂଟରେ ମଙ୍ଗଳବାର ଭୟାବହ ଅଗ୍ନିକାଣ୍ଡ ହୋଇଛି । ଏହି ଘଟଣାରେ 4ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଅନ୍ୟ ଜଣେ ପୋଡି ଯାଇ ଗୁରୁତର ଆହତ ହୋଇଛନ୍ତି । ନିଆଁ ଏତେ ଭୟାବହ ଥିଲା ଯେ, ଚାରିଜଣଙ୍କ ମୃତଦେହକୁ ଚିହ୍ନଟ କରିବା ମୁସ୍କିଲ ହୋଇପଡିଛି । ପ୍ରଶାସନର ଡିଏନଏ ଟେ...
ଐତିହାସିକ ତୃତୀୟ ପାଳି: ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱର ପୁନର୍ବାର ବିଜୟ
01-01-2025
ଅସ୍ଥିର ବିଶ୍ୱରେ ସ୍ଥିର ନେତୃତ୍ୱର ପରିଚୟ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଐତିହାସିକ ୨୦୨୪ ନିର୍ବାଚନରେ ଦେଖିବାକୁ ମିଳିଛି ଏକାଧିକ ବ୍ୟତିକ୍ରମ ଓଡ଼ିଶା ସମେତ ରାଜ୍ୟ ବିଧାନସଭା ନିର୍ବାଚନରେ ବିଜେପି ଓ ଏନଡିଏକୁ ଅଭୂତପୂର୍ବ ସଫଳତା ନୁଆଦିଲ୍ଲୀ:- ୨୦୨୪ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଐତିହାସିକ ତୃତୀୟ ବିଜୟ କେବଳ...
ପର୍ଯ୍ୟଟକଙ୍କ ପାଇଁ ଭୂସ୍ଵର୍ଗ ପାଲଟିଲା ଦେବଭୂମି
31-12-2024
ଡେହରାଡୁନ, ୩୧ ଡିସେମ୍ବର - ନବବର୍ଷ ଆରମ୍ଭ ହେବାକୁ ଆଉ କିଛି ଘଂଟା ବାକି ଅଛି । ଦେଶର ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକ ମାନେ ଉତ୍ସବ ମନାଇବାକୁ ଦେବଭୂମି ଉତରାଖଣ୍ଡର ବରଫ ଆଚ୍ଛାଦିତ ଅଂଚଳରେ ଭିଡ଼ ଜମାଇଲେଣି । ଚା ବଗିଚା ଏବଂ ହିମାଳୟର କୋଳରେ ରହିଥିବା ଏହି ଆକର୍ଷକ ପର୍ଯ୍ୟଟନ ସ୍ଥଳ ପର୍ଯ୍ୟଟକଙ୍କ ପାଇଁ ଭୂସ୍ୱର୍ଗ ପାଲଟିଛି । ନୈନିତାଲ ସହରରେ ଏହି ସମୟରେ ଅଦ୍ଭୁତ ଦୃ...
ନବବର୍ଷ ଏବଂ ଶୀତକାଳୀନ ଚାରିଧାମ ଯାତ୍ରାକୁ ନେଇ ଉତରାଖଣ୍ଡ ପୋଲିସ ସତର୍କ
31-12-2024
ଡେହରାଡୁନ, ୩୧ ଡିସେମ୍ବର- ନବବର୍ଷ- ୨୦୨୫ ଏବଂ ଶୀତକାଳୀନ ଚାରିଧାମ ଯାତ୍ରାକୁ ଦୃଷ୍ଟିରେ ରଖି ଉତରାଖଣ୍ଡ ପୋଲିସ ଶ୍ରଦ୍ଧାଳୁ ଏବଂ ପର୍ଯ୍ୟଟକଙ୍କ ସୁରକ୍ଷା ଏବଂ ଯାତାୟାତ ପରିଚାଳନା ନିମନ୍ତେ ବ୍ୟାପକ ପ୍ରସ୍ତୁତି କରିଛି । ପୋଲିସ ଅତିରିକ୍ତ ମହାନିର୍ଦ୍ଦେଶକ (ଅପରାଧ ଓ ଆଇନ ବ୍ୟବସ୍ଥା) ବି. ମୁରୁଗେଶନ ଗଢ଼ବାଲ ଏବଂ କୁମାଉଂ ରେଞ୍ଜ୍ ର ଅଧିକାରୀ ମାନଙ୍କ ସହିତ ସମସ୍ତ ଜ...