BIG NEWS
କେନ୍ଦ୍ରୀୟ ବଜେଟ୍ ଉପସ୍ଥାପିତ : ଅଣ-ଋଣ ପ୍ରାପ୍ତି ଏବଂ ମୋଟ ବ୍ୟୟ ଯଥାକ୍ରମେ 36.5 ଲକ୍ଷ କୋଟି ଟଙ୍କା ଏବଂ 53.5 ଲକ୍ଷ କୋଟି ଟଙ୍କା ଆକଳନ
ବଜେଟ୍‌ ଗରିବ ବିରୋଧି : କଂଗ୍ରେସ
କର୍ପୋରେଟ ଜଗତ ପାଇଁ ଏହି ବଜେଟ, ସାଧାରଣ ଜନତା ଉପେକ୍ଷିତ: ଭକ୍ତ
PM Modi launched development projects in Delhi

ଦିଲ୍ଲୀରେ ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

 03-01-2025

ଅଶୋକ ବିହାରର ସ୍ୱାଭିମାନ ଆପାର୍ଟମେଣ୍ଟରେ ଅର୍ଥନୈତିକ ଦୁର୍ବଳ ବର୍ଗଙ୍କ ପାଇଁ ୧୬୭୫ଟି ନବନିର୍ମିତ ଗୃହକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ଦିଲ୍ଲୀ ପାଇଁ ଆଜି ଏକ ଐତିହାସିକ ଦିନ, ସହରର ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ଗୃହ ନିର୍ମାଣ, ଭିତ୍ତିଭୂମି ଏବଂ ଶିକ୍ଷା କ୍ଷେତ୍ରରେ ପରିବର୍ତନମୂଳକ ପ୍ରକଳ୍ପ ଆରମ୍ଭ କରାଯାଇଛି: ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀ,...

Snowfall and rain likely in Jammu and Kashmir from January 5

ଜମ୍ମୁ-କଶ୍ମୀରରେ ଜାନୁୟାରୀ 5ରୁ ବରଫପାତ ଓ ବର୍ଷା ସମ୍ଭାବନା

 03-01-2025

ଶ୍ରୀନଗର, 3 ଜାନୁଆରି : ଶୁକ୍ରବାର ଶ୍ରୀନଗର ସହର ଓ ଏହାର ଆଖପାଖ ଅଂଚଳରେ ଘନ କୁହୁଡି ଛାଇ ରହିଛି । କୁହୁଡି ଯୋଗୁ ଲୋକେ ଫ୍ଲାସ ଲାଇଟ ଳଗାଇ ଗାଡି ଚଳାଉଛନ୍ତି । ଜାନୁୟାରୀ 5ରୁ ଜମ୍ମୁକଶ୍ମୀରରେ ବରଫପାତ ଓ ବର୍ଷା ହେବାର ସମ୍ଭାବନା ରହିଛି । କଶ୍ମୀର ପାଣିପାଗ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ ଦକ୍ଷିଣ କଶ୍ମୀରର ସୋପିୟାଂ ଜିଲ୍ଲାରେ ଶୂନ୍ୟରୁ ତଳକ...

5 dead as trailer hits truck on National Highway in Udaipur, Rajasthan

ରାଜସ୍ଥାନର ଉଦୟପୁରର ନ୍ୟାସନାଲ ହାଇୱେରେ ଟ୍ରେଲର ଟମ୍ପୋ ଧକ୍କା, 5 ମୃତ

 03-01-2025

ଉଦୟପୁର, 3 ଜାନୁଆରି:- ରାଜସ୍ଥାନର ଉଦୟପୁର ଜିଲ୍ଲାର ଗୋଗୁଂନ୍ଦା-ପିଂଡୱାଡା ନ୍ୟାସନାଲ ହାଇୱେରେ ଶୁକ୍ରବାର ଦ୍ୱିପ୍ରହର ସମୟ 12.30ଟା ସମୟରେ ଭୟାବହ ଦୁର୍ଘଟଣାରେ 5ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ଟ୍ରେଲର ବ୍ରେକ୍ ଫେଲ ହୋଇଯିବା କାରଣରୁ ଦ୍ରୁତଗତିରେ ଆସୁଥିବା ଏକ ଟେମ୍ପୋକୁ ପଛପଟୁ ଧକ୍କା ଦେଇଥିଲା । ଦୁର୍ଘଟଣାରେ ଆହତ ହୋଇଥିବ...

ହରିଦ୍ବାରରେ ଟ୍ରକ୍ - କାର୍ ଧକ୍କା : ହରିୟାଣାର ୪ ଯୁବକଙ୍କ ମୃତ୍ୟୁ

 02-01-2025

ହରିଦ୍ୱାର, ୨ ଜାନୁଆରୀ - ହରିଦ୍ବାର- ଦିଲ୍ଲୀ ହାଇୱେରେ ଗତକାଲି ବିଳମ୍ବିତ ରାତିରେ ବହଦରାବାଦ ଥାନା ପୂର୍ବରୁ ଶନିଦେବ ମନ୍ଦିର ନିକଟରେ ଏକ କାର୍ ରାସ୍ତା ପାଶ୍ୱର୍ରେ ଛିଡା ହୋଇଥିବା ଏକ ଟ୍ରକ୍ କୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ କାର୍ ରେ ଯାତ୍ରା କରୁଥିବା ରେବାଡ଼ି (ହରିୟାଣା)ର ୪ ଜଣଙ୍କ ମୃତ୍ୟୁ ଘଟିଛି । ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ତାଙ୍କୁ ଚିକିତ୍ସା...